csstore

ଷଷ୍ଠ ଦିନରେ ରାସ୍ତାରୋକ : ଚାଷୀମାନଙ୍କ ସହ ଆଲୋଚନା କଲେ ରାଜ୍ୟ ଯୁବ ବିଜେଡି ସମ୍ପାଦକ

ବଙ୍ଗୋମୁଣ୍ଡା/ମୁରିବାହାଲ, (ଅର୍ଜୁନ କୁମାର ହଂସ) : ୨୦୨୧ ମସିହାର ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ଚାଷୀମାନେ ପାଇଁ ନଥିବାରୁ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ଲେବଡା, ହଳଦୀ ଓ ବାଂକେଲ ପଂଚାୟତର ଚାଷୀମାନଙ୍କ ପକ୍ଷରୁ ଗୋପାଳପୁର-ରାୟପୁର ଜାତୀୟ ରାଜପଥ ହଳଦୀଠାରେ ଚାଲିଥିବା ରାସ୍ତାରୋକ ଆଜି ଷଷ୍ଠ ଦିନରେ ପହଞ୍ଚି ଥିବା ବେଳେ ଆଜି ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀ ପହଞ୍ଚି ଚାଷୀମାନଙ୍କ ସହ ଆଲୋଚନା କରି ପ୍ରଶାସନ ପକ୍ଷରୁ କିପରି ଭାବେ ପଦକ୍ଷେପ ନେବେ ସେ ସମ୍ପର୍କରେ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି ।

jayashree
Leave A Reply

Your email address will not be published.