Daily Archives

ସେପ୍ଟେମ୍ବର ୧୮ ତାରିଖ ‘ଓସାକା’ ହାଇଦ୍ରାବାଦର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ମଂଚରେ ପାଳିତ ହେବ

ହାଇଦ୍ରାବାଦ : ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କ ଅଗ୍ରଣୀ ସଂଗଠନ 'ଓସାକା' ପକ୍ଷରୁ ଚଳିତ ବର୍ଷ ନୂଆଁଖାଇ ଭେଟ୍‌ଘାଟ୍‌ କରୋନା କାଳ ପୂର୍ବ ବର୍ଷ ଭଳି ମଂଚରେ ପାଳନ କରିବାକୁ ସ୍ଥିରିକୃତ ହୋଇଛି । ରବିବାର ଦିନ ଆୟୋଜିତ ନୂଆଁଖାଇ ପ୍ରସ୍ତୁତି ବୈଠକରେ 'ଓସାକା'ର ଶତାଧିକ
Read More...

କୁରଲୁବାହାଲ ଗ୍ରାମ୍ୟ ଜଙ୍ଗଲରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଓ ବନ୍ଧୁମିଳନ/କର୍ମୀ ସମ୍ମିଳନୀ

ବଙ୍ଗୋମୁଣ୍ଡା/ମୁରିବାହାଲ, (ଅର୍ଜୁନ କୁମାର ହଂସ) : ଓଡିଶାର ଅପ୍ରତିଦ୍ୱନ୍ଦି, ଅଦ୍ଵିତୀୟ ଏକମାତ୍ର ନିରପେକ୍ଷ ରାଜନୈତିକ ଦଳ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ମୁରିବାହାଲ ବିଜେଡ଼ି ତରଫରୁ ଆଜି ରବିବାର ଦିନ ପୂର୍ବତନ ବ୍ଲକ ଅଧ୍ୟକ୍ଷ, ବିଜେଡ଼ି ବରିଷ୍ଠ ନେତା ତଥା ବିଜେଡ଼ି ରାଜ୍ୟ
Read More...

ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଶ୍ରାଦ୍ଧ ସମାରୋହ : ପୂଜ୍ୟପୂଜା ସେବା ସଂଗଠନର ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୂଜ୍ୟପୂଜା ସେବା ସଂଗଠନର ସପ୍ତଦଶତମ ପ୍ରତିଷ୍ଠା ଦିବସ ଏବଂ ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ୨୭ତମ ଶ୍ରାଦ୍ଧ ସମାରୋହ କସ୍ତୁରୀ ରଥଙ୍କ ଅଧ୍ୟକ୍ଷତାରେ ପତିତପାବନ ଏକାଡେମୀର ସଭାଗୃହରେ ପାଳିତ ହୋଇଯାଇଛି । ଏହି
Read More...

ମାସିକ ରଚନା ସଂଧ୍ୟା ଅନୁଷ୍ଠିତ : ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁଙ୍କ ସହିତ ଅନ୍ତରଙ୍ଗ ଆଳାପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପିପି ଏକାଡେମୀ ସଭା କକ୍ଷରେ ମାସିକ ରଚନା ସଂଧ୍ୟା ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁଙ୍କ ସହିତ ଅନ୍ତରଙ୍ଗ ଆଳାପରେ ଅଂଶଗ୍ରହଣ କରିଥିଲେ କବି ଆନଂଦ ଚଂଦ୍ର ସାହୁ । ରଚନାର ସଭାପତି ସନାତନ ଠାକୁରଙ୍କ
Read More...

ଦିବଂଗତ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ଉଦ୍ଧେଶ୍ୟରେ ସ୍ମୃତିସଭା ଆୟୋଜିତ

ସାମ୍ବାଦିକ ଜଗତର ଭୀଷ୍ମପିତାମହ ଥିଲେ ସତ୍ୟନାରାୟଣ - ନରସିଂହ ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିବଂଗତ ସାମ୍ବାଦିକ ସତ୍ୟନାରାୟଣ ବେହେରା ସାମ୍ବାଦିକଜଗତର ଭୀଷ୍ମପିତାମହ ଥିଲେ ବୋଲି ରବିବାର ଅପରାହ୍ନରେ ସ୍ଥାନୀୟ ପିପି ଏକାଡେମୀଠାରେ ସତ୍ୟନାରାୟଣ ବେହେରାଙ୍କ ସ୍ମୃତି କମିଟି ପକ୍ଷରୁ
Read More...

ବରଗଡ ମା’ ସମଲେଇଙ୍କ ପୀଠରେ ନବାନ୍ନ ଲଗ୍ନ ନିର୍ଦ୍ଧାରିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଗ୍ରାମ ଦେବୀ ମା' ସମଲେଇଙ୍କ ପୀଠରେ ୩୧ ତାରିଖ ନିଶାର୍ଦ୍ଧ ପରେ ୧ ତାରିଖ ପାହାନ୍ତିଆ ପୂର୍ବରୁ ଲାଗିବ ନବାନ୍ନ । ସେହିପରି ସେପ୍ଟେମ୍ବର ୧ ତାରିଖ ଭାଦ୍ରବ ଶୁକ୍ଳ ଋଷି ପଞ୍ଚମୀ ସିଂହ ୧୬ ଦିନ ସ୍ଵାତୀ ନକ୍ଷତ୍ରେ ତୁଳ ଚନ୍ଦ୍ରେ, ତୁଳ (ଚର) ଲଗ୍ନେ
Read More...

ପରଳ ଚକ୍ଷୁ ଚିକିତ୍ସା ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ୩ ନମ୍ବର ୱାର୍ଡ଼ ଦୁର୍ଗାଦେବୀ ସାହିର ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ କାର୍ଯ୍ୟାଳୟଠାରେ ଏକ ନିଶୁକ୍ଳ ଗ୍ଲୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ଗଞ୍ଜାମ
Read More...

ନୃସିଂହନାଥରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ବରଗଡ ଜିଲ୍ଲା ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ନୂଆଁଖାଇ ଲଗ୍ନ ଧାର୍ଯ୍ୟ ହୋଇଛି । ମନ୍ଦିରର କୂଳ ପୁରୋହିତ ସୁନୀଲ କୁମାର ପୁରୋହିତଙ୍କ ଦ୍ୱାରା ଲଗ୍ନ ସ୍ଥିର ହୋଇଛି । ଆସନ୍ତା ୧ ତାରିଖ ଗୁରୁବାର ଦିନ ଅମୃତ
Read More...

ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ଆଇନ ସାକ୍ଷରତା ମହୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଳା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟାଧିଶ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲା ସମେତ ଜିଲ୍ଲାରେ ଥିବା ୧୮ଟି ଜିଲ୍ଲା ଆଇନ ସାକ୍ଷରତା ସଂଘର ସଦସ୍ୟ ଓ ସଦସ୍ୟାମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ଆଇନ
Read More...

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଙ୍ଗ ହ୍ୟୁମାନ ମହିଳା ଶାଖାର ଉପଦେଷ୍ଟା ତଥା ପୌରାଧ୍ୟକ୍ଷା ଲିକା
Read More...