Daily Archives

ସର୍ବପୁରାତନ ସାପ୍ତାହିକ ‘ନବୀନ’ର ୯୩ତମ ସ୍ୱନକ୍ଷତ୍ର ଦିବସ

ପକ୍ଷପାତିତାକୁ ଛାଡ଼ି ସମର୍ପଣର ସହ କାମ କରିଛି ‘ନବୀନ’: ରାଜ୍ୟପାଳ‘ସତ୍ୟ, ଶିବ ଓ ସୁନ୍ଦର ମନ୍ତ୍ର ଆପଣାଇଲେ ପାଠକୀୟ ଆଦୃତି ମିଳିବ’ଖବରକାଗଜର ସ୍ୱାତନ୍ତ୍ରତା ସବୁଦିନ ରହିବ : ପ୍ରଦୀପ ଅମାତପ୍ରଶ୍ନ କରିବାର ଅଧିକାର ବ୍ୟାହତ ନ ହେବା ଭଲ : ସୌମ୍ୟ ପଟ୍ଟନାୟକକ୍ରୀଡା ଓ ସମାଜସେବା ପାଇଁ ଦୁଇ
Read More...

ସାଗରିକା ପଟ୍ଟନାୟକ ହେଲେ ହାଉସିଂବୋର୍ଡର ପରିଚାଳନା ନିର୍ଦ୍ଦେଶକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଥିବା ଆଇଆର୍‌ପିଏସ୍‌ ଅଧିକାରୀ ସାଗରିକା ପଟ୍ଟନାୟକଙ୍କୁ ଓଡିଶା ରାଜ୍ୟ ହାଉସିଂବୋର୍ଡର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ଏହାସହ ସେ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ
Read More...

କଣ୍ଟାବାଞ୍ଜିରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜିର ୧୪ ନଂ ୱାର୍ଡର ପରିଚୟ ଗୃହଠାରେ ମଙ୍ଗଳବାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିରଞ୍ଜନ ଧଳ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଦିବସରେ ସହରର ୩ଟି ସ୍ଲମ୍‌
Read More...

ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

ସମ୍ବଲପୁର, (କେପିଏନ୍‌ଏସ୍‌) : ମା କ୍ଷୀର ଅମୃତ ସମାନ । ମା'ର କଷକ୍ଷୀର ସନ୍ତାନ ପାଉଁ ସର୍ବୋକୃଷ୍ଟ । ଶିଶୁର ସମସ୍ତ ଆବଶ୍ୟକତାକୁ ପୂରଣ କରିଥାଏ । ତେଣୁ ଉଭୟ ଗର୍ଭବତୀ ଓ ପ୍ରସୂତୀଙ୍କୁ ପରାମର୍ଶ ଓ ଉପାଦେୟତା ବିଷୟରେ ସଚେତନତା ଜରୁରୀ ବୋଲି ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅବସରରେ ବାର୍ତ୍ତା
Read More...

ଛତ୍ରଙ୍ଗ ପ୍ରାଥମିକ ସ୍କୁଲରେ ଶିକ୍ଷକ ନିଯୁକ୍ତି ଦାବୀ

ବଙ୍ଗୋମୁଣ୍ଡା, (ଗୁରୁଦୟାଲ ହଂସ) : ବଙ୍ଗୋମୁଣ୍ଡା ବ୍ଲକ ଯୁରାବନ୍ଧ ପଞ୍ଚାୟତ ଛତ୍ରଙ୍ଗ ପ୍ରାଥମିକ ସ୍କୁଲରେ ଶିକ୍ଷକ ନିଯୁକ୍ତି ପାଇଁ ଦାବୀ ହେଉଛି । ଏହି ସ୍କୁଲରେ ବର୍ତ୍ତମାନ ୧୧୮ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ସେମାନଙ୍କୁ ପଢାଇବା ପାଇଁ ମାତ୍ର ୨ ଜଣ ଶିକ୍ଷକ ଅଛନ୍ତି । ତନ୍ମଧ୍ୟରୁ
Read More...

ପାଟଣାଗଡରେ ହେବ ସରକାରୀ ଆଇଟିଆଇ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡରେ ଏକ ସରକାରୀ ଆଇଟିଆଇ ପ୍ରତିଷ୍ଠା କରାଯିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏଠାରେ ହେବାକୁଥିବା ଆଇଟିଆଇରେ ୪ଟି ଟ୍ରେଡରେ ତାଲିମ ଦିଆଯବ । ଏହାକୁ ନେଇ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ସରକାରୀ ଆଇଟିଆଇ ହେବା ଦ୍ୱାରା ଏଠିକାର
Read More...

ଗାନ୍ଧି ମହାବିଦ୍ୟାଳୟ ରୋଟ୍ରାକ୍ଟ କ୍ଲବର ସ୍ଥାପନା ଦିବସ

ରାଉରକେଲା, (କେପିଏନ୍‌ଏସ୍‌) : ରୋଟାରୀ କ୍ଲବ ଷ୍ଟିଲ ସିଟି ଆନୁକୂଲ୍ୟରେ ଗାନ୍ଧି ମହାବିଦ୍ୟାଳୟ ରୋଟ୍ରାକ୍ଟ କ୍ଲବର ସ୍ଥାପନା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅଧ୍ୟକ୍ଷ ଗୌରଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରୋଟ୍ରାକ୍ଟ ଛାତ୍ରଛାତ୍ରୀମାନଙ୍କୁ
Read More...

ମାହାରପାଲି ଛକରେ ଜୁଆ ଆଡ୍ଡା ଚାଲିଥିବା ଅଭିଯୋଗ

ଝାରମୁଣ୍ଡା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ମାହାରପାଲି ଛକରେ ଜୁଆ ଆଡ୍ଡା ଚାଲିଥିବା ଅଭିଯୋଗ ହୋଇଛି । ଏହା ବଲାଙ୍ଗିର ଓ ବରଗଡ ଜିଲ୍ଲାର ସୀମାରେ ଥିବାରୁ ଏବଂ ପାଖରେ କୌଣସି ଥାନା ନଥିବାରୁ ଉଭୟ ଜିଲ୍ଲାର ଜୁଆଡିମାନଙ୍କ ଏଠାରେ ଭିଡ ଜମୁଥିବା ଲକ୍ଷ୍ୟ କରାଯାଇଛି । ସେହିପରି ବେଆଇନ
Read More...

କୃଷକ ତାଲିମ ଶିବିର ଅନୁଷ୍ଠିତ

ତୁରେକେଲା, (କୈଳାଶ ସଗ୍ରିଆ) : କପା ବୈଷୟିକ ମିସନ(ରାଜ୍ୟ ଯୋଜନା) କପା ଫସଲରେ ସମନ୍ୱିତ ଫସଲ ପରିଚାଳନାକୁ ନେଇ ତୁରେକେଲା ବ୍ଲକର ବିଭିନ୍ନ ଗାଁରେ କୃଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲା ମୃତ୍ତିକା ରାସାୟନିକ ଅଧିକାରୀ ବିଶ୍ୱମ୍ବର ସାହୁ, ବ୍ଲକ କୃଷି ଅଧିକାରୀ
Read More...

ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ କନକମଞ୍ଜରୀ ଇନଷ୍ଟିଚ୍ୟୁଟ୍ ଅଫ୍ ଫରମାସିଉଟିକାଲ ସାଇନ୍ସର ଶେଷବର୍ଷ ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ତୃତୀୟ ବାର୍ଷିକ ଛାତ୍ର ଓ ଛାତ୍ରୀମାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...
error: Content is protected !!