pakka

ବ୍ଲକସ୍ତରୀୟ ସୁନେତ୍ର ଶିବିର

bbehera

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଆଗଲପୁର ନୋଡାଲ ହାଇସ୍କୁଲ ପରିସରରେ ବ୍ଲକସ୍ତରୀୟ ସୁନେତ୍ର ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଡା.ସୁନିତା ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏବିଇଓ ରଜନୀକାନ୍ତ ସାହୁ ମୁଖ୍ୟ ଅତିଥି, ଦିଲୀପ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ୮ଟି କ୍ଲଷ୍ଟର ଅନ୍ତର୍ଗତ ୨୯୯ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ୧୩ ଜଣଙ୍କୁ ଉଚ୍ଚତ୍ତର ଚିକିତ୍ସା ପାଇଁ ଚିହ୍ନଟ କରାଯାଇଥିଲା । ବିଆର୍‌ଟି ନବ କିଶୋର ସାମଲ, ଅମ୍ବରୀଶ ପଟେଲ, ଆକାଉଣ୍ଟାଣ୍ଟ ସୁବ୍ରତ ଦାସ ପ୍ରମୁଖ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

20 − 8 =

error: Content is protected !!