pakka

୨୩୬ ବୋତଲ କଫ୍‌ ‌ସରିଫ୍‌ ଜବତ : ୩ ଗିରଫ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ବେଲପଡା ଥାନା ବେଲପଡା ଗ୍ରାମର ବେଆଇନ ଭାବେ କଫ୍‌ ସିରଫ୍‌ କାରବାର କରୁଥିବା ବାବୁଲି ପୁଷ୍ଟି ଓ କପାଣି ଗାଁର ଗୌନ୍ତିଆପଡ଼ାର ନିତ୍ୟା ମେହେର, ବିଷ୍ଣୁ ଦେଓଙ୍କ ଘରେ କଫ୍‌ ସିରଫ୍‌ ରଖିଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଆଜି ବେଲପଡା ପୋଲିସ ଚଢ଼ାଉ କରି ୨୩୬ ବୋତଲ କଫ୍‌ ସିରଫ୍‌ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ବେଲପଡା ଥାନା କେସ୍‌ ନଂ ୧୨୦/୨୨ ୟୁ/ଏସ୍ ଦଫା ୨୭୨/୨୭୪/୨୭୫/୧୨୦ (ବି)ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ବୁଲୁ ମୁଣ୍ଡା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

one × 3 =