Daily Archives

ଭାଜପା କଂଟାବାଂଜିର ଖବରଦାତା ସମ୍ମିଳନୀ : ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଗସ୍ତକୁ ନିନ୍ଦା, ଫମ୍ପା ପ୍ରତିଶୃତି ଦେଇ ପଂଚାୟତ…

କଂଟାବାଂଜି, (ମନୀଶ କମୁାର ହଂସ) : ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ଶିବାଜି ମହାନ୍ତିଙ୍କ ଦ୍ୱାରା ମଂଗଳବାର ଦିନ ସ୍ଥାନୀୟ ହରିଭବନର ସଭା ଗୃହରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଖବରଦାତା ସମ୍ମିଳନୀରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଚ୍ଚ ୧୦ ତାରିଖ
Read More...

ବିଧାୟକ ସାଲୁଜାଙ୍କ ଦ୍ୱାରା କେ.ଭି.କଲେଜରେ ଶୌଚାଳୟ ଉଦଘାଟିତ

କଂଟାବାଂଜି, (ମନୀଶ କୁମାର ହଂସ) : ସ୍ଥାନୀୟ କେ.ଭି.କଲେଜ ପରିସରରେ ନବନିର୍ମିତ ଶୌଚାଳୟକୁ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ମଂଗଳବାର ଦିନ ଉଦଘାଟିତ ହୋଇଛି । ପଶ୍ଚିମ ଓଡିଶା ବିକାଶ ପରିଷଦ ପାଂଠି ଅନୁଦାନର ପାଂଚ ଲକ୍ଷ ଟଙ୍କାରେ ଉଭୟ ବାଳିକା ଓ ବାଳକ ମାନଙ୍କ ପାଇଁ ବ୍ୟବହୃତ ହେବ ।
Read More...

ମାଛ ନେଇ ଗଲେ ସ୍ଥାନୀୟ ଲୋକେ : ମାଛ ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ, ଆହତ ଡ୍ରାଇଭର ଡାକ୍ତରଖାନାରେ ଭର୍ତ୍ତି

ସଇଁ‌ନ୍ତଲା, (ଅଜିତ କୁମାର ସାହୁ) : ମାଛ ବୋଝେଇ ପିକଅପ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ଥିବା ବେଳେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ମହାଗାଁ ଛକ ନିକଟରେ ମାଛ ବୋଝେଇ ପିକଅପ ଗାଡି ଏକ ନିମ୍ବ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କିନ୍ତୁ ସ୍ଥାନୀୟ ଲୋକମାନେ ଗାଡ଼ିରେ ଥିବା ମାଛ
Read More...

ମହାଶିବରାତ୍ରି ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ୍‌ ଗାଇଡ଼୍‌ ଲାଇନ୍‌ ଜାରି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ମହାଶିବରାତ୍ରି ପାଇଁ କୋଭିଡ୍‌ ଗାଇଡ଼ ଲାଇନ୍‌ ଜାରି କରାଯାଇଛି । ଜନ ସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ମହାଶିବରାତ୍ରି ଉପଲକ୍ଷେ ମାର୍ଚ୍ଚ ୧୧ ଓ ୧୨ ତାରିଖରେ ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକ୍‌ ଅନ୍ତର୍ଗତ
Read More...

ପଶ୍ଚିମ ଓଡ଼ିଶା କଳାକାର ପ୍ରିମିୟର ଲିଗ୍‌ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିଅମ୍‌ ଠାରେ ପଶ୍ଚିମ ଓଡ଼ିଶା କଳାକାର ମାନଙ୍କୁ ନେଇ ବଲାଙ୍ଗିର କଳାକାର ସଂଘ ତରଫରୁ ଏକ ଦୁଇ ଦିନିଆ ବନ୍ଧୁତାପୂର୍ଣ୍ଣ ପଶ୍ଚିମ ଓଡ଼ିଶା କଳାକାର ପ୍ରିମିୟର ଲିଗ୍‌ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଏହାର ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ
Read More...

ମାରିଓ ମେଲେଟା ମେମୋରିଏଲ ଜିଲ୍ଲା ନକ୍ ଆଉଟ୍ କ୍ରିକେଟ ପ୍ରତିଯୋଗିତା : ବୋଡାସମ୍ବର ସ୍ପୋର୍ଟିଂ ପଦ୍ମପୁରକୁ ହରାଇ ବ୍ଲୁ…

ବରଗଡ଼/ସୋହେଲା, (ସତ୍ୟ ନାରାୟଣ ପ୍ରଧାନ) : ସୋହେଲା ମିନି ଷ୍ଟାଡିଅମ ଠାରେ ଚାଲିଥିବା ମାରିଓ ମେଲେଟା ମେମୋରିଏଲ ଜିଲ୍ଲା କ୍ରିକେଟ ନକ୍ ଆଉଟ୍ ପ୍ରତିଯୋଗିତାରେ ପଦ୍ମପୁରକୁ ହରାଇ ବରଗଡ଼ ଚମ୍ପିୟାନ ହୋଇଛି । ଟସ୍‌ ଜିତି ବରଗଡ଼ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ରେ ୧୮୯ ରନ ସଂଗ୍ରହ
Read More...

ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଡେଲାଙ୍ଗ, (ଦିଲିପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ହରିରାଜପୁର ଗ୍ରାମ ପଞ୍ଚାୟତର ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଟାଙ୍ଗୀଭସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହେବା ସହିତ ବୃକ୍ଷ ରୋପଣ କାର୍ୟ୍ୟକ୍ରମ କରାଯାଇଥିଲା । ଉକ୍ତ ଦିବସ ଅବସରରେ ଏକ ସଭାର
Read More...

ମନୁନଗରରେ ମାଆ ଶୀତଳା ପୂଜା ଓ ଚବିଶ ପ୍ରହର ନାମଯଜ୍ଞ ଉଦ୍‌ଯାପିତ

ଭୋଗରାଇ, (ଶିବନାରାୟଣ ପାତ୍ର) : ଆଧ୍ୟାତ୍ମିକତା ବିନା ଜୀବନ ଅସାର ଓ ରଙ୍ଗହୀନ । ଭକ୍ତି ଶରୀରରେ ଶକ୍ତି ସଞ୍ଚାର ସହିତ ନିରାମୟ ଜୀବନ ଜିଇଁବାକୁ ସାମର୍ଥ୍ୟ ପ୍ରଦାନ କରିଥାଏ ବୋଲି ଆଜି ଭୋଗରାଇ ବ୍ଲକ ଆରୁହାବୃତ୍ତି-୧ ପଞ୍ଚାୟତ ଅନ୍ତର୍ଗତ ମନୁନଗର ଗ୍ରାମରେ ଆଜକୁ ଆଠଦିନ ଧରି ଅନୁଷ୍ଠିତ ମା'
Read More...

ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇଲେ ୨ ଜଣ ସମାଜସେବୀ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇଲେ ୨ ସମାଜସେବୀ । ସୂଚନା ଅନୁସାରେ ରତାଖଣ୍ଡି ନିକଟ ମଠଖାଇ ଜଙ୍ଗଲରେ ନିଆଁ ଲାଗିଥିବା ଦେଖି ବଲାଙ୍ଗିରର ଦୁଇ ଜଣ ସମାଜସେବୀ କାହ୍ନା ଶତପଥୀ ଏବଂ ରଘୁନାଥ ନାୟକ ସ୍ଥାନୀୟ ରେଞ୍ଜରଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲେ । କିନ୍ତୁ
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ଖୋଲା ଟ୍ରାନ୍ସଫର୍ମର ଚାରିପଟେ ଲାଗିଲା ତାର ଜାଲି ବାଡ

ପାଟଣାଗଡ଼, (କ୍ରି‌ଷ୍ଣା ସେଠୀ) : ଗତ ନଭେମ୍ବର ମାସରେ ଆମେ ପାଟଣାଗଡ଼ ବ୍ଲକ ଫଟାମୁଣ୍ଡା ପଞ୍ଚାୟତ ଫଟାମୁଣ୍ଡା ଗ୍ରାମର ପ୍ରାଥମିକ ବିଦ୍ୟାଳୟର ବାଡ଼କୁ ଲାଗି ଦୁଇ ଗୋଟି ୧୦୦ କେଭି ବିଦ୍ୟୁତ୍ ଟ୍ରାନ୍ସଫର୍ମର ବିପଦ ସଂଙ୍କୁଳ ଅବସ୍ଥାରେ ଥିବା ତଥା ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ କେତେବେଳେ
Read More...