Browsing Tag

sindhekela news

ବେଆଇନ ବାଲି ଚାଲାଣ : ଟ୍ରାକ୍ଟରକୁ ୨୦ ହଜାର ଟଙ୍କା ଜୋରିମାନା

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଉନ୍ଦେର ନଦୀରୁ ବେଆଇନ ଭାବେ ବାଲି ଚାଲାଣ କରୁଥିବା ଦୁଇଟି ଟ୍ରାକ୍ଟରରୁୁ ୨୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସିନ୍ଧେକେଲା ଆର୍‌ଆଇ ଦୁର୍ଲ୍ଲଭ ନାଏକ ଓ ଚେନମ୍ୟାନ ଜନ ଭୋଇ ଚଢାଉ କରି ଦୁଇ ଟ୍ରାକ୍ଟର (ଓଡି ୦୩ ଏସ
Read More...

ତୁରେକେଲା-ମମିଆ ପୋଲ ନିର୍ମାଣ ଦାବୀରେ ବୈଠକ

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକ ତୁରେକେଲାଠାରୁ ମମିଆ ମଧ୍ୟରେ ଥିବା ଉନ୍ଦେର ନଦୀରେ ଏକ ପୋଲ ନିର୍ମାଣ ଦାବୀ ହୋଇଛି । ଏଥିପାଇଁ ବଙ୍ଗୋମୁଣ୍ଡା ଗରିବ ସେନା ପକ୍ଷରୁ ଅଞ୍ଚଳର ଲୋକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗରିବ ସେନା ସଭାପତି ଦିବେଶ ତାଣ୍ଡିଙ୍କ
Read More...

ରକ୍ତ ଦେଇ ପ୍ରସୂତିଙ୍କ ଜୀବନ ବଞ୍ଚାଇଲେ ଯୁବକ

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅଲଣ୍ଡା ପଞ୍ଚାୟତର ପୁତୁଳାତଳେଇ ଗ୍ରାମର ପଙ୍କଜ ଅଦାଙ୍କ ସ୍ତ୍ରୀ ପୁଷ୍ପାଞ୍ଚଳିଙ୍କ ଅସ୍ତ୍ରୋପଚାର କରି ପ୍ରସବ କରାଯାଇଥିଲା । ଏହା ପରେ ତାଙ୍କୁ ଶୀଘ୍ର ରକ୍ତ ଦରକାର ପଡିଥିଲା । ଖବର ପାଇ ଯୁବନେତା ଯୁବରାଜ୍‌ ବାଗ ଟିଟିଲାଗଡ ବ୍ଲଡ୍‌
Read More...

ପୁଣି ବିଧାନସଭାରେ ରାଣୀପୁର ଝରିଆଲ ବିକାଶ କଥା ଉଠାଇଲେ ସାଲୁଜା

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବିଧାନସଭାରେ ପୁଣି ରାଣୀପୁର ଝରିଆଲର ବିକାଶ କଥା ଉଠାଇଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା । ବିଧାନସଭାରେ ରାଣୀପୁର ଝରିଆଲ ପୀଠକୁ ଅନୁଦାନ ଯୋଗାଇ ଦେଇ ଏହାର ବିକାଶ କରିବା ପାଇଁ ବାରମ୍ବାର ଦାବୀ ଉପସ୍ଥାପନ କରାଯାଇଥିଲେ ହେଁ ପର୍ଯ୍ୟଟନ
Read More...

ପୁଟୁପଡା ୟୁପି ସ୍କୁଲରେ ବନ ମହୋତ୍ସବ ପାଳିତ

ସିନ୍ଧେକେଲା : ବଙ୍ଗୋମୁଣ୍ଡା ବ୍ଲକ ପୁଟୁପଡା ୟୁପିସ୍କୁଲ ପରିସରରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ସାଇପ୍ରସାଦ ସାହୁ ନେତୃତ୍ୱରେ ଶିକ୍ଷକ ବୀରେନ୍ଦ୍ର ସାହୁ, ଶିକ୍ଷୟତ୍ରୀ ଆନନ୍ଦିନୀ ପାଣିଗ୍ରାହୀ, ପୂର୍ଣ୍ଣିମା ମଲ୍ଲିକ ପ୍ରମୁଖ ସ୍କୁଲ ପରିସରରେ ବୃକ୍ଷ ରୋପଣ କରିଥିଲେ ।
Read More...

ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟ୍‌ ଅଭିଯୋଗ

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଭୁସଲାଡ୍‌ ଓ ପଲସଖଣ୍ଡ ମଝିରେ ଏକ ନିର୍ଜନ ସ୍ଥାନରେ ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ ୧ ଲକ୍ଷ ୮ ହଜାର ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗତକାଲି କୁଣ୍ଡାବୁତୁଲା ସିଏସ୍‌ପି
Read More...

ଅମୃତ ସରୋବର ପାଇଁ ବିଶିବନ୍ଧରେ ଭୂମି ପୂଜନ

ସିନ୍ଧେକେଲା, (କେପିଏନ୍‌ଏସ୍‌) : ମନରେଗା ଯୋଜନାରେ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ବିଶିବନ୍ଧରେ ଅମୃତ ସରୋବର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ରଞ୍ଜୁବାଲା ବେହେରା ମୁଖ୍ୟ ଅତିଥି, ସିନ୍ଧେକେଲା ସମିତି ସଭ୍ୟ ଲୋକନାଥ
Read More...

ସିନ୍ଧେକେଲା ରଥଯାତ୍ରା ଆୟୋଜନକୁ ନେଇ ପ୍ରସ୍ତୁତି ବୈଠକ

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଚଳିତ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର କମିଟି ସଭାପତି ଉମାକାନ୍ତ ସାହୁ, ସାଧାରଣ ସମ୍ପାଦକ ଅନିଲ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍‌ପର

ସିନ୍ଧେକେଲା, (କେପିଏନ୍‌ଏସ୍‌) : ସିନ୍ଧେକେଲା ଥାନା ଅନ୍ତର୍ଗତ ୧୬ ନମ୍ବର ରାଜ୍ୟ ରାଜପଥର ତୁରେକେଲା ନିକଟରେ ବିଶାଖାପାଟଣାରେ ରାୟପୁର ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ (ସିଜି ୦୪ ଏବ୍‌ଏସ୍‌ ୧୫୮୮) ଶୁକ୍ରବାର ରାତିରେ ଓଲଟି ପଡିଥିଲା । ସୌଭାଗ୍ୟବଶତଃ ଗାଡିର ଡ୍ରାଇଭର ଓ ହେଲ୍‌ପର ଅଳ୍ପକେ
Read More...

ସିନ୍ଧେକେଲା ପଲ୍ଲିଶ୍ରୀ କଲେଜରେ ଆତ୍ମସୁରକ୍ଷା ତାଲିମ ଶିବିର

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ପଲ୍ଲିଶ୍ରୀ କଲେଜରେ ଛାତ୍ରୀମାନଙ୍କ ପାଇଁ ଆତ୍ମସୁରକ୍ଷା ତାଲିମ ଶିବିର ଆରମ୍ଭ ହୋଇଯାଇଛି । ଟିଟିଲାଗଡରୁ ମାଷ୍ଟର ଟ୍ରେନର ଭାବେ ପଲ୍ଲବୀ ସାଗର ଯୋଗ ଦେଇଛନ୍ତି । ଉଦ୍‌ଘାଟନୀ ଉଦ୍‌ଘାଟନୀ ଉତ୍ସବରେ କଲେଜ ଅଧ୍ୟକ୍ଷ ପ୍ରମୋଦ
Read More...