Daily Archives

ଦୁଇ ଜଣ କୁଖ୍ୟାତ ଡକାୟତଙ୍କୁ ଧରିବାରେ ସଫଳ ହେଲେ ସଦର ଥାନା ପୋଲିସ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବହୁ ଅପରାଧରେ ଜଡ଼ିତ ଦୁଇ ଜଣ କୁଖ୍ୟାତ ଡକାୟତଙ୍କୁ ଧରିବାରେ ସଫଳ ହେଲେ ସଦର ଥାନା ପୋଲିସ । ସେମାନଙ୍କ ଠାରୁ ନଗଦ ୪ ହଜାର ୭ଶହ ଟଙ୍କା ଓ ଏକ ମୋଟର ସାଇକେଲ ଜବତ କରିଛନ୍ତି । ଏ ସଂପର୍କରେ ସମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ ବରଗଡ଼ ଅତିରିକ୍ତ ଏସ୍‌ପି
Read More...

ଜିଲ୍ଲା କଂଗ୍ରେସର ଗୌରବମୟ ପଦଯାତ୍ରା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ୱାଧୀନତାର ୭୫ ବର୍ଷ, ଉପଲକ୍ଷେ ଗୌରବମୟ ପଦଯାତ୍ରା ବରଗଡ଼ ଜିଲ୍ଲା କଂଗ୍ରେସ କମିଟିର ସଭାପତି ନିହାର ରଞ୍ଜନ ମହାନନ୍ଦଙ୍କ ସଭାପତିତ୍ୱରେ ଆଜି ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀର ଆୟୋଜିତ ହୋଇଯାଇଛି । କଂଗ୍ରେସ ବିଧାୟକ ପ୍ରାର୍ଥୀ ସରୋଜ ମହାପାତ୍ରଙ୍କ
Read More...

ଅଜନ୍ତା ସର୍କସ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଦୀର୍ଘ ବର୍ଷ ପରେ ରାଉରକେଲାର ସେକ୍ଟର ୧୩ ପଡିଆଠାରେ ପ୍ରସିଦ୍ଧ ଅଜନ୍ତା ସର୍କସ ଉଦ୍‌ଘାଟିତ ହୋଇଯାଇଛି । ଆରଏସପି ସହର ସେବା ପ୍ରଶାସନର ମୁଖ୍ୟ ମହାପ୍ରବନ୍ଧକ ଅଜୟ କୁମାର ନାୟକ ଏହାକୁ ଉଦ୍‌ଘାଟନ କରିଥିବା ବେଳେ ସହର ସେବାର ଭାରପ୍ରାପ୍ତ ମହାପ୍ରବନ୍ଧକ
Read More...

ବରିକେଲରେ ଭବିଷ୍ୟତ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ବରିକେଲ ଗ୍ରାମ ପଞ୍ଚାୟତର ଲାଳାଜୀ ଗୋପାଳଜୀ ସଂସ୍କୃତ ବିଦ୍ୟାଳୟରେ ଭବିଷ୍ୟତ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ଏକ ସଭାରେ ଅବସରପ୍ରାପ୍ତ ଶିକ୍ଷକ କୃଷ୍ଣଚନ୍ଦ୍ର ସାହୁ ସଭାପତିତ୍ୱ
Read More...

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟର ଛାତ୍ରୀଙ୍କ ସଫଳତା

ବରପାଲି, (ସତ୍ୟ ନାରାୟଣ ପ୍ରଧାନ) : ସମ୍ବଲପୁର ବିଶ୍ଵବିଦ୍ୟାଳୟ ସ୍ନାତକ ପରୀକ୍ଷାରେ ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟର ଶତ ପ୍ରତିଶତ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏ ଅବସରରେ ଏକ ସମ୍ବର୍ଦ୍ଧନ ଉତ୍ସବ ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ସଜନା ଚାରା ପ୍ରସ୍ତୁତ ଓ ପରବର୍ତ୍ତୀ ଯତ୍ନ ସମ୍ପର୍କିତ ତାଲିମ ଶିବିର ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ସହକାରୀ କୃଷି ଉଦ୍ୟାନ ନିର୍ଦ୍ଦେଶକଙ୍କ ଆନ୍ୟୁକୂଲ୍ୟରେ ପାଟଣାଗଡ଼ ଉପଖଣ୍ଡର ପାଟଣାଗଡ଼, ବେଲପଡା ଓ ଖପ୍ରାଖୋଲ ବ୍ଲକର ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ସଭ୍ୟାମାନଙ୍କୁ ନେଇ ସଜନା ଚାରା ପ୍ରସ୍ତୁତ ଏବଂ ପରବର୍ତ୍ତୀ ଯତ୍ନ ସମ୍ପର୍କିତ ଏକ ପ୍ରଶିକ୍ଷଣ
Read More...

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ୧୮୯ ବାଟାଲିୟନ କମାଣ୍ଡେଣ୍ଟ ପୱନ କୁମାର ତିୱାରୀଙ୍କ ମାର୍ଗଦର୍ଶନ ଅନୁଯାୟୀ ବଲାଙ୍ଗିର ଇ/୧୮୯ ଦ୍ୱାରା ସହ କମାଣ୍ଡେଣ୍ଟ ସୁରେନ୍ଦ୍ର କୁମାରଙ୍କ ନେତୃତ୍ୱରେ ଜଗଦଳପୁର ଗ୍ରାମରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜଗଦଳପୁର
Read More...

ଶିରିଡି ଶ୍ରୀସାଇ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ

ରାଉରକେଲା, (ସସ୍ମିତା ପ୍ରଧାନ) : ଶିରିଡି ଶ୍ରୀସାଇ ଆଶ୍ରିତ ଟ୍ରଷ୍ଟ ପକ୍ଷରୁ ସେକ୍ଟର ୮ ଠାରେ ଶ୍ରୀସାଇ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ହରିହର ରାଉତରାୟଙ୍କ ଆବାହକତ୍ୱରେ ଆୟୋଜିତ ଏକ ନିରାଡମ୍ବର ଉତ୍ସବରେ ରାଉରକେଲା ଦୀପିକା ମହିଳା ସଂହତିର
Read More...

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଡିଇଓଙ୍କ ଆନ୍ଦୋଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ରେଜିଷ୍ଟ୍ରେସନ ବିଭାଗର ଡାଟା ଏଣ୍ଟ୍ରି ଅପରେଟର୍‌ମାନେ ଆଜି ଆନ୍ଦୋଳନରେ ବସିଥିବା ଜଣାପଡିଛି । ଫଳରେ ରୋଗୀ ସେବା ଠପ୍‌ ହୋଇଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଏହି ଡାକ୍ତରଖାନାକୁ ପାଖାପାଖି
Read More...

ରମ୍ଭା ଶାଖା ପ୍ରଜାପିତା ବ୍ରହ୍ମକୁମାରୀର ପବିତ୍ର ରକ୍ଷା ବନ୍ଧନ ଉତ୍ସବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସ୍ଥାନୀୟ ଦଳବେହେରା କଲ୍ୟାଣ ମଣ୍ଡପ ପରିସରରେ ରମ୍ଭା ଶାଖା ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଥମେ ଭାରତର ନବ ନିଯୁକ୍ତ ଓଡିଶା ନିବାସୀ ସ୍ୱପରିବାର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସର୍ବ ସମ୍ମତି କ୍ରମେ
Read More...