pakka

କୁରସୁଡ ପାହାଡରେ ନିଆଁ

bbehera

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ନିକଟରେ କୁରସୁଡ ପାହାଡରେ ଶନିବାର କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ବନ ବିଭାଗ କର୍ମଚାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୁଇଘଣ୍ଟା ଧରି ଚେଷ୍ଟା କରିବା ପରେ ନିଆଁକୁ ଆୟତ୍ତ କରିଥିଲେ । ଏହି ନିଆଁ ଲିଭା କାର୍ଯ୍ୟରେ ଗନ୍ଧର୍ଲା ଫରେଷ୍ଟର କୀର୍ତ୍ତିଚନ୍ଦ୍ର ସୁଆର, ଫରେଷ୍ଟଗାର୍ଡ ହିଂମାଶୁ ପଣ୍ଡା, ସତ୍ୟନାରାୟଣ ପୁଟେଲ, ସଦନ ଠେଲା, କପୁର୍ଚନ ରଣା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

13 + 15 =