pakka

ଝଲପଠାରେ ବିଜେଡିର ମିଶ୍ରଣ ପର୍ବ

bbehera

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକ ଝଲପଠାରେ ଶୁକ୍ରବାର ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଠାରେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ ଯୋଶୀଙ୍କ ନେତୃତ୍ୱରେ ଏକ ସଭା ହୋଇଥିଲା । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଶକ୍ତିକରଣ ଓ ଜନ କଲ୍ୟାଣ ଯୋଜନାରେ ଅନୁପ୍ରାଣିତ ହୋଇ ଶତାଧିକ ମହିଳା ବିଜେଡିରେ ସାମିଲ ହୋଇଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନାଏବ ସରପଞ୍ଚ ଝସକେତନ ବାରିକ, ମହିଳା ନେତ୍ରୀ ଚମ୍ପେଶ୍ୱରୀ ପୁଟେଲ, କବିତା ହଂସ, ଅଷ୍ଟମୀ ବାଗ, ରାଧା ବାଗ ପ୍ରମୁଖ ମଞ୍ଚାସୀନ ଥିଲେ ।

Leave A Reply

Your email address will not be published.

fifteen − 9 =