pakka

ମହିଳା ଡିଗ୍ରୀ କଲେଜରେ କୃତି ପ୍ରତିଯୋଗୀ ସମ୍ମାନିତ

bbehera

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ହକି ବିଶ୍ୱକପ୍‌ ଉପଲକ୍ଷେ ସ୍ଥାନୀୟ ମହିଳା ଡିଗ୍ରୀ କଲେଜରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗୀମାନଙ୍କୁ କଲେଜରେ ଏକ ସଭା ଆୟୋଜନ କରି ସମ୍ମାନିତ କରାଯାଇଛି । ଏଥିରେ ଏନ୍‌ଏସି ଅଧ୍ୟକ୍ଷ ବରିୟାମ୍‌ ସିଂହ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅଧ୍ୟାପକ ଜିତେନ୍ଦ୍ର ସୁନା ସଭା ପରିଚାଳନା କରିଥିଲେ । ଖେଳ ଶିକ୍ଷୟିତ୍ରୀ ରଞ୍ଜୁ ବନ୍‌ଛୋର ଓ ଡ. ନେପାଲ ସେଠୀ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

two × three =

error: Content is protected !!