ସେବା ନିବୃତ ହେଲା କୋଷ୍ଟଗାର୍ଡ ଜାହାଜ ରେଜିଆ ସୁଲତାନା
ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଭାରତୀୟ କୋଷ୍ଟଗାର୍ଡ ଜାହାଜ ରେଜିଆ ସୁଲତାନା ଦୀର୍ଘ ୨୧ ବର୍ଷ ଧରି ଦେଶ ସେବା କରିବା ପରେ ସେବାରୁ ଅବସର ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଅବସରକାଳୀନ ସମାରୋହ ପାରାଦୀପର କୋଷ୍ଟଗାର୍ଡ ବର୍ଥରେ ଆୟୋଜିତ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ!-->…
Read More...
Read More...