pakka

ପ୍ରତ୍ୟେକ ଶୁକ୍ରବାର ଦିନ ହସ୍ତତନ୍ତ ଲୁଗା ପିନ୍ଧିବା ପାଇଁ ନିର୍ଦ୍ଦେଶ ଦେଲେ ପ୍ରିନ୍ସିପାଲ ସେକ୍ଟ୍ରେଟାରୀ ଡ. ଅରବିନ୍ଦ କୁମାର ପାଢୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶାର ଐତିହ ସମ୍ପନ୍ନ ହସ୍ତତନ୍ତ ପ୍ରୋତ୍ସାହନ ତଥା ଅଗଣିତ ବୁଣାକାର ଭାଇ ଓ ଭଉଣୀମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ପ୍ରତ୍ୟେକ ଶୁକ୍ରବାର ଦିନ ହସ୍ତତନ୍ତ ଲୁଗା ପିନ୍ଧିବା ପାଇଁ କୃଷି ଓ କୃଷକ ବିଭାଗର ପ୍ରିନ୍ସିପାଲ ସେକ୍ଟ୍ରେଟାରୀ ଡ. ଅରବିନ୍ଦ କୁମାର ପାଢୀ ନିର୍ଦ୍ଦେଶ ଦେଇଛନ୍ତି ।

jay balangir
Leave A Reply

Your email address will not be published.

3 × four =