Daily Archives

ଦକ୍ଷିଣ ରାଉରକେଲାରେ କୋଭିଡ-୧୯ର ଟୀକାକରଣ କେନ୍ଦ୍ର ଖୋଲିବାକୁ ଦାବୀ

ରାଉରକେଲା, (ଗୌରାଙ୍ଗ ଚନ୍ଦ୍ର ଦାଶ) : ଦକ୍ଷିଣ ରାଉରକେଲା ଅବସରପ୍ରାପ୍ତ ସେଲ୍‌ କର୍ମଚାରୀ ସଂଘର ୩୯ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଂଘର ସଭାପତି ଦିଲ୍ଲୀପ କୁମାର ନାୟକ ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ଉପ ସଭାପତି ସୁଧାକର ମଲ୍ଲିକ, ଚାନ୍ଦମଣି ନାୟକ, ସାଧାରଣ ସଂପାଦକ
Read More...

ବରଗଡ଼ ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର ଜିଲ୍ଲା ସ୍ତରୀୟ ସମ୍ମିଳନୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଟାଉନ୍ ହଲ୍ ଠାରେ ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ର ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ପ୍ରଦୀପ ପ୍ରଜ୍ବଳନ କରି ସମ୍ମିଳନୀକୁ ଉଦଘାଟନ କରିଥିଲେ । ସମ୍ମାନୀତ
Read More...

ମୁଖ୍ୟମନ୍ତ୍ରୀ ବିଜେପୁରବାସୀଙ୍କୁ ଠକି ଦେଲେ : ଡାକ୍ତର ଦାବୀରେ ସମସ୍ତ ସରକାରୀ କାର୍ୟ୍ୟାଳୟରେ ତାଲା ଦେଲା ବିଜେପି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥିଲା ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ନିର୍ବାଚନ ମଣ୍ଡଳୀ । ଏଠାରେ ଖୋଦ୍‌ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ଥିଲେ ଓ ଗତ ସାଧାରଣ ନିର୍ବାଚନରେ ୫୦,୦୦୦ରୁ ଉର୍ଦ୍ଧ୍ବ
Read More...

ସ୍ୱଂୟ ସହାୟକ ଗୋଷ୍ଠୀ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କର ଦକ୍ଷତା ବିକାଶ ଓ ଆତ୍ମ ନିର୍ଭରଶୀଳ ଉଦ୍ୟଶରେ ନାବାର୍ଡ ସହାୟତାରେ ଏବଂ ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଟାନ ଏକେଏସଏସ, କଣାସ ଆନ୍ୟୁକୁଲ୍ୟରେ ଡେଲାଙ୍ଗ-କୋଠବାଡ ଗ୍ରାମ ପଚାଂୟତ ସଭାଗୃହ ପରିସରରେ ଗୁରୁବାର ଏକ
Read More...

ଧର୍ମ ପରାୟଣା ମହିଳାଙ୍କ ପରଲୋକ : ଶେଷକୃତ୍ୟ ସମ୍ପନ୍ନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନିକଟସ୍ଥ ଭେଉଁରିଆ ଗ୍ରାମର ଚୌଡଚନ୍ଦ୍ର ସାହୁଙ୍କ ଧର୍ମପତ୍ନୀ ଧର୍ମ ପରାୟଣା ମହିଳା ଯଶୋଦା ସାହୁ(୮୨)ଙ୍କ ଗତ ରାତିରେ ଦେହାନ୍ତ ହୋଇ ଯାଇଥିବା ବେଳେ ଆଜି ପୂର୍ବାହ୍ନରେ ଗାଁର ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଯାଇଛି । ତାଙ୍କ ସ୍ୱାମୀ, ପୁଅ ଦିଲୀପ
Read More...

