pakka

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ବେନ୍ଦ୍ରା ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର ବ୍ଲକ ମାୟାବର୍ହା ଗ୍ରା.ପ.ରୁ ୧ ଜଣ, ବାରପୁଡୁଗିଆ ଗ୍ରା.ପ.ରୁ ୨ ଜଣ, ଖୁଣ୍ଟପାଲି ଗ୍ରା.ପ.ରୁ ୨ ଜଣ, ଭୁନ୍ଦିମୁହାନ ଗ୍ରା.ପ.ରୁ ଜଣେ, ଭୁତିଆରବାହାଲ ଗ୍ରା.ପ.ରୁ ୨ ଜଣ, ମନହୀରା ଗ୍ରା.ପ.ରୁ ୧ ଜଣ, ସକମା ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ ୨୧ରୁ ୨ ଜଣ, ୱାର୍ଡ ନଂ ୧୮ରୁ ୧ ଜଣ, ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ଗ୍ରା.ପ.ରୁ ୧ ଜଣ, ଦେଓଗାଁ ବ୍ଲକ ଡୁମେରପିଟା ଗ୍ରା.ପ.ରୁ ୧ ଜଣ, ଜରାସିଂହା ଗ୍ରା.ପ.ରୁ ୨ ଜଣ, ହାତୀସରା ଗ୍ରା.ପ.ରୁ ୧ ଜଣ, କୁତୁର୍ଲା ଗ୍ରା.ପ.ରୁ ୧ ଜଣ, ଉଡାର ଗ୍ରା.ପ.ରୁ ୨ ଜଣ, ଦେଓଗାଁ ଗ୍ରା.ପ.ରୁ ୨ ଜଣ, ଉପରଝର ଗ୍ରା.ପ.ରୁ ୧ ଜଣ, ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ଗ୍ରା.ପ.ରୁ ୩ ଜଣ, ସାହାଜପାନି ଗ୍ରା.ପ.ରୁ ୧ ଜଣ, ଲୋଇସିଂହା ବ୍ଲକ ବୁରୋମୁଣ୍ଡା ଗ୍ରା.ପ.ରୁ ୧ ଜଣ, ଉପରବାହାଲ ଗ୍ରା.ପ.ରୁ ୧ ଜଣ, ଲୋଇସିଂହା ଗ୍ରା.ପ.ରୁ ୩ ଜଣ, ମୁରିବାହାଲ ବ୍ଲକ ତେନ୍ତୁଳିଖୁଣ୍ଟି ଗ୍ରା.ପ.ରୁ ୧ ଜଣ, ପାଟଣାଗଡ ବ୍ଲକ ଲରମ୍ଭା ଗ୍ରା.ପ.ରୁ ୧ ଜଣ, ସଇଁତଲା ବ୍ଲକ ସଇଁତଲା ଗ୍ରା.ପ.ରୁ ୧ ଜଣ, କନ୍ଧକେଲଗାଁ ଗ୍ରା.ପ.ରୁ ୧ ଜଣ, ଡୁଙ୍ଗୁରିପାଲି ଗ୍ରା.ପ.ରୁ ୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

two × 1 =