Browsing Tag

sindhekela news

ଅଜଣା ଗାଡି ଧକ୍କାରେ ଗାଈ ଆହତ

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବଲାଙ୍ଗିର-ଚାନ୍ଦୋତରା ୪୨ ନମ୍ବର ରାଜ୍ୟ ରାଜପଥରେ ମହାଦେବ ମନ୍ଦିର ନିକଟରେ ରବିବାର ଏକ ଅଜଣା ଗାଡି ଧକ୍କାରେ ଏକ ଗାଈ ଗୁରୁତର ଆହତ ହୋଇଥିଲା । କିଛି ଲୋକ ଅଟକି ପାଣି ପିଆଇ ଉଠାଇବାକୁ ଚେଷ୍ଟା କରିଥିଲେ । ପରେ ସ୍ଥାନୀୟ ଯୁବକମାନେ ପରାସରା ପ୍ରାଣୀଦନ
Read More...

ବିଜେପି ବୁଥ୍‌ ସଶକ୍ତିକରଣ କାର୍ଯ୍ୟକ୍ରମ

ସିନ୍ଧେକେଲା, (କେପିଏନ୍‌ଏସ୍‌) : ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଇଚଗାଁ ମା’ ଦ୍ୱାରସେହ୍ନୀ ମନ୍ଦିର ପ୍ରାଙ୍ଗଣରେ ମଙ୍ଗଳବାର ବିଜେପି କୁରସୁଡ ମଣ୍ଡଳର ବୁଥ୍‌ ସଶକ୍ତିକରଣ କାର୍ଯ୍ୟକ୍ରମ ମଣ୍ଡଳ ସଭାପତି ନିମାଇଁ ଚରଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ସିନ୍ଧେକେଲାରେ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ସ୍ଥାନୀୟ ପଲ୍ଲୀଶ୍ରୀ ମିନି ଷ୍ଟାଡିୟମଠାରେ ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମ ଦିନ ଫୁଟବଲ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିନ ଫୁଟବଲ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକ ଅନ୍ତର୍ଗତ ୧୪ଟି ସ୍କୁଲର
Read More...

ରାଣୀପୁର ଝରିଆଲକୁ ଶିକ୍ଷଣୀୟ ପରିଦର୍ଶନ

ସିନ୍ଧେକେଲା, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି କେଭି ଡିଗ୍ରୀ କଲେଜ ଓଡିଆ ବିଭାଗର ୫୦ ଜଣ ଛାତ୍ରଛାତ୍ରୀ ରାଣୀପୁର ଝରିଆଲକୁ ଶିକ୍ଷଣୀୟ ପରିଦର୍ଶନରେ ଆସିଥିଲେ । ଏମାନେ ସୋମେଶ୍ୱର ଶିବ ମନ୍ଦିର, ଚଉଷଠି ଯୋଗିନୀ କ୍ଷେତ୍ର, ଇନ୍ଦ୍ରଲାଠ୍‌ ମନ୍ଦିର, ଲିଆହାରୀ ମନ୍ଦିର, ଚାମୁଣ୍ଡା ପୀଠ,
Read More...

କୁରସୁଡ ପାହାଡରେ ନିଆଁ

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ନିକଟରେ କୁରସୁଡ ପାହାଡରେ ଶନିବାର କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ବନ ବିଭାଗ କର୍ମଚାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୁଇଘଣ୍ଟା ଧରି ଚେଷ୍ଟା କରିବା ପରେ ନିଆଁକୁ ଆୟତ୍ତ କରିଥିଲେ । ଏହି ନିଆଁ ଲିଭା
Read More...

ପଲ୍ଲିଶ୍ରୀ କଲେଜରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ସିନ୍ଧେକେଲା, (କେପିଏନ୍‌ଏସ୍‌) : ସ୍ଥାନୀୟ ପଲ୍ଲିଶ୍ରୀ ହାଇସ୍କୁଲ ଖେଳ ପଡିଆରେ ପଲ୍ଲିଶ୍ରୀ କଲେଜର ୨୮ତମ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରମୋଦ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କ୍ରୀଡାରେ ୫ ଶହରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଅନ୍ୟମାନଙ୍କ
Read More...

ସିନ୍ଧେକେଲା ଥାନାରେ ଯୋଗ ଦେଲେ ନୂଆ ଥାନା ଅଧିକାରୀ

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନାରେ ମଙ୍ଗଳବାର ନୂତନ ଥାନାଧିକାରୀ ଭାବେ ବି.ରୁଦ୍ରିଆ ଯୋଗ ଦେଇଛନ୍ତି । ଏଠାରେ ଥିବା ଆଇଆଇସି ଆଲୋକ ବେହେରା ରବିବାର ଭିଜିଲାନ୍ସ ହାତରେ ଧରାପଡିବା ପରେ ତାଙ୍କ ସ୍ଥାନରେ ମଙ୍ଗଳବାର ଶ୍ରୀ ରୁଦ୍ରିଆ ଦାୟିତ୍ୱ ଗ୍ରହଣ
Read More...

ବେଆଇନ ବାଲି ଚାଲାଣ, ଟ୍ରାକ୍ଟରରୁ ଜୋରିମାନା ଆଦାୟ

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଉନ୍ଦେର ନଦୀରୁ ବେଆଇନ ଭାବେ ବାଲି ଚାଲାଣ କରୁଥିବା ଗୋଟିଏ ଟ୍ରାକ୍ଟରରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ବଙ୍ଗୋମୁଣ୍ଡା ଅତିରିକ୍ତ ତହସିଲଦାର କୃଷ୍ଣକୁମାର ଜେନା ଓ ସିନ୍ଧେକେଲା ଆର୍‌ଆଇ ଦୁଲ୍ଲଭ ନାଏକ ଚଢାଉ
Read More...

ସିନ୍ଧେକେଲା ଜେଏମ୍‌ଡି ସ୍କୁଲରେ ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଜୟ ମା’ ଦ୍ୱାରସେହ୍ନୀ ଇଂରାଜୀ ମାଧ୍ୟମ ସ୍କୁଲରେ ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସମିତି ସଭାପତି ବିଦ୍ୟାଭୂଷଣ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପ୍ରତିଷ୍ଠାତା ଅନିଲ ଜେନା,
Read More...

ଝଲପଠାରେ ବିଜେଡିର ମିଶ୍ରଣ ପର୍ବ

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକ ଝଲପଠାରେ ଶୁକ୍ରବାର ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଠାରେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ ଯୋଶୀଙ୍କ ନେତୃତ୍ୱରେ ଏକ ସଭା ହୋଇଥିଲା । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଶକ୍ତିକରଣ ଓ ଜନ କଲ୍ୟାଣ
Read More...