Daily Archives

ଆନ୍ତଃଜିଲ୍ଲା ମୋବାଇଲ ଟାୱାର ତାର ଚୋରି ଗ୍ୟାଙ୍ଗ ଧରାପଡିଲେ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅତାବିରା ପୋଲିସ ହାତରେ ଆନ୍ତଃଜିଲ୍ଲା ମୋବାଇଲ ଟାୱାର କେବୁଲ ତାର ଚୋର ଗ୍ୟାଙ୍ଗ ଧରାପଡ଼ିଥିବା ଜଣାପଡିଛି । ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ଏହି ଗ୍ୟାଙ୍ଗ ବିଭିନ୍ନ ମୋବାଇଲ ଟାୱାରରୁ ଲକ୍ଷ ଲକ୍ଷ ଟଙ୍କାର ତମ୍ବା ତାର ଚୋରି କରିଥିଲେ । ସୂଚନା ଅନୁସାରେ ଗତ
Read More...

ବନ୍ୟାରେ ଡେଲାଙ୍ଗ-କଣାସ ରାସ୍ତା ପାଲଟିଛି ମରଣଯନ୍ତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗରୁ କଣାସକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ଉପରୁ ବନ୍ୟାଜଳ କମିଯାଇଥିଲେ ମଧ୍ୟ ରାସ୍ତାସାରା ବଡ଼ ବଡ଼ ଖାଲ ସୃଷ୍ଟି ହେବା ସହ ଅନେକ ସ୍ଥାନରେ ରାସ୍ତାପାର୍ଶ୍ଵ ଧୋଇଯାଇଛି । ବିଶେଷ କରି ବଡ଼ ଆଂକୁଲା ଛକଠାରୁ କଲ୍ୟାଣପୁର ବଜାର ପର୍ଯ୍ୟନ୍ତ ରାସ୍ତା
Read More...

ଆଜାଦୀ କା ଅମୃତ ମହୋତ୍ସବ ପାଳିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ନୁନିଆପାଲି ଗ୍ରାମ ପଞ୍ଚାୟତର ପାଣ୍ଡେସରା ଗ୍ରାମ ଅଙ୍ଗନୱାଡି କେନ୍ଦ୍ରଠାରେ 'ଆଜାଦୀ କା ଅମୃତ ମହୋତ୍ସବ' ସ୍ଥାନୀୟ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ତରଫରୁ ପାଳିତ ହୋଇଯାଇଛି । ଏହି ଅବସରରେ ଗ୍ରାମର କିଶୋରୀମାନଙ୍କୁ ନେଇ ଆୟୋଜିତ
Read More...

ବଢିଲା ନଦୀରେ କାମ କରିବା ବଡ ଚ୍ୟାଲେଞ୍ଜ ଥିଲା- ରୁଦ୍ରପ୍ରତାପ

ଡେଲାଙ୍ଗ, କଣାସ ବ୍ଲକରେ ବିଦ୍ୟୁତ୍ ସରବରାହ ସ୍ଵାଭାବିକ ହେଲା ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଲଘୁଚାପଜନିତ ବର୍ଷା ପରେ ବନ୍ୟା ଯୋଗୁଁ ଉପକୂଳ ଓଡ଼ିଶାରେ ପ୍ରଳୟଙ୍କରୀ ବନ୍ୟା ହେବାରୁ ଡେଲାଙ୍ଗ ଓ କଣାସ ବ୍ଲକର ହଜାର ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ବେଡି ଉପରେ କୋରଡ଼ା ସଦୃଶ
Read More...

ବୋଲେରୋକୁ ପଛରୁ ପିଟିଲା ବୋଲେରୋ : ୯ ଆହତ, ୨ ଗୁରୁତର

ଆନନ୍ଦପୁର : ରାସ୍ତା କଡରେ ଛିଡା ହୋଇଥିବା ଏକ ବୋଲେରୋକୁ ଦୃତ ଗତିରେ ଆସୁଥିବା ଅନ୍ୟ ଏକ ବୋଲେରୋ ଧକ୍କା ଦେବାରୁ ୨ଜଣ ଗୁରୁତର ହୋଇଥିବା ବେଳେ ୭ଜଣ ଆହତ ହୋଇଛନ୍ତି । ଖବରପାଇ ଘସିପୁରା ପୋଲିସ୍ ପହଁଞ୍ଚି ସମସ୍ତ ଆହତଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଛନ୍ତି । ୨୦ ନଂ ଜାତୀୟ ରାଜପଥ
Read More...

