ଡ଼ିଏସପି ଦେବେନ୍ଦ୍ର ପିଙ୍ଗୁଆଙ୍କୁ ବିଦାୟ ସମ୍ବର୍ଦ୍ଧନା

csstore

ବନ୍ଧମୁଣ୍ଡା : ବିଜେପି ବିଶ୍ରା ମଣ୍ଡଳ ତରଫରୁ ସଭାପତି ବିର୍ସା ଓରାମ ଓ ବରିଷ୍ଠ ବିଜେପି ନେତା ତଥା ପ୍ରାକ୍ତନ ଭାରତୀୟ ସେନାଧିକାରୀ ଗଣେଶ୍ୱର ଦାସଙ୍କ ଦ୍ୱାରା ବନ୍ଧମୁଣ୍ଡା ଥାନା ପ୍ରଭାରୀ ତଥା ଡ଼ିଏସପି ପାହ୍ୟାକୁ ପଦୋନ୍ନତି ପାଇ ବଦଳି ହୋଇଥିବା ଶ୍ରୀଯୁକ୍ତ ଦେବେନ୍ଦ୍ର ନାଥ ପିଙ୍ଗୁଆଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦେବା ସହିତ ନୂତନ ଥାନା ପ୍ରଭାରୀ ଶ୍ରୀଯୁକ୍ତ ସୁଦର୍ଶନ ପଣ୍ଡାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Leave A Reply

Your email address will not be published.