Daily Archives

ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ରାଜୀବ ଲୋଚନ ପତିଙ୍କ ପରଲୋକ

ଭୋଗରାଇ, ( ଶିବନାରାୟଣ ପାତ୍ର ) : ଭୋଗରାଇ ବ୍ଲକ ଅନ୍ତର୍ଗତ ସିଆଁରୋଇ ଗ୍ରାମପଞ୍ଚାୟତ ଅଧିନସ୍ଥ ବେଲଦା ଗ୍ରାମର ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ତଥା ନୀଳକଣ୍ଠ ନୋଡାଲ ବିଦ୍ୟାପୀଠର ପ୍ରତିଷ୍ଠାତା ସ୍ବର୍ଗତଃ ନୀଳକଣ୍ଠ ପତିଙ୍କ ସୁପୁତ୍ର ରାଜୀବ ଲୋଚନ ପତି ୮୭ ବର୍ଷ ବୟସରେ ଗତ ଗୁରୁବାର ସନ୍ଧ୍ୟା
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାଂଲାଦେଶ ଗସ୍ତକୁ ବିରୋଧ : ହିଂସାତ୍ମକ ପ୍ରଦର୍ଶନରେ ୪ ଜଣ ପ୍ରାଣ ହରାଇଲେ

ଢ଼ାକା : ଦୁଇ ଦିନିଆ ବାଂଲାଦେଶ ଗସ୍ତ ପାଇଁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଢ଼ାକାରେ ପହଞ୍ଚିଛନ୍ତି । ଏଥି ସହିତ ବାଂଲାଦେଶର ଚିତ୍ରକୋଣ୍ଡାରେ ତାଙ୍କ ଗସ୍ତକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା, ଯେଉଁଥିରେ ପୋଲିସ ସହ ହିଂସାତ୍ମକ ସଂଘର୍ଷରେ ଅତିକମ୍‌ରେ ଚାରି
Read More...

କାହାକୁ କହିବା, ଶାସନ ବ୍ୟବସ୍ଥାକୁ କି ଭାଗ୍ୟକୁ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଛିନ୍ଦେଇକେଲା ଗ୍ରାମ ପଞ୍ଚାୟତର ବାରପର୍ଲିଆ, ମଖନାମୁଣ୍ଡା ଗ୍ରାମ । ବୟାନବେ ପ୍ରତିଶତ ଲୋକ ଆଦିବାସୀ ଜାତିର ବାସିନ୍ଦା ଅଟନ୍ତି ଗ୍ରାମରେ । କିନ୍ତୁ ଦୁଇ ଗାଁରେ ପାଣିର ଘୋର ଅଭାବ ଦେଖାଯାଏ । ଏହାର
Read More...

ଦେଓଗାଁ ବ୍ଲକରେ ଏକଲବ୍ୟ ମୋଡେଲ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦାବୀ : କେନ୍ଦ୍ରମନ୍ତ୍ରୀଙ୍କୁ ପତ୍ର ଲେଖିଲେ…

ବଲାଙ୍ଗିର, (ମନୀଷ କୁମାର ସାହୁ) : ଓଡିଶା ରାଜ୍ୟ ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅଂଚଳରେ ଏକ ଏକଲବ୍ୟ ମୋଡେଲ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଦାବୀ କରାଯାଇଛି । ଦେଓଗାଁ ବ୍ଲକ କେବିକେ ଅଂଚଳରେ ଅନ୍ତର୍ଭୁକ୍ତ । ଯାହାକି ସାମାଜିକ, ଅର୍ଥନୈତିକ ଓ ଶିକ୍ଷା କ୍ଷେତ୍ରରେ ଦେଶର ଏକ
Read More...

ସମ୍ବେଦନହୀନ ବିଜେପୁର ବ୍ଲକ ପ୍ରଶାସନ : ମାସ ମାସ ଧରି ପର ଘରେ ଆଶ୍ରିତ ପରିବାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପୁର ନିର୍ବାଚନ ମଣ୍ଡଳୀ ନାଁ ଶୁଣିଦେଲେ ସମସ୍ତେ ଚକିତ ହୋଇଯାଉଥିଲେ ଲୋକେ । ମୁଖ୍ୟମନ୍ତ୍ରୀ ନିଜେ ଏଠାରୁ ନିର୍ବାଚିତ ହେବା ସମୟରୁ ଲୋକଙ୍କ ମନରେ ଆଶା ଏବଂ ବିଶ୍ୱାସ ବଢିଯାଇଥିଲା । ମୁଖ୍ୟମନ୍ତ୍ରୀ ନିଜେ ବିଜେପୁରର ବିକାଶ ଦେଖିବେ ବୋଲି ସମଗ୍ର
Read More...

ଆଦିବାସୀ ରୟତି ଜମିରେ ସରକାରୀ ହାଇସ୍କୁଲ ନିର୍ମାଣ ଘଟଣା : ଆଦିବାସୀ ସଂଘର ବିରୋଧ

ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଧିନସ୍ଥ ମୁରିବାହାଲ ବ୍ଲକ୍ ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟ ସିରୋଲର ଶ୍ରେଣୀ କକ୍ଷ ପାଚେରୀ, ଅଫିସ କକ୍ଷ ଓ ଅନ୍ୟାନ୍ୟ କଠୋରୀ ଗୁଡ଼ିକ ଜଣେ ଆଦିବାସୀଙ୍କ ରୟତି ଜମି ଉପରେ ନିର୍ମାଣ ହୋଇଛି ବୋଲି ଜିଲ୍ଲା ଆଦିବାସୀ
Read More...

କଳାହାଣ୍ଡିରେ ତେଜିବ କୋଶଲ ଆନ୍ଦୋଳନ

କଳାହାଣ୍ଡି, (ଭାରତ ବିଶି) : ଗୁରୁବାର ଭବାନୀପାଟଣା ଭାଗିରଥି ପାର୍କରେ କଲାହାଣ୍ଡିରୁ କୋଶଲ ସେନା ଓ କଲାହାଣ୍ଡି ଯୁବକ ସଂଘ ତରଫରୁ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଭାରତ ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ସୁବାଷ ବଗର୍ତ୍ତି, ପପୁ ସେନାପତି, ମୁକେଶ କୁମାର ସାହୁ,
Read More...

ଝରାପାଲି ଗ୍ରାମ ଠାରେ ୧୬ ପ୍ରହରୀ ନାମ ଯଜ୍ଞ ଆରମ୍ଭ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ସଂକ୍ରିଡା ପଞ୍ଚାୟତ ଝରାପାଲି ଗ୍ରାମ ଠାରେ ୧୬ ପ୍ରହରୀ ନାମ ଯଜ୍ଞ ଆରମ୍ଭ ହୋଇଯାଇଛି । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏଥିରେ ମୁଖ୍ୟ କର୍ତ୍ତା ଭାବରେ ଯୋଗେଶ୍‌ଶ୍ୱର ଭୂଏ ଓ ବନିତା ଭୁଏ କାର୍ୟ୍ୟ ତୁଲାଉଛନ୍ତି