ଗାଁରୁ ମହାମାରୀ ରୋଗ ଦୂର ପାଇଁ ଛେନା ପନା ପର୍ବ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଲୁହାସିହା ପଞ୍ଚାୟତ ବାହାଲଭଟଲି ଗ୍ରାମରେ ଛେନା ପନା ସହ ଗ୍ରାମ୍ୟ ଦେବାଦେବୀଙ୍କୁ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି । ପୂର୍ବ ପରମ୍ପରା ଅନୁଯାୟୀ ପଶ୍ଚିମାଞ୍ଚଳର ପ୍ରତ୍ୟେକ ଗାଁଗୁଡିକରେ କୋଦୋ ଯାତ୍ରା, ମାଡେନ ଯାତ୍ରା, ବିଶେଷ କରି
Read More...

ନଦୀରେ ଭାସି ଯୁବକ ନିଖୋଜ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ନଦୀରେ ଭାସିଯାଇ ଜଣେ ଯୁବକ ନିଖୋଜ ଥିବା ଜଣାପଡିଛି । ନିଖୋଜ ଯୁବକ ଜଣକ ବାଲିଗୁଡା ଥାନା ଇନ୍ଦୀରାଜ ଗ୍ରାମର ବେନ୍ଦି ମଳିକ ବୋଲି ଜଣାପଡିଛି । ସୂଚନା ଅନୁସାରେ ବାଲିଗୁଡା ଥାନା ବାନ୍ଦାପାଙ୍ଗା ନିକଟସ୍ଥ ଖଡ୍ଗ ନଦୀ ପାର ହେଉଥିବା ସମୟରେ
Read More...

କୀଟନାଶକ ଖାଇ ଚାଷୀଙ୍କ ଆତ୍ମହତ୍ୟା : ଋଣ ପାଇଁ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ

ବୋରିଗୁମ୍ମା : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବିସିଂହପୁର ଥାନା ନକୁଳଗୁଡା ଗ୍ରାମରେ କୀଟନାଶକ ଖାଇ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ଚାଷୀ ଜଣକ ହେଉଛନ୍ତି ନକୁଳଗୁଡା ଗ୍ରାମର ଡୁମର ହରିଜନ (୬୦) । ସେ ଜମିରେ ପକାଇବା କୀଟନାଶକ ଖାଇ ରବିବାର ଗୁରୁତର ହୋଇ ପଡିଥିଲେ ।
Read More...

ଟାଙ୍ଗିଆରେ ହାଣି ଜଣକୁ ହତ୍ୟା ଅଭିଯୋଗରେ ପରିବାରର ୫ ଜଣ ଅଟକ

ଦେବଗଡ : ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ କାଲକାଠ ଗ୍ରାମ କିଶାନ ସାହିରେ ଜଣେ ବ୍ୟକ୍ତିଙ୍କୁ କେହି ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଜଣଙ୍କ ହେଲେ କାଲକାଠ ଗ୍ରାମ କିଶାନ ସାହିର ହୃଦାନନ୍ଦ କିଶାନ । ମୃତ ହୃଦାନନ୍ଦଙ୍କ ମୃତଦେହ ତାଙ୍କର ଅର୍ଦ୍ଧନିର୍ମିତ ଘର ମଧ୍ୟରେ
Read More...

ମୃତକଙ୍କ ପରିବାରକୁ ପ୍ରଶାସନିକ ସହାୟତା ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସହରର ବରିଷ୍ଠ ସାମ୍ବାଦିକ ବଡ ଶତପଥୀ ପାଇକମାଲ ବିଡ଼ିଓ ଦେବାଶିଷ ସିହ୍ନାଙ୍କ ନିକଟକୁ ଯାଇ ଜର୍ଜଗଡ଼ ଗ୍ରାମର ଜଣେ ଗରିବ ଯୁବକ କୀର୍ତ୍ତନ ଚନ୍ଦନଙ୍କର ମୃତ୍ୟୁ ଖବର ଜଣାଇବା ସହିତ ମୃତକଙ୍କର ପରିବାରକୁ ତୁରନ୍ତ କିଛି ସହାୟତା ଯୋଗାଇ ଦେବା ପାଇଁ
Read More...