pakka

ତୁରେକେଲା-ମମିଆ ପୋଲ ନିର୍ମାଣ ଦାବୀରେ ବୈଠକ

bbehera

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକ ତୁରେକେଲାଠାରୁ ମମିଆ ମଧ୍ୟରେ ଥିବା ଉନ୍ଦେର ନଦୀରେ ଏକ ପୋଲ ନିର୍ମାଣ ଦାବୀ ହୋଇଛି । ଏଥିପାଇଁ ବଙ୍ଗୋମୁଣ୍ଡା ଗରିବ ସେନା ପକ୍ଷରୁ ଅଞ୍ଚଳର ଲୋକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗରିବ ସେନା ସଭାପତି ଦିବେଶ ତାଣ୍ଡିଙ୍କ ତତ୍ୱାବଧାନରେ ହୋଇଥିବା ବୈଂକରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଜୁନ ସାହୁ, ଆଇନ୍‌ଜୀବୀ ଦୌପଦ ନାଏକ, କ୍ଷୀରଧର ଭୋଇ, ସତ୍ୟନାରାୟଣ ନାଏକ ଗୋପବନ୍ଧୁ ହଂସ, ବିଦୁର ସୁନା, ଧନସିଂହ ଜାନୀ, ବୈଭବ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

five × 2 =

error: Content is protected !!