Daily Archives

ପଡିଆ ବାହାଲରେ ଦଳିତ ଶ୍ରେଣୀରେ ରହୁଥିବା ୧୫ଟି ପରିବାରର ସରକାରୀ ଯୋଜନାରୁ ବଞ୍ଚିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଆଜି ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକର ପଡ଼ିଆବାହାଲରେ ଦଳିତ ଶ୍ରେଣୀରେ ରହୁଥିବା ୧୫ ଟି ପରିବାର ସରକାରୀ ଇନ୍ଦରା ଆବାସ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ । ଜିରୋ ଗ୍ରାଉଣ୍ଡରେ ଆମର ପ୍ରତିନିଧି ପହଂଚି ଥିଲେ ପଡ଼ିଆବାହାଲ ଗାଁର ଦଳିତ ପରିବାର
Read More...

ମ୍ୟାଲେରିଆ ପାଇଁ ସଚେତନତା ଅଭିଯାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ବ୍ରାହ୍ମଣୀ, ଛନଛଡା, ତୁଷ୍ଟାପାଲା, ସାଲେଦମକ ଗ୍ରାମରେ କୁମ୍ଭାରୀ ଜୟ ଜଗନ୍ନାଥ ତରଫରୁ ଏକ ଗାଁ ଗାଁ ବୁଲି ମେଲେରିଆ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଥିଲା । ତେବେ ବୁଲୁ ବଗର୍ତ୍ତି, ସୌମ୍ୟରଂଜନ ବଗର୍ତ୍ତି, ପ୍ରଦୀପ
Read More...

କଙ୍ଗାରୁ କୋର୍ଟରେ ଅସହାୟ ପରିବାରକୁ ନିଆଁ ପାଣି ବାସନ୍ଦ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଅସହାୟକୁ ସବୁବେଳେ ନିନ୍ଦା ଅପବାଦ ଶୁଣିବାର ଆମେ ପ୍ରତିଦିନ ଦେଖିଥାଉ, କିନ୍ତୁ ଆଜି ଏକ ଭିନ୍ନ ଧରଣର ଘଟଣା ଘଟିଯାଇଛି । ଘଟଣା ଟି ହେଲା ବଲାଙ୍ଗିର ଜିଲ୍ଲା, ଖପ୍ରାଖୋଲ ବ୍ଲକ ବାଘଝରନ୍ ଗ୍ରାମରେ । ଉକ୍ତ ଗ୍ରାମରେ ରହନ୍ତି ଭାସ୍କର ମହାନନ୍ଦ ପିତା ସତ୍ୟା
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ପ୍ରତିଶ୍ରୁତି ରଖିଲେ ଜିଲ୍ଲାପାଳ, ଆହତଙ୍କୁ ବ୍ଳକ ପ୍ରଶାସନର ସହାୟତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ବିଭିନ୍ନ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ପାଇଁ ଗତ ଫେବୃୟାରୀ ୯ରେ ବଲାଙ୍ଗିର ଜିଲ୍ଲାପାଳ ଚାଞ୍ଚଳ ରାଣା ଗସ୍ତ କରିଥିଲେ । ତେବେ ଏହି ସମୟରେ ବେଲଗାଁ ଗ୍ରାମ ପଞ୍ଚାୟତର କିଛି ଲୋକେ ମନରେଗା ଯୋଜନାରେ
Read More...

ବଲାଙ୍ଗିରରେ ଜିଲ୍ଲା ସ୍ତରୀୟ କୃଷି ଓଡିଶା ୨୦୨୧ ଉଦଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ କୃଷି ବିଭାଗ ପରିସର ଠାରେ ଜିଲ୍ଲାସ୍ତରୀୟ କୃଷି ମହତ୍ସୋବ ଉଦାଘାଟିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଏହି ମହତ୍ସୋବର ବିଧିବଦ୍ଧ ଉଦଘାଟନ କରିଛନ୍ତି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନରେ ଆୟୋଜିତ ଏହି
Read More...

ବଲାଙ୍ଗିରକୁ ୧୦୦କୋଟି ଟଙ୍କାର ଅନୁଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କଳିକେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ପର୍ଯ୍ୟଟନର ବିକାଶ ପାଇଁ ୧୦୦କୋଟିର ଅନୁଦାନ ଦେବାକୁ ଦାବୀ କରିଛନ୍ତି ବଲାଙ୍ଗିରର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ । ମୁଖ୍ୟମନ୍ତ୍ରୀଙ୍କୁ ଚିଠିଲେଖି କଳିକେଶ ଦାବୀ କରିଛନ୍ତି ଯେ, ବଲାଙ୍ଗିର ଜିଲ୍ଲାର ହରିଶଙ୍କରଠାରୁ ବରଗଡ
Read More...

ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ଓ ଅଫିସର ସଂଘର ଧାରଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ତଥା କର୍ପୋରେଟ ପୋଷଣ ନୀତି ବିରୁଦ୍ଧରେ ଗତ ଦୁଇ ଦିନ ଧରି ସାରା ଦେଶରେ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ଜାରି ରହିଛି । ସେହି ପରିପ୍ରେକ୍ଷୀରେ ବଲାଙ୍ଗିରର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ଓ ଅଫିସର ସଂଘ ଗତ ଦୁଇ
Read More...

ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ : ବିପୁଳ ପରିମାଣରେ ଗୁଟଖା ସାମଗ୍ରୀ ଜବତ

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅଂଚଳରେ ମ.ରାମପୁର ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ କରାଯାଇଥିଲା । ମ.ରାମପୁର ଠାରେ ଥିବା ବିଭିନ୍ନ ପାନମସଲା ଦୋକାନ ଗୁଡ଼ିକ ଉପରେ ଚଢାଉ କରାଯାଇ ବିପୁଳ ପରିମାଣରେ ଗୁଟଖା, ସିଗାରେଟ ଜବତ କରାଯାଇଥିବା ଜଣାଯାଇଛି ।
Read More...

ପୁଣି ଲଜ୍ଜା : ଶିକ୍ଷକଙ୍କ ଦ୍ୱାରା ନବମଶ୍ରେଣୀ ଛାତ୍ରୀଙ୍କୁ ୨ବର୍ଷ ହେଲା ଯୌନ ନିର୍ଯ୍ୟାତନା

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଳା ମ.ରାମପୁର ଥାନା ଅଂଚଳରେ ପୁଣିଥରେ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ମୁତାବକ ଜଣେ ଶିକ୍ଷକ ଗତ ଦୁଇ ବର୍ଷ ଧରି ଜଣେ ନାବାଳିକା ତଥା ନିରୀହ ଝିଅକୁ ଯୌନ ନିର୍ୟ୍ୟାତନା ଦେଉଥିଲେ । ଏପରିକି ସେ ଉକ୍ତ ଛାତ୍ରୀ ଜଣଙ୍କୁ କିଛି ଦିନ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୩ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧୧ରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ଜିଲ୍ଲାରେ ୧୧ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି
Read More...