pakka

ସରଗାଡରେ ସଫେଇ ଅଭିଯାନ

bbehera

ଝାରମୁଣ୍ଡା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ସରଗାଡଠାରେ ମର୍ଣ୍ଣିଂଷ୍ଟାର ଅନୁଷ୍ଠାନ ଆନୁକୂଲ୍ୟରେ ସଫେଇ ଅଭିଯାନରେ ମଙ୍ଗଳବାର ଗାଁର ବନ୍ଧହିଡ ସଫା କରାଯାଇଥିଲା । ଏହି ଅବସରରେ ବୀରେନ୍ଦ୍ର ସାହୁ, ଜିତୁ ସାହୁ, କେଶବ ବିଶ୍ୱାଳ, ଧନେଶ୍ୱର କୁମ୍ଭାର, ଅର୍ଜୁନ ବିଶ୍ୱାଳ, ଅରୁଣ ଭୁଏ, ପ୍ରିତମ୍‌ ବିଶ୍ୱାଳ, ସତ୍ୟମ୍‌ ବିଶ୍ୱାଳ, ସଞ୍ଜୟ ସାହୁ, ବୃନ୍ଦାବନ ବାରଲେଣ୍ଡିଆ ପ୍ରମୁଖ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

5 + four =

error: Content is protected !!