Daily Archives

ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ଆସନ୍ତା କାଲି ବନ୍ଦ ରହିବ

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ଭାରତ ବନ୍ଦ ଡାକରା ପରିପ୍ରେକ୍ଷୀରେ ଆସନ୍ତା କାଲି ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ଥିବା ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ବି‌ଶ୍ୱବିଦ୍ୟାଳୟ ବନ୍ଦ ରହିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ସୂଚନା ପ୍ରଦାନ କରାଯାଇଛି । ଅନ୍ୟପଟେ ଚଳିତ ମାସ ୨୮ ଏବଂ ୨୯
Read More...

ବାଲ୍ୟ ବିବାହ ନିରୋଧ ଓ କିଶୋର ସଶକ୍ତିକରଣ ଉପରେ କର୍ମଶାଳା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ସମ୍ମିଳନୀ କକ୍ଷରେ ବାଲ୍ୟ ବିବାହ ବିରୋଧ ତଥା ସଶକ୍ତିକରଣ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ବଲାଙ୍ଗିର ପଞ୍ଚାୟତ ସମିତିର ଅଧ୍ୟକ୍ଷ ଗୁଲାପ ବାଗ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ଓ କହିଥିଲେ ଯେ, ସମାଜରୁ
Read More...

ସମ୍ବଲପୁର ଡିଆରଏମ୍‌ ଅଫିସରେ ଡିଆର୍‌ୟୁସିସି ବୈଠକରେ ବଲାଙ୍ଗିର ରେଳ ଷ୍ଟେସନର ସମସ୍ୟା ନେଇ ଆଲୋଚନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମ୍ବଲପୁର ଡିଆରଏମ୍‌ ଅଫିସରେ ଡିଆରୟୁସିସି ବୈଠକରେ ଡିଆର୍‌ୟୁସିସି ସଦସ୍ୟ ବିକ୍ରମାନନ୍ଦ ବହିଦାରଙ୍କ ବଲାଙ୍ଗିର ରେଳ ଷ୍ଟେସନର ସମସ୍ୟା ନେଇ ଆଲୋଚନା ହୋଇଛି । ଷ୍ଟେସନ ଟିକେଟ କାଉଣ୍ଟରରୁ ପ୍ଲାଟଫର୍ମ ପର୍ଯ୍ୟନ୍ତ ଉପରେ ସେଡ୍‌ ନିର୍ମାଣ, ଗୋଟିଏ ପ୍ଲାଟଫର୍ମରୁ
Read More...

ଘର ମାଲିକ ଅନୁପସ୍ଥିତର ସୁଯୋଗ ନେଇ ଚୋରୀ : ଘରୁ ତାଲା ଭାଙ୍ଗି ଟଙ୍କା, ସୁନା ଲୁଟ : ସନ୍ଦେହରେ ଯୁବକ ଅଟକ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକର ସୁରାଦେଇ ଗ୍ରାମରେ ରହୁଥିବା ସୁନା ଦୋକାନୀ ନିରଞ୍ଜନ ପୃଷ୍ଟି ସପରିବାର ଘରେ ନଥିବା ବେଳେ ତାଙ୍କ ଘର ତାଲା ଭାଙ୍ଗି ଚୋରୀ ହୋଇଥିବା ଖଜୁରୀପଡ଼ା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପ୍ରକାରେ ନିରଞ୍ଜନ
Read More...

ସୁବର୍ଣ୍ଣପୁରରେ ମଂଚସ୍ଥ ହେଲା ନାଟକ ‘ଗାନ୍ଧିଙ୍କ ଓଡ଼ିଶା’

ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ) : ଗତ ୨୩.୦୩.୨୧ ତାରିଖ ସଂଧ୍ୟାରେ ଭୀମଭୋଇ କଳାମଣ୍ଡପ, ସୁବର୍ଣ୍ଣପୁରରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀର ପ୍ରଯୋଜନାରେ, ମହାନଦୀ ସାହିତ୍ୟ ସଂସଦ, ସୁବର୍ଣ୍ଣପୁରର କଳାକାରମାନଙ୍କ ‌ଦ୍ୱାରା
Read More...

