om academy

କୃଷକ ତାଲିମ ଶିବିର ଅନୁଷ୍ଠିତ

jsm

ତୁରେକେଲା, (କୈଳାଶ ସଗ୍ରିଆ) : କପା ବୈଷୟିକ ମିସନ(ରାଜ୍ୟ ଯୋଜନା) କପା ଫସଲରେ ସମନ୍ୱିତ ଫସଲ ପରିଚାଳନାକୁ ନେଇ ତୁରେକେଲା ବ୍ଲକର ବିଭିନ୍ନ ଗାଁରେ କୃଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲା ମୃତ୍ତିକା ରାସାୟନିକ ଅଧିକାରୀ ବିଶ୍ୱମ୍ବର ସାହୁ, ବ୍ଲକ କୃଷି ଅଧିକାରୀ ଆନନ୍ଦ ମଲ୍ଲିକ, କପା ଚାଷ ଅଧିକାରୀ ସୁଜାତା ପାତ୍ର, ବ୍ଲକ ବୈଷୟିକ ପରିଚାଳନା ଅଧିକାରୀ ଶୈଳେଶ ଦାସ ପ୍ରମୁଖ କପା ଚାଷୀମାନଙ୍କୁ ତାଲିମ ଦେଇଥିଲେ । ତୁରେକେଲା ବ୍ଲକର ଗୁର୍ଲାଉଡା, ସର୍ଗିଗୁଡା, ପଖନମୁଣ୍ଡା ଗାଁର ପ୍ରାୟ ୧୦୦ରୁ ଅଧିକ କପା ଚାଷୀଙ୍କୁ ତାଲିମ ଦିଆଯାଇଥିଲା ।

Leave A Reply

Your email address will not be published.