csstore

ବଲାଙ୍ଗିର ଟାଉନ ପୋଲିସ ପକ୍ଷରୁ ସହରର ୨ ସଟ୍ଟା ଆର୍ଡା ଉପରେ ଚଢ଼ାଉ : ୨ ଜଣ ଜୁଆଡି ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରରେ ଦିନକୁ ଦିନ ସଟ୍ଟା କାରବାର ବଢ଼ି ବଢ଼ି ଚାଲୁଥିବା ବେଳେ ଆଜି ବଲାଙ୍ଗିର ଟାଉନ ପୋଲିସ ପକ୍ଷରୁ କୌଣସି ସୂତ୍ରରୁ ଖବର ପାଇ ସହରର ଫଳ ମାର୍କେଟ ଛକ ଏବଂ ଦୁର୍ଗା ମନ୍ଦିର ନିକଟ ସଟ୍ଟା ଆର୍ଡା ଉପରେ ଚଢାଉ କରାଯାଇ ୨ ଜଣ ଜୁଆଡିକୁ ଗିରଫ କରାଯାଇଥିବା ଜଣାପଡ଼ିଛି । ତେବେ ଗିରଫ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଟାଉନ ପୋଲିସ ପକ୍ଷରୁ ସୂଚନା ମିଳିଛି ।

jayashree
Leave A Reply

Your email address will not be published.