Daily Archives

ବଲାଙ୍ଗିର ଯାଦବ ସମାଜ ପକ୍ଷରୁ ୭୬ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନ ପରିସରରେ ଅମୃତ ମହୋତ୍ସବ ଅବସରରେ ୭୬ତମ ସ୍ୱାଧିନତା ଦିବସ ପାଳନ କରାଯାଇଛି । ମୁଖ୍ୟ ଅତିଥି ରୂପେ ପୂର୍ବତନ ଜିଲ୍ଲା ସଂପାଦକ ଡମନ ବଗର୍ତ୍ତି ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ପୌରାଞ୍ଚଳ ସଭାପତି ପଙ୍କଜ ସେଲମା, ଦୂତିବାହାନ ଚନ୍ଦନ,
Read More...

ଦେଓଗାଁ ବ୍ଲକ ଖେଳ ଶିକ୍ଷକ ସଂଘର ବାର୍ଷିକ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ଦେଓଗାଁ ବ୍ଲକ ଖେଳ ଶିକ୍ଷକ ସଂଘର ବାର୍ଷିକ ବୈଠକ ଅନୁ‌ଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦେଓଗାଁ ବିଇଓ ଗୋବର୍ଦ୍ଧନ ଭୋଇ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଖେଳ ନିରୀକ୍ଷକ ଅନ୍ତର୍ଯ୍ୟାମୀ ବିଶ୍ୱାଲ ଓ ସମ୍ମାନିତ ଅତିଥି ଭାବେ
Read More...

ମାହେଶ୍ୱରୀ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ୨୦୦ ମିଟର ଲମ୍ବା ସହନଶୀଳତା, ଏକତା ଓ ଅଖଣ୍ଡତାର ତ୍ରିରଙ୍ଗା ଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ୱାଧୀନତା ଦିବସ ଅବସରରେ ମାହେଶ୍ୱରୀ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ୨୦୦ ମିଟର ଲମ୍ବା ସହନଶୀଳତା, ଏକତା ଓ ଅଖଣ୍ଡତାର ତ୍ରିରଙ୍ଗା ଯାତ୍ରା ବଲାଙ୍ଗିରର ବିଭିନ୍ନ ଅନୁଷ୍ଠାନ ଓ ବଲାଙ୍ଗିରବାସୀ କୋଶଲ କଳା ମଣ୍ଡପଠାରୁ ବାହାରି ସମ୍ପୂର୍ଣ୍ଣ ସହରର ପରିକ୍ରମା
Read More...

ବିଭିନ୍ନ ସ୍ଥାନରେ ୭୬ତମ ସ୍ୱାଧୀନତା ଦିବସ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା' ସାହାଜି ଯୁବକ ସଂଘ କପିଲାଭଟା ପକ୍ଷରୁ ଶିବ ମନ୍ଦିର ପ୍ରାଙ୍ଗଣରେ ସ୍ୱାଧୀନତା ଦିବସ ପାଳିତ
Read More...

ଚୁଲିଫୁଙ୍କା ପଂଚାୟତରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଚୁଲିଫୁଙ୍କା ଗ୍ରାମ ପଂଚାୟତ ଆଗାମୀ ଦିନରେ ବ୍ଲକର ୧ ନମ୍ବର ପଂଚାୟତ ହେବ : ବିଡିଓ ବଙ୍ଗୋମୁଣ୍ଡା (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଂଚାୟତ କାର୍ଯ୍ୟାଳୟରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଇଛି । ଚଳିତ ବର୍ଷ ସ୍ୱାଧୀନତାର ୭୫ ବର୍ଷ
Read More...

ପାଟଣାଗଡ଼ ଭାରତ ମାତା କ୍ଲବରେ ଆଜାଦୀ କା ଅମୃତ ମହୋତ୍ସବ ଆନନ୍ଦ ଉଲ୍ଲାସରେ ପାଳିତ

ପାଟଣାଗଡ, (ସଦାଶିବ ସରାଫ) : ସ୍ଵାଧୀନତାର ୭୫ ବର୍ଷ ତଥା ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଭାରତମାତା କ୍ଲବ ପରିସରରେ ଅଗଷ୍ଟ ୧୫ ତାରିଖ ସନ୍ଧ୍ୟା ସମୟରେ ଅମୃତ ମହୋତ୍ସବ ଧୁମଧାମ୍‌ରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା
Read More...

୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ, (ପିଆଇବି) :ସ୍ୱାଧୀନତାର ୭୫ ବର୍ଷ ପୂରଣ ହେବା ଅବସରରେ ଦେଶବାସୀଙ୍କୁ ଅନେକ ଅନେକ ଶୁଭକାମନା । ଅନେକ ଅନେକ ଶୁଭେଚ୍ଛା । କେବଳ ଭାରତର ପ୍ରତ୍ୟେକ କୋଣରେ ନୁହେଁ, ବରଂ ବିଶ୍ୱର ପ୍ରତ୍ୟେକ କୋଣ ଅନୁକୋଣରେ ଆଜି କୌଣସି ନା କୌଣସି ପ୍ରକାରରେ ଭାରତୀୟମାନଙ୍କ ଦ୍ୱାରା କିମ୍ବା ଭାରତକୁ
Read More...

ନରସିଂହଙ୍କ ନୂତନ ବସ୍‌ ଟର୍ମିନାଲ ପରିଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ ବିକାଶର ଧାରା ଜାରି ରହିବ ବୋଲି ବିଧାୟକ ନରସିଂହ ମିଶ୍ର ନୂତନ ବସ୍‌ ଟର୍ମିନାଲକୁ ପରିଦର୍ଶନ କରି ମତପ୍ରକାଶ କରିଥିଲେ । ବସ୍‌ଷ୍ଟାଣ୍ଡ ପରିସରର ସ୍ୱଚ୍ଛତାକୁ ବଜାୟ ରଖିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ବିଧାୟକ ଶ୍ରୀ ମିଶ୍ର ବସ୍‌
Read More...

ରମ୍ଭା ବଣିକ ସଂଘର ୭୬ତମ ସ୍ୱାଧୀନତା ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭାବଜାର ବଣିକ ସଂଘ ତରଫରୁ ୭୬ତମ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଟି. କେଦାରନାଥ ସୁବୁଦ୍ଧିଙ୍କ ନେତୃତ୍ୱରେ ସମାଜସେବୀ ସୁବାଷଚନ୍ଦ୍ର ପଣ୍ଡା ଜାତୀୟ ପତକା ଉତ୍ତୋଳନ କରି ଜାତୀୟ ସଙ୍ଗୀତ ଗାନ କରିବା ସହ
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର ମଧ୍ୟରେ ବିଦ୍ୟାଳୟର ସଭାପତି ଉପେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ
Read More...