Daily Archives

ହର ଘର ତ୍ରିରଙ୍ଗା

ନୂଆଦିଲ୍ଲୀ, (ପିଆଇବି) : ଡାକଘର ପକ୍ଷରୁ ଜାତୀୟ ପତାକା ଗୋଟିକୁ ୨୫ଟଙ୍କା ହିସାବରେ ବିକ୍ରି କରାଯାଉଛି । ଏହି ପତାକାଗୁଡିକୁ କୌଣସି ଦେୟ ବିନା ଘରେ ପହଞ୍ଚାଯାଉଛି । ଇ-ଡାକଘର ପୋର୍ଟାଲ ଜରିଆରେ ମଧ୍ୟ ନାଗରିକମାନେ ଜାତୀୟ ପତାକା ଅନ୍ଲାଇନରେ କିଣିପାରିବେ । ଠିକ୍ ସମୟରେ ପତାକା ପହଞ୍ଚାଇବା
Read More...

ରାଜ୍ୟ ସରକାରମାନଙ୍କୁ ଦୁଇଟି କିସ୍ତିରେ ୧,୧୬,୬୬୫.୭୫ କୋଟି ଟଙ୍କାର ଟିକସ ହସ୍ତାନ୍ତର କଲେ କେନ୍ଦ୍ର ସରକାର

• ସ୍ୱାଭାବିକ ମାସିକ ଟିକସ ହସ୍ତାନ୍ତର ପରିମାଣ ୫୮,୩୩୨.୮୬ କୋଟି ଟଙ୍କା ତୁଳନାରେ ରାଜ୍ୟମାନଙ୍କୁ ମିଳିଲା ଅଧିକ ଅର୍ଥରାଶି• ଓଡ଼ିଶା ପାଇଲା ୫,୨୮୨.୮୬ କୋଟି ଟଙ୍କାର ଟିକସ ଭାଗ ଭୁବନେଶ୍ୱର, (ପିଆଇବି) : ରାଜ୍ୟ ସରକାରମାନଙ୍କୁ ଟିକସ ହସ୍ତାନ୍ତର (ଡିଭୋଲ୍ୟୁସନ)ର ଦୁଇଟି କିସ୍ତି ଜାରି
Read More...

ପ୍ରତ୍ୟେକ ଶୁକ୍ରବାର ଦିନ ହସ୍ତତନ୍ତ ଲୁଗା ପିନ୍ଧିବା ପାଇଁ ନିର୍ଦ୍ଦେଶ ଦେଲେ ପ୍ରିନ୍ସିପାଲ ସେକ୍ଟ୍ରେଟାରୀ ଡ. ଅରବିନ୍ଦ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶାର ଐତିହ ସମ୍ପନ୍ନ ହସ୍ତତନ୍ତ ପ୍ରୋତ୍ସାହନ ତଥା ଅଗଣିତ ବୁଣାକାର ଭାଇ ଓ ଭଉଣୀମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ପ୍ରତ୍ୟେକ ଶୁକ୍ରବାର ଦିନ ହସ୍ତତନ୍ତ ଲୁଗା ପିନ୍ଧିବା ପାଇଁ
Read More...

ମହିଳା ମହାବିଦ୍ୟାଳୟରେ ଅଙ୍ଗଦାନ ମହତ ଦାନ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ମାରୱାଡ଼ି ମହିଳା ସମିତି ଓ ମୋ କଲେଜ ଅଭିଯାନ ତରଫରୁ ମହିଳା ସ୍ନାତକ ମହାବିଦ୍ୟାଳୟରେ ଅଙ୍ଗଦାନ ମହତ ଦାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତଙ୍କ ସଭାପତିତ୍ୱରେ
Read More...

