pakka

ସିନ୍ଧେକେଲା ପଲ୍ଲିଶ୍ରୀ କଲେଜରେ ଆତ୍ମସୁରକ୍ଷା ତାଲିମ ଶିବିର

bbehera

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ପଲ୍ଲିଶ୍ରୀ କଲେଜରେ ଛାତ୍ରୀମାନଙ୍କ ପାଇଁ ଆତ୍ମସୁରକ୍ଷା ତାଲିମ ଶିବିର ଆରମ୍ଭ ହୋଇଯାଇଛି । ଟିଟିଲାଗଡରୁ ମାଷ୍ଟର ଟ୍ରେନର ଭାବେ ପଲ୍ଲବୀ ସାଗର ଯୋଗ ଦେଇଛନ୍ତି । ଉଦ୍‌ଘାଟନୀ ଉଦ୍‌ଘାଟନୀ ଉତ୍ସବରେ କଲେଜ ଅଧ୍ୟକ୍ଷ ପ୍ରମୋଦ ରଥ ସଭାପତିତ୍ୱ କରିଥିବା ବେଳେ ଅଧ୍ୟାପକ ସଂଜୀବ ରଥ, ଗୋବର୍ଦ୍ଧନ ପ୍ରଧାନ, ଚିନ୍ମୟ ଯୋଶୀ, ଅଧ୍ୟାପିକା ସୁଚରିତା ହୋତା ପ୍ରମୁଖ ମଞ୍ଚାସୀନ ଥିଲେ । ୧୦୦ରୁ ଅଧିକ ଛାତ୍ରୀଙ୍କୁ ଶିବିରରେ ଭାଗ ନେଇଛନ୍ତି ।

jay balangir
Leave A Reply

Your email address will not be published.

3 × five =

error: Content is protected !!