Daily Archives

ଘର ନିର୍ମାଣ ନକରି ବ୍ଲକରୁ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ଆଣିଲେ ଖଟିଖିଆ ସଂଘ ସଭାପତି ଭୋଜରାଜ ବାଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୦୨୨ ସୁଦ୍ଧା ଦେଶରେ ଗୋଟିଏ ମଧ୍ୟ କଚା ଘର ରହିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ସହ ପ୍ରତ୍ୟେକ ରାଜ୍ୟକୁ ଯୋଗ୍ୟ ହିତାଧିକାରୀଙ୍କ ଘର ନିର୍ମାଣ ପାଇଁ ହଜାର ହଜାର କୋଟି ଟଙ୍କାର ଅନୁଦାନ କେନ୍ଦ୍ର ସରକାର ଯୋଗାଇ ଦେଇଥିଲେ ।
Read More...

ବିଷ୍ଣୁମୁଣ୍ଡା-ପୁଇଁତଲା ରାସ୍ତାରେ ଲୁଟ୍‌ପାଟ୍‌ ଆକ୍ରମଣ ହେଉଥିବା ଅଭିଯୋଗରେ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଲଖାପାଲି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ଲଖାପାଲି ଗ୍ରାମବାସୀ ବିଷ୍ଣୁମୁଣ୍ଡା-ପୁଇଁତଲା ରାସ୍ତାରେ ଲୁଟ୍‌ପାଟ୍‌ ଆକ୍ରମଣ ହେଉଥିବା ଅଭିଯୋଗରେ ଆଜି ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗ୍ରାମାବସୀଙ୍କ ଅଭିଯୋଗ ଅନୁଯାୟୀ ବିଷ୍ଣୁମୁଣ୍ଡା-ପୁଇଁତଲା
Read More...

ଡୁମାଲ ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଡୁମାଲ ପରିଷଦ ଓଡିଶା ପକ୍ଷରୁ ଏକ ସମ୍ବର୍ଦ୍ଧନା ତଥା ସାଧାରଣ ସଭା ସ୍ଥାନୀୟ ଯାଦବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ସଞ୍ଜୟ ମହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବଲାଙ୍ଗିର ପୌରାଞ୍ଚଳର ପୌରାଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି,
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ଆଗଲପୁର ଗ୍ରା.ପ.ରୁ ୨ ଜଣ, ବଲାଙ୍ଗିର ବ୍ଲକ ମାୟାବର୍ହା ଗ୍ରା.ପ.ରୁ ୧ ଜଣ, ଚୁଡାପାଲି ଗ୍ରା.ପ.ରୁ ୨ ଜଣ,
Read More...

ଷଷ୍ଠ ଦିନରେ ରାସ୍ତାରୋକ : ଚାଷୀମାନଙ୍କ ସହ ଆଲୋଚନା କଲେ ରାଜ୍ୟ ଯୁବ ବିଜେଡି ସମ୍ପାଦକ

ବଙ୍ଗୋମୁଣ୍ଡା/ମୁରିବାହାଲ, (ଅର୍ଜୁନ କୁମାର ହଂସ) : ୨୦୨୧ ମସିହାର ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ଚାଷୀମାନେ ପାଇଁ ନଥିବାରୁ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ଲେବଡା, ହଳଦୀ ଓ ବାଂକେଲ ପଂଚାୟତର ଚାଷୀମାନଙ୍କ ପକ୍ଷରୁ ଗୋପାଳପୁର-ରାୟପୁର ଜାତୀୟ ରାଜପଥ ହଳଦୀଠାରେ ଚାଲିଥିବା
Read More...

ରାମବଡମାଲରେ ସର୍ବ ଭାରତୀୟ ବିଞ୍ଝାଲ ସମାଜର ସମାବେଶ

ବିଞ୍ଝାଲ ସମାଜର ସାମଗ୍ରିକ ଉନ୍ନତି ପାଇଁ ଶିକ୍ଷା ହିଁ ଆବଶ୍ୟକ : ଶିକ୍ଷାବିତ୍ ଶଙ୍କର ପ୍ରସାଦ ମାଝୀ ଯୁଯୁମୁରା, (ଗୋରେଖନାଥ ବରିହା) : ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ କୟାକୁଦ ପଞ୍ଚାୟତ ରାମବଡମାଲ ଗ୍ରାମ ଲକ୍ଷ୍ମୀ ମଣ୍ଡପଠାରେ ସର୍ବ ଭାରତୀୟ ବିଞ୍ଝାଲ ସମାଜର ଏକ ସାମାଜିକ ସଚେତନତା
Read More...

ଗଙ୍ଗାଧର ଶିଶୁ ସାହିତ୍ୟ ସମ୍ମାନ ସମାରୋହ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଶିଶୁ ହସିଲେ ଦେଶ ହସିବ । ଶିଶୁମାନଙ୍କ ବିକାଶରେ ଦେଶ ଓ ଜାତିର ବିକାଶ ନିର୍ଭର କରେ । ତେଣୁ ସମାଜର ସବୁ ଶ୍ରେଣୀର ବ୍ୟକ୍ତି ବିଶେଷ ଶିଶୁମାନଙ୍କ ବିକାଶ କଥା ଚିନ୍ତା କରିବା ଉଚିତ୍‌ ବୋଲି ଗଙ୍ଗାଧର ଶିଶୁ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସଂସଦର ପ୍ରଥମ
Read More...

ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ ବରଗାଁ କଲ୍ୟାଣ ମଣ୍ଡପଠାରେ ଓଡିଶା ମୋ ପରିବାର ପକ୍ଷରୁ ଏକ ରକ୍ତଦାନ ଶିବିର ଆଜି ଆୟୋଜିତ ହୋଇଯାଇଛି । ବିଧାୟକ ଦେବେଶ ଆଚାର୍ଯ୍ୟ ଓ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ପୁଷ୍ପା ଭୋଇ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ
Read More...

ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଆଜି ଉଦ୍‌ଯାପିତ ହୋଇଯାଇଛି । ଦ୍ୱାଦଶ କୁମାର ପଧାନ ସଂକୁଳ ପ୍ରମୁଖ ଦୀପ ପ୍ରଜ୍ୱଳନ ପୂର୍ବକ ପୁଷ୍ପାର୍ଚ୍ଚନା କରି କୃତି ଭାଇ ଭଉଣୀମାନଙ୍କୁ ପୁରସ୍କୃତ କରି ମାର୍ଗଦର୍ଶନ
Read More...

ନାଗ ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ : ବଲାଙ୍ଗିର ଶବ ବ୍ୟବଚ୍ଛେଦ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ନାଗ ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତ ମହିଳା ଜଣକ ସୁବର୍ଣ୍ଣପୁର ଜିଲ୍ଲା ତରଭାଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମର ଯୋଶବନ୍ତୀ ଧରୁଆ(୫୦) ବୋଲି ଜଣାପଡିଛି । ସୂଚନା ଅନୁସାରେ ଯୋଶବନ୍ତୀ ଘରେ ଥିବା ସମୟରେ ଘରର ଛାୟା
Read More...
error: Content is protected !!