pakka

ନୃସିଂହନାଥରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ବରଗଡ ଜିଲ୍ଲା ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ନୂଆଁଖାଇ ଲଗ୍ନ ଧାର୍ଯ୍ୟ ହୋଇଛି । ମନ୍ଦିରର କୂଳ ପୁରୋହିତ ସୁନୀଲ କୁମାର ପୁରୋହିତଙ୍କ ଦ୍ୱାରା ଲଗ୍ନ ସ୍ଥିର ହୋଇଛି । ଆସନ୍ତା ୧ ତାରିଖ ଗୁରୁବାର ଦିନ ଅମୃତ ବେଳା ସକାଳ ୧୧ଟା ୪୦ ମିନିଟ ୨୮ ସେକେଣ୍ଡଠାରୁ ୧୧ ଟା ୫୫ ମିନିଟ ୩୦ ସେକେଣ୍ଡ ମଧ୍ୟରେ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁ ଓ ପାର୍ଶ୍ବର ଦେବା ଦେବୀଙ୍କଠାରେ ନବାନ୍ନ ଲାଗିବ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

18 + 14 =

error: Content is protected !!