Daily Archives

ମୋ କଲେଜ ପୋର୍ଟାଲ ଉଦ୍‌ଘାଟନରେ ଯୋଗଦେଲେ ଶତାଧିକ ପୁରାତନ ଛାତ୍ରଛାତ୍ରୀ

କଂଟାବାଞ୍ଜି, (ମନୀଶ କୁମାର ହଂସ) : ମୋ କଲେଜ ପୋର୍ଟାଳ ଉଦ୍‌ଘାଟନରେ ଯୋଗଦେଲେ ଶତାଧିକ ପୁରାତନ ଛାତ୍ରଛାତ୍ରୀ । କଂଟାବାଞ୍ଜି ବୈଷୟିକ ମହାବିଦ୍ୟାଳୟ ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭରଚୁଏଲ ମାଧ୍ୟମରେ ମୋ କଲେଜ ପୋର୍ଟାଳର ଉଦ୍‌ଘାଟନ ଉତ୍ସବରେ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି ।
Read More...

ଏନ୍‍ଆଇଟି ରାଉରକେଲାର ସମାବର୍ତ୍ତନ ଉତ୍ସବରେ ମାନନୀୟ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉଦ୍‍ବୋଧନ

ରାଉରକେଲା, (ପିଆଇବି) : ଏନ୍‍ଆଇଟି ରାଉରକେଲାର ଅଷ୍ଟାଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଥିବାରୁ ମୁଁ ବିଶେଷ ଆନନ୍ଦିତ । ରାଉରକେଲା ଏନଆଇଟି ଚଳିତ ବର୍ଷ ଏହାର ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଥିବା ଜାଣି ମୁଁ ଅତ୍ୟନ୍ତ ଖୁସି । ଆଜିର ଓଡ଼ିଶା, ଇତିହାସ ଓ ସଂସ୍କୃତି ଦୃଷ୍ଟିରୁବେଶ୍‍
Read More...

ଫରେଷ୍ଟର ଗାର୍ଡ ସୁମିତାଭ୍ ତ୍ରିପାଠୀ ଜଙ୍ଗଲ ମନ୍ତ୍ରୀଙ୍କ ଠାରୁ ପୁରସ୍କୃତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଡିଭିଜନ ଅନ୍ତର୍ଗତ ସଇଁନ୍ତଲା କେନ୍ଦୁପତ୍ର ରେଞ୍ଜ ଅଧିନସ୍ଥ ଗଣ୍ଡପତ୍ରାପାଳି ସେକସନରେ କାର୍ୟ୍ୟରତ ଫରେଷ୍ଟର ଗାର୍ଡ ସୁମିତାଭ୍ ତ୍ରିପାଠୀଙ୍କୁ ଆଜି ଭୁବନେଶ୍ଵର ଠାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ
Read More...

ସାମ୍ବାଦିକଙ୍କ ମାତୃ ବିୟୋଗ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଶ୍ରୀପୁରୁଷତମପୁର ପଚାଂୟତ ସେବକ ସାହି ପାଟଣା ଗ୍ରାମର ପଟନାୟକ (୬୪)ଙ୍କ ରବିବାର ପୂର୍ବାହ୍ନ ୧୧ଟା୩୦ରେ ପରଲୋକ ଘଟିଛି । ସେ ବହୁ ଦିନ ହେଲା ରୋଗ ଶଯ୍ୟାରେ ପଡିଥିଲେ । ତାଙ୍କର ଏହି ବିୟୋଗରେ ସମଗ୍ର ଅଚଂଳରେ ଶୋକର ଛାୟା
Read More...

ସାମ୍ବାଦିକ ଦିଲ୍ଲିପ କୁମାର ଧାଉଡିଆଙ୍କୁ ଚଳିତ ବର୍ଷର ଶ୍ରେଷ୍ଠ ସାମ୍ବାଦିକ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ଆର୍ନ୍ତଜାତିକ କବିତା ଦିବସ ଓ ବିଶ୍ୱ ବନ ଦିବସ ଅବସରରେ ମାର୍ଚ୍ଚ୨୧ ରବିବାର ଅର୍କଶ୍ରୀ ଶିଳ୍ପି ବାଟିକା, କୋଣାର୍କ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ସାହିତ୍ୟ ଆସର ଓ ପ୍ରତିଭାସମ୍ମାନ ସମାରୋହ ଉତ୍ସବରେ କୋଣାର୍କ ଭାଷା ସାହିତ୍ୟ ଓ ଭାଷା ସଂସ୍କୃତି ପରିଷଦ,
Read More...

