pakka

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ଭରସୁଜା ଗ୍ରା.ପ.ରୁ ୪ ଜଣ, ଆଗଲପୁର ଗ୍ରା.ପ.ରୁ ୧ ଜଣ, ରେତ୍‌ ଗ୍ରା.ପ.ରୁ ୧ ଜଣ, ନଅଗାଁ(କ) ଗ୍ରା.ପ.ରୁ ୧ ଜଣ, ଲୁହାରମୁଣ୍ଡା ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର ବ୍ଲକ ମାୟାବର୍ହା ଗ୍ରା.ପ.ରୁ ୧ ଜଣ, ବାରପୁଡୁଗିଆ ଗ୍ରା.ପ.ରୁ ୨ ଜଣ, ଶିବତଲା ଗ୍ରା.ପ.ରୁ ୧ ଜଣ, ଚୁଡାପାଲି ଗ୍ରା.ପ.ରୁ ୧ ଜଣ, ତୁଷୁରାବାହାଲ ଗ୍ରା.ପ.ରୁ ୧ ଜଣ, ଚନ୍ଦନଭାଟି ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିର ୱାର୍ଡ ନମ୍ବର ୨୦, ୧୦, ୨, ୧୩, ୧୧, ୧୯, ୨୧, ୧୫ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଓଗାଁ ବ୍ଲକ ଉପରଝର ଗ୍ରା.ପ.ରୁ ୧ ଜଣ, ଜରାସିଂହା ଗ୍ରା.ପ., ଶାଲେପାଲି ଗ୍ରା.ପ.ରୁ ୨ ଜଣ ଲେଖାଏଁ, ଖପ୍ରାଖୋଲ ବ୍ଲକ ଘୁନସର ଗ୍ରା.ପ.ରୁ ଜଣେ, ସାହାଜପାନି ଗ୍ରା.ପ.ରୁ ଜଣେ, ଭାନପୁର ଗ୍ରା.ପ.ରୁ ଜଣେ, ଲୋଇସିଂହା ଜିଏସ୍‌ ଡୁଙ୍ଗୁରିପାଲି ଜଣେ, ହୀରାପୁର ଗ୍ରା.ପ.ରୁ ୨ ଜଣ, ତଳିଉଡାର ଗ୍ରା.ପ.ରୁ ଜଣେ, ପାଟଣାଗଡ ବ୍ଲକ ଦେଉଲଗାଁ ଗ୍ରା.ପ.ରୁ ୧ ଜଣ, ଘସିଏନ୍‌ ଗ୍ରା.ପ.ରୁ ୨ ଜଣ, ପାଟଣାଗଡ ଏନ୍‌ଏସି ୱାର୍ଡ ନଂ ୮ରୁ ୧ ଜଣ, ସଇଁତଲା ବ୍ଲକ ଡେଙ୍ଗ ଗ୍ରା.ପ.ରୁ ଜଣେ, କଂସର ଗ୍ରା.ପ.ରୁ ଜଣେ, ସଇଁତଲା ଗା.ପ.ରୁ ଜଣେ, ବେଲଗାଁ ଗ୍ରା.ପ.ରୁ ୧ ଜଣ, ଟିଟିଲାଗଡ ବ୍ଲକ ଜଗୁଆ ଗ୍ରା.ପ.ରୁ ଜଣେ, ଟିଟିଲାଗଡ ମ୍ୟୁନିସିପାଲିଟି ୱାର୍ଡ ନଂ ୮ରୁ ୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

20 + seven =

error: Content is protected !!