୨ୟ ବୋଡାସମ୍ବର ନାଟକ ମହୋତ୍ସବ ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ରିକ୍ରିଏସନ ସେଣ୍ଟର ସ୍ଥିତ ରଙ୍ଗ ମଞ୍ଚରେ, ବୋଡାସମ୍ବର କଲଚରାଲ୍ ଫୋରମ୍ ତରଫରୁ ଦ୍ୱିତୀୟ ବୋଡାସମ୍ବର ନାଟକ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଫୋରମର ସଭାପତି ମନୋରଞ୍ଜନ ସିଂ ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ,ସଂପାଦକ ଡଃ ମାନ
Read More...

ଶାନ୍ତିପଡାର ଯୁବକ‌ଙ୍କ ପ୍ରଶଂସନୀୟ ପଦକ୍ଷେପ : କାଦୁଅରେ ଫଶିଥିବା ଗାଇକୁ ଉ‌ଦ୍ଧାର କଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : କ‌ନ୍ଧପାଲି ପୋଖରୀ ପାଖରେ ଏକ ଗାଇ କାଦୁଅରେ ପଡ଼ି ଛଟପଟ ହେଉଥିବା ବେଳେ ଶାନ୍ତିପଡାର ଯୁବକମାନେ ତାକୁ ଉ‌ଦ୍ଧାର କରିଥିବା ଜଣାପଡ଼ିଛି । ଏହି ପ୍ରଶଂସନୀୟ ପଦକ୍ଷେପକୁ ସ୍ଥାନୀୟ ଲୋକେ ପସ‌ନ୍ଦ କରିଥିବା କୁହାଯାଇଛି । ଏଥିରେ ସୁନୀଲ ମିଶ୍ର, ରାଜେଶ ସାହୁ,
Read More...

ପାଇକମାଲରେ ସଞ୍ଚାର ତାଲିମ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକର ପାଇକମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ଦିବସୀୟ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କର ପିତାମାତା ତଥା ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କର ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ରୂପେ
Read More...

ଟାଇଗର୍‌ ୟୁଥ୍‌ କ୍ଲବ୍‌ ପକ୍ଷରୁ ଖୋଲାଗଲା ଜଳଛତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ ଖରାର ପ୍ରକୋପକୁ ଆଖି ଆଗରେ ରଖି ବଲାଙ୍ଗିର-ପାଟଣାଗଡ ରାସ୍ତାରେ ସ୍ଥାନୀୟ ଶାନ୍ତିପଡା ଦୁର୍ଗା ମନ୍ଦିର ପାଖରେ ଟାଇଗର୍‌ ୟୁଥ୍‌ କ୍ଲବ ପକ୍ଷରୁ ଏକ ଜଳଛତ୍ର ଖେଲାଯାଇଛି । ଏଥି ପାଇଁ ଟାଇଗର ୟୁଥ୍‌ କ୍ଲବର ସଦସ୍ୟ ମାନଙ୍କୁ ପ୍ରଶଂସା କରାଯାଉଛି ।
Read More...

ଭାରସାମ୍ୟ ହରାଇ ଗଛରେ ପିଟିହେଲା ଅଟୋ : ୫ ଆହତ, ୧ ଗୁରୁତର : ଘଟଣାସ୍ଥଳରୁ ଚାଳକ ଫେରାର୍

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ନିକଟସ୍ଥ କେନ୍ଦୁମୁଣ୍ଡି ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ସୂଚନା ଅନୁସାରେ ଚନ୍ଦନଭାଟି ନିକଟସ୍ଥ ସରଗାଡ଼ ଠାରୁ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଅଟୋରେ ପାଟଣାଗଡ଼ ନିକଟସ୍ଥ ଖଲିପଥରକୁ ଯାଉଥିବା ବେଳେ
Read More...