ଅମୃତ ସରୋବର ପାଇଁ ବିଶିବନ୍ଧରେ ଭୂମି ପୂଜନ
ସିନ୍ଧେକେଲା, (କେପିଏନ୍ଏସ୍) : ମନରେଗା ଯୋଜନାରେ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ବିଶିବନ୍ଧରେ ଅମୃତ ସରୋବର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ରଞ୍ଜୁବାଲା ବେହେରା ମୁଖ୍ୟ ଅତିଥି, ସିନ୍ଧେକେଲା ସମିତି ସଭ୍ୟ ଲୋକନାଥ!-->…
Read More...
Read More...