ନୂତନ ଶିକ୍ଷାନୀତି ୨୦୨୦କୁ ନେଇ କ୍ରାଏ କଲିକତା ଓ ପଲ୍ଲି ଆଲୋକ ପାଠାଗାର ତରଫରୁ କର୍ମଶାଳା : ଭାରତକୁ ଜ୍ଞାନର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜ୍ଞାନର ମହା ଶକ୍ତି ହେବ ଭାରତ । ୧୯୬୬ ମସିହାରେ ଭାରତର ଶିକ୍ଷା ନୀତିରେ ପରିବର୍ତ୍ତନ ଆରମ୍ଭ ହୋଇଥିଲା । ୧୯୮୬ରେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ନେଇ ପୁଣି ଶିକ୍ଷାର ଢ଼ାଞ୍ଚା ପରିବର୍ତ୍ତନ ହୋଇଥିଲା । ଏବେ ବୈଶ୍ୱି କରଣ ଉଦ୍ଦେଶ୍ୟରେ ଭାରତ ବର୍ଷର ଶିକ୍ଷା
Read More...

ପାଇକମାଲ ବ୍ଲକ ସ୍ତରୀୟ ଶିଶୁ ଅଧିକାର ଓ ଶିଶୁ ସୁରକ୍ଷା ତାଲିମ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜିଲ୍ଲା ଶିଶୁ ଅଧିକାର ସମିତି ବରଗଡ ଦ୍ୱାରା ପାଇକମାଲ ବ୍ଲକ ସଭା ଗୃହରେ ଶିଶୁ ଅଧିକାର ଓ ସୁରକ୍ଷା ଉପରେ ଏକ ତାଲିମ ଶିବିର ପାଇକମାଲ ବ୍ଲକ ଅଧ୍ୟକ୍ଷ ଅଲତାଫ ମହମ୍ମଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମହାଦେବ ବେହେରା ତାଲିମ ପ୍ରଦାନ କରିଥିବା
Read More...

ବିଶ୍ୱଶାନ୍ତି ମହିମା ବାଲ୍ୟଲୀଳା ବ୍ରହ୍ମଯଜ୍ଞ ପାଇଁ ବୈଠକ ଅନୁଷ୍ଠିତ

କଳାହାଣ୍ଡି, (ଭରତ ବିଶି) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ସାନପୋଡାଗୁଡା ଗ୍ରାମ ପଞ୍ଚାୟତର ମଙ୍ଗଳପୁର ଠାରେ ବି‌ଶ୍ୱଶାନ୍ତି ମହିମା ବାଲ୍ୟଲୀଳା ବ୍ରହ୍ମଯଜ୍ଞ ପାଇଁ ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୬ ମାର୍ଚ୍ଚ ଶୁକ୍ରବାରକୁ ହେବାକୁଥିବା ତିନି ଦିନିଆ ବି‌ଶ୍ୱଶାନ୍ତି ମହିମା ବାଲ୍ୟଲୀଳା
Read More...

ବେଲଘର ସିଆରପିଏଫର ୮୨ତମ ବାର୍ଷିକ ଉତ୍ସବ ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ ସହ ବିଭିନ୍ନ ଜନହିତକର କାର୍ୟ୍ୟକ୍ରମ ଆୟୋଜିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ର ୮୨ତମ ବାର୍ଷିକ ଉତ୍ସବ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଠାରେ ଥିବା ୧୨୭ ବାଟାଲିୟନର ଇନ୍ସପେକ୍ଟର ବେଣୁକୁମାର ଏବଂ ଏଏସଆଇ ଇସଲାମ ଖାନ
Read More...

ଆମରଣ ଅନଶନକୁ ବଲାଙ୍ଗିର କେଶରୀୟା ହିନ୍ଦୁ ବାହିନୀର ସମ୍ପୂର୍ଣ୍ଣ ସମର୍ଥନ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ୧୦ ଦଫା ଦାବୀ ନେଇ ଓଡିଶା ଅଭିଭାବକ ମହାସଂଘ ଆଜି ବଲାଙ୍ଗିର ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲା । ତେବେ ଏହାକୁ ବଲାଙ୍ଗିର ଜିଲ୍ଲା କେଶରୀୟା ହିନ୍ଦୁ ବାହିନୀ ତରଫରୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଯାଇଥିବା ବେଳେ ଏଥିରେ କେଶରୀୟା ହିନ୍ଦୁ
Read More...
error: Content is protected !!