କେନ୍ଦ୍ର ସରକାରଙ୍କ ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରରେ କଂଗ୍ରେସ ଦଳ ପକ୍ଷରୁ ସ୍ୱାଧୀନତାର ଗୌରବ ପଦଯାତ୍ରା

ପାଟଣାଗଡ଼, (ଗୋରେଖ ନାଥ ବରିହା) : ଆଜି ବର୍ଥଲା ପଞ୍ଚାୟତ ଅନ୍ତଗତ ବଞ୍ଜାରି ମହିମା ଆଶ୍ରମଠାରୁ ଶତାଧିକ କଂଗ୍ରେସ କର୍ମୀ କେନ୍ଦ୍ର ସରକାରଙ୍କ ଅହେତୁକ ଦରଦାମ ବୃଦ୍ଧି କୁନେଇ, ବେକାରୀ ସମସ୍ୟା, ଚୁକ୍ତିଭିତ୍ତିକ ଚାକିରି, ଡିଜେଲ ପେଟ୍ରୋଲ, ଅତ୍ୟାବଶକ ସାମଗ୍ରୀ, ଚୁଡା ମୁଢିରେ ଜିଏସ୍‌ଟି
Read More...

ପିଇବା ପାଣି ସମସ୍ୟାର ସମାଧାନ ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରରେ ପିଇବା ପାଣିର ସମସ୍ୟା ଦୀର୍ଘ ଦିନର । ଗତ ଖରା ଦିନରେ ଏହା ଅସହ୍ୟ ହୋଇଥିଲା । ଏମିତି ପରିସ୍ଥିତି କେବେ ଦେଖିନଥିଲୁ ବୋଲି ପଦ୍ମପୁରବାସୀ କହିଛନ୍ତି । ପଦ୍ମପୁରବାସୀଙ୍କ କହିବା ଅନୁସାରେ ସାମୟିକ ସମାଧାନ ପାଇଁ ସ୍ଥାନୀୟ ବିଭାଗମାନଙ୍କ
Read More...

‘ସୁକୁନ’ ଜନ କଲ୍ୟାଣମୂଳକ ଅଭିଯାନ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଦାନ୍ୟତା ବ୍ୟକ୍ତିତ୍ୱକୁ ଆହୁରି ଆକର୍ଷଣୀୟ କରି ଗଢି ତୋଳି ଥାଏ । ସରଳ, ନିସ୍ଵ, ଅସହାୟ ଲୋକ ପାଇଁ କ୍ଷୁଦ୍ର ସହାୟତା ମଧ୍ୟ ଆତ୍ମତୃପ୍ତିର କାରଣ ହୋଇଥାଏ । ଏହିପରି ଏକ ଅଭିନବ ଓ ଭିନ୍ନ ପଦକ୍ଷେପ ସ୍ୱରୂପ ସେଞ୍ଚୁରିଅନ ପବ୍ଲିକ ସ୍କୁଲ, ଦିଲ୍ଲୀ ପବ୍ଲିକ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ବେନ୍ଦ୍ରା ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର ବ୍ଲକ ମାୟାବର୍ହା ଗ୍ରା.ପ.ରୁ ୧ ଜଣ, ବାରପୁଡୁଗିଆ ଗ୍ରା.ପ.ରୁ ୨ ଜଣ,
Read More...

ଲିପ୍‌ସାମୟୀ ଦୁବେଙ୍କୁ କଳାହାଣ୍ଡି ଯୁବ ପ୍ରତିଭା ସମ୍ମାନ

ଲୋକନାଟକରେ ଶୈଳେନ୍ଦ୍ର ଆଚାର୍ଯ୍ୟ, ଲଳିତକଳାରେ ପୃଥ୍ଵୀରାଜ ସିଂଦେଓ ମ.ରାମପୁର, (ହେମନ୍ତ ସାହୁ) : ରାଜ୍ୟର ଅଗ୍ରଣୀ ସଂସ୍ଥା ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହେବାକୁ ଥିବା ମହାବୀର ମହୋତ୍ସବ ଅବସରରେ ସମ୍ମାନିତ ହେବେ ମଦନପୁର ରାମପୁରର ତିନି ପ୍ରତିଭା । ଯୁବ
Read More...

ବୌଦ୍ଧରେ କଂଗ୍ରେସ ପକ୍ଷରୁ ସ୍ୱାଧୀନତାର ଗୌରବ ଯାତ୍ରା

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ମଙ୍ଗଳବାର ଦିନ କ୍ରାନ୍ତି ଦିବସଠାରୁ ସ୍ୱାଧୀନତାର ଗୌରବ ଯାତ୍ରା ଆରମ୍ଭ ହୋଇଛି । ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଦଳ ପକ୍ଷରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା । ବୌଦ୍ଧ ସହର ସ୍ଥିତ ହାତୀଶାଳ
Read More...