pakka

ଅଜଣା ଗାଡି ଧକ୍କାରେ ଗାଈ ଆହତ

bbehera

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବଲାଙ୍ଗିର-ଚାନ୍ଦୋତରା ୪୨ ନମ୍ବର ରାଜ୍ୟ ରାଜପଥରେ ମହାଦେବ ମନ୍ଦିର ନିକଟରେ ରବିବାର ଏକ ଅଜଣା ଗାଡି ଧକ୍କାରେ ଏକ ଗାଈ ଗୁରୁତର ଆହତ ହୋଇଥିଲା । କିଛି ଲୋକ ଅଟକି ପାଣି ପିଆଇ ଉଠାଇବାକୁ ଚେଷ୍ଟା କରିଥିଲେ । ପରେ ସ୍ଥାନୀୟ ଯୁବକମାନେ ପରାସରା ପ୍ରାଣୀଦନ ନିରୀକ୍ଷକଙ୍କ ସହଯୋଗ ନେଇଥିଲେ । ବହୁ ସମୟ ଧରି କସରତ ପରେ ଗାଈଟି ସୁସ୍ଥ ହୋଇଥିଲା ।

Leave A Reply

Your email address will not be published.

8 − 4 =