Daily Archives

ଗଛ ଡାଳ ପାଲଟିଛି ମରଣଯନ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସଦରମାକୁମାରୁ ପାଟଣାଗଡକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଆ.ଡି. ଅଫିସ୍‌ ସମ୍ମୁଖରେ କିଛି ଗଛ ରାସ୍ତା ଉପରକୁ ଢଳି ରହିଥିବା ବେଳେ ଗଛ ଗୁଡିକର ଡାଳ ଅତି ଅସୁରକ୍ଷିତ ଏବଂ ବିପଦପୁର୍ଣ୍ଣ ଅବସ୍ଥାରେ ରାସ୍ତା ଉପରକୁ ଝୁଲୁଥିବାରୁ ଯାନବାହନ ଯାତାୟତ
Read More...

୧୮ରୁ ଆମରଣ ଅନଶନରେ ବସିବ ଅଭିଭାବକ ମହାସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗୋଟିଏ ପଟେ ବଲାଙ୍ଗିର ଲିଟିଲ ଫ୍ଲାୱାର ସ୍କୁଲ ଛାତ୍ରଛାତ୍ରୀଙ୍କ ଠାରୁ ବେଆଇନ ଭାବେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଛି, ଅନ୍ୟ ପଟେ ଏହା ବିରୁଦ୍ଧରେ ତଥ୍ୟ ସହିତ ବାରମ୍ବାର ଅଭିଯୋଗ ସତ୍ୱେ ଜିଲ୍ଲା ପ୍ରଶାସନ ଆଖି, କାନ ବନ୍ଦ କରି ବସିଛି । ଜିଲ୍ଲା ପ୍ରଶାସନର
Read More...

ନୂତନ ବଙ୍ଗୋମୁଣ୍ଡା ବିଇଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଠାରେ ବଙ୍ଗୋମୁଣ୍ଡା ବ୍ଲକ ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷକ ଶିକ୍ଷୟିତ୍ରୀ କଲ୍ୟାଣ ସଂଘ ପକ୍ଷରୁ ନୂତନ ବିଇଓ ପ୍ରବୀର ପଣ୍ଡା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ପୂର୍ବତନ ବିଇଓ
Read More...

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଯୁରାବନ୍ଧ ଗ୍ରାମରେ ଥିବା କପିଳେଶ୍ୱର ଯୁବକ ସଂଘ ଓ ସାଇ ଅନୁଷ୍ଠାନ ଖଡିଆଳ ଆନୁକୂଲ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୪୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏଥିରେ
Read More...

ଉପରଝର ଜାଗର ମେଳା : ନାମଯଜ୍ଞ ଉଦଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝରରେ ମହା ଶିବରାତ୍ରି ଉପଲକ୍ଷେ ଜାଗର ମେଳା ଓ ୧୬ ପ୍ରହରୀ ନାମଯଜ୍ଞ ରବିବାର ଦିନ ଉଦଯାପିତ ହୋଇଯାଇଛି । ପ୍ରହରୀ କର୍ତ୍ତାଭାବେ ସଞ୍ଜୀବ ପଧାନ ଦାୟିତ୍ଵ ନିର୍ବାହ କରିଥିଲେ । ୩ଟି ମହିଳା ସଙ୍କୀର୍ତ୍ତନ ଦଳ ସହ ମୋଟ ୧୮ଟି ସଙ୍କୀର୍ତ୍ତନ ଦଳ
Read More...

ଲଣ୍ଡାପଥର ଓ ପାଣ୍ଢେଲ ପ୍ରାଥମିକ ସ୍କୁଲର ନୂତନ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବ୍ଲକ୍ ଅଧ୍ୟକ୍ଷା

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ୨ଟା ସମୟରେ ଲଣ୍ଡାପଥର ପଞ୍ଚାୟତର ଲଣ୍ଡାପଥର ପର୍ଶୁରାମ ଉଚ୍ଚ ବିଦ୍ୟାଳୟର ଶ୍ରେଣୀ କୋଠରୀ ନିର୍ମାଣ ପାଇଁ ବ୍ଲକ ଅଧ୍ୟକ୍ଷାଙ୍କ ‌ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ଲଣ୍ଡାପଥର ସରପଞ୍ଚ ସୁଶୀଲା
Read More...

ବ୍ଲକ୍ ଅଫିସ୍ ପରିସରରେ ବିକେଏସଏସର ଏକ ଗୃହ ନିର୍ମାଣ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କାର୍ୟ୍ୟାଳୟ ପରିସରରେ ବ୍ଲକ୍ କଳା ସଂସ୍କୃତି ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ଲକ୍ ପରିସରରେ ବିକେଏସଏସର ଏକ ଗୃହ ପ୍ରତିଷ୍ଠା ଦାବୀ କରିଛନ୍ତି । ବିକେଏସଏସ ଉପସଭାପତି ସୁଦାମ ବିଶିଙ୍କ ସଭାପତିତ୍ବରେ ହୋଇଥିବା ଏହି
Read More...

ମୁରିବାହାଲରେ ଧରନୀ ମହୋତ୍ସବ : ପ୍ରକୃତି ଓ ସଂସ୍କୃତିର ସୁରକ୍ଷାର ସହ ଜଳ, ଜଙ୍ଗଲ ଏବଂ ଜମିର ଲଢେଇର ଆହ୍ୱାନ

ମୁରିବାହାଲ, (ଅଶୋକ ଭୋଇ) : କନ୍ଧାନ ମାଏଟ୍‌, ବୀର ମାଏଟ୍‌, ରଠି ମାଏଟ୍‌, କଳା, ସଂସ୍କୃତିର ମାଏଟ୍‌ ବଲାଙ୍ଗିର ଜିଲାର ମୁରିବାହାଲ ବ୍ଲକ ସଦର ସ୍ଥିତ କନ୍ଧ ପଡା ଠାରେ ଜିଲା କନ୍ଧ ସମାଜ ଯୁବ ସଂଗଠନ ପକ୍ଷରୁ ପ୍ରଥମ ବାର୍ଷିକ ଧରନ ମହୋତ୍ସବ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ
Read More...

ନିଷ୍ଠା ପରିବାର ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ନିଷ୍ଠା ପରିବାର ତରଫରୁ ସଭାପତି ରକ୍ଷପାଲ ସାହୁ, ସଂପାଦକ ଅଶ୍ବିନୀ ତ୍ରିପାଠୀ ଏବଂ କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁଙ୍କ ନେତୃତ୍‌ତ୍ୱରେ ବରଗଡ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ସକାଳ ୧୦ଟାରୁ ରକ୍ତ ପୃଥକୀକରଣ ୟୁନିଟ୍ (BLOOD SEPARATION
Read More...

ଓଡ଼ିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଭୋଗରାଇ, (ଶିବନାରାୟଣ ପାତ୍ର) : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ କମର୍ଦ୍ଦା ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୫ ତମ ଜନ୍ମଜୟନ୍ତୀ ଉପଲକ୍ଷେ ଓଡ଼ିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
Read More...
error: Content is protected !!