pakka

ରକ୍ତ ଦେଇ ପ୍ରସୂତିଙ୍କ ଜୀବନ ବଞ୍ଚାଇଲେ ଯୁବକ

bbehera

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅଲଣ୍ଡା ପଞ୍ଚାୟତର ପୁତୁଳାତଳେଇ ଗ୍ରାମର ପଙ୍କଜ ଅଦାଙ୍କ ସ୍ତ୍ରୀ ପୁଷ୍ପାଞ୍ଚଳିଙ୍କ ଅସ୍ତ୍ରୋପଚାର କରି ପ୍ରସବ କରାଯାଇଥିଲା । ଏହା ପରେ ତାଙ୍କୁ ଶୀଘ୍ର ରକ୍ତ ଦରକାର ପଡିଥିଲା । ଖବର ପାଇ ଯୁବନେତା ଯୁବରାଜ୍‌ ବାଗ ଟିଟିଲାଗଡ ବ୍ଲଡ୍‌ ବ୍ୟାଙ୍କରେ ପହଞ୍ଚି ରକ୍ତଦାନ କରିଥିଲେ । ଜରୁରୀ ସମୟରେ ପ୍ରସୂତି ମହିଳାଙ୍କୁ ରକ୍ତଦାନ କରି ତାଙ୍କ ଜୀବନ ବଞ୍ଚାଇଥିବାରୁ ଅଞ୍ଚଳରେ ତାଙ୍କୁ ପ୍ରଶଂସା କରାଯାଇଛି ।

jay balangir
Leave A Reply

Your email address will not be published.

ten + fifteen =

error: Content is protected !!