pakka

ସିନ୍ଧେକେଲା ଥାନାରେ ଯୋଗ ଦେଲେ ନୂଆ ଥାନା ଅଧିକାରୀ

bbehera

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନାରେ ମଙ୍ଗଳବାର ନୂତନ ଥାନାଧିକାରୀ ଭାବେ ବି.ରୁଦ୍ରିଆ ଯୋଗ ଦେଇଛନ୍ତି । ଏଠାରେ ଥିବା ଆଇଆଇସି ଆଲୋକ ବେହେରା ରବିବାର ଭିଜିଲାନ୍ସ ହାତରେ ଧରାପଡିବା ପରେ ତାଙ୍କ ସ୍ଥାନରେ ମଙ୍ଗଳବାର ଶ୍ରୀ ରୁଦ୍ରିଆ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ ପୁଇଁନ୍ତଲା ଥାନା ଓ ତୁଷୁରା ଥାନାରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

Leave A Reply

Your email address will not be published.

20 − 20 =