କୁଲତା ସମାଜ କଲ୍ୟାଣ ସଙ୍ଗଠନ ପକ୍ଷରୁ ଦେବରାଜ ପ୍ରଧାନଙ୍କ ସ୍ମୃତି ସଭା

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : କୁଲତା ସମାଜ କଲ୍ୟାଣ ସଙ୍ଗଠନ ପକ୍ଷରୁ ସ୍ଥାନୀୟ ପାନ୍ଥନିବାସ ପରିସରରେ ବିଶିଷ୍ଟ ପ୍ରତ୍ନତତ୍ତ୍ବବିତ, ଐତିହାସିକ ତଥା ରାଜ୍ୟ ଅଭିଲେଖାଗାରର ପୂର୍ବତନ ଅଧୀକ୍ଷକ ଦେବରାଜ ପ୍ରଧାନଙ୍କର ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗଦେଇ ଅନୁଷ୍ଠାନର
Read More...

ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟରେ ମୋ କଲେଜ ଅଭିଯାନ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଲାଠୋର ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଡିଗ୍ରୀ ପଂଚାୟତ ମହାବିଦ୍ୟାଳୟ ଠାରେ କଲେଜ ଅଧ୍ୟକ୍ଷ ପ୍ରସନ୍ନ ଦାଶଙ୍କ ସଭାପତିତ୍ୱ ମୁଖ୍ୟଅତିଥି ଭାବେ କଲେଜର ପୂର୍ବତନ ସମ୍ପାଦକ ଘାସିରାମ ଅଗ୍ରୱାଲ, ସମ୍ମାନୀତ ଅତିଥିଭାବେ ପୂର୍ବତନ ଉପସଭାପତି ଜଗନ୍ନାଥ
Read More...

ବରଗଡ଼ ଜିଲ୍ଲା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତଯୋଗିତା : ବିକାଶ କ୍ରିକେଟ କ୍ଲବ୍ ଓ ସୋହେଲା ଏଥଲେଟିକ ଆସୋସିଏସନ୍…

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଭିଜନ ୨୦- ୨୪ ଆନୁକୁଲ୍ୟରେ ଆଜି ବରଗଡ଼ ଲେଂଗୁ ମିଶ୍ର ମିନି ଷ୍ଟାଡିୟମ୍ ଓ ବିକାଶ ଷ୍ଟାଡିୟମରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଚାଲିଥିବା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତିଯୋଗିତାରେ ଆଜିର ମ୍ୟାଚକୁ
Read More...

ନୃସିଂନାଥରେ ବି‌ଶ୍ୱ ଜଙ୍ଗଲ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜକୁ ଦଶ ବର୍ଷ ହେବ ସମଗ୍ର ବିଶ୍ୱରେ ୨୧ ମାର୍ଚ୍ଚକୁ ବିଶ୍ୱ ଜଙ୍ଗଲ ଦିବସ ରୂପେ ପାଳନ କରାଯାଉଛି । ଏହି ଦିବସରେ ବୃକ୍ଷ ହିଁ ଜୀବନ, ଶିଶୁଟିଏ ଗଛଟିଏର ସ୍ଲୋଗାନ ଦେଇ ବିଶ୍ୱ ଜଙ୍ଗଲ ଦିବସ ନୃସିଂନାଥ ବନଖଣ୍ଡ ଅଧିକାରୀଙ୍କ ଶ୍ରୀ ଜି ପ୍ରଧାନଙ୍କ ସଭାପତିତ୍ୱରେ
Read More...

ବିଜୁ ଯୁବ ଜନତା ତରଫରୁ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଆଜି ବିଜୁ ଯୁବ ଜନତା ଦଳ, ସୋହେଲା ବ୍ଲକ ତରଫରୁ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ମନ୍ତ୍ରୀ ସୁଶାନ୍ତସିଂହ ଯୋଗଦେଇ ଫିତା କାଟି ଶିବିରକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି
Read More...
error: Content is protected !!