csstore

ବରଗଡ ମା’ ସମଲେଇଙ୍କ ପୀଠରେ ନବାନ୍ନ ଲଗ୍ନ ନିର୍ଦ୍ଧାରିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଗ୍ରାମ ଦେବୀ ମା’ ସମଲେଇଙ୍କ ପୀଠରେ ୩୧ ତାରିଖ ନିଶାର୍ଦ୍ଧ ପରେ ୧ ତାରିଖ ପାହାନ୍ତିଆ ପୂର୍ବରୁ ଲାଗିବ ନବାନ୍ନ । ସେହିପରି ସେପ୍ଟେମ୍ବର ୧ ତାରିଖ ଭାଦ୍ରବ ଶୁକ୍ଳ ଋଷି ପଞ୍ଚମୀ ସିଂହ ୧୬ ଦିନ ସ୍ଵାତୀ ନକ୍ଷତ୍ରେ ତୁଳ ଚନ୍ଦ୍ରେ, ତୁଳ (ଚର) ଲଗ୍ନେ ମାହେନ୍ଦ୍ର ବେଳାରେ ପୂର୍ବାହ୍ନ ୧୦.୩୩ ଗତେ ୧୧.୦୮ ମଧ୍ୟେ ଜନସାଧାରଣ ନିଜ ନିଜ ଇଷ୍ଟ ଦେବା ଦେବୀଙ୍କଠାରେ ନବାନ୍ନ ଭୋଗ ଲାଗି କରିବା ସହ ନବାନ୍ନ ଭକ୍ଷଣ କରିବେ ବୋଲି ପଣ୍ଡିତ ସଭାରେ ଲଗ୍ନ ନିର୍ଦ୍ଧାରିତ ହୋଇଛି ।

jayashree
Leave A Reply

Your email address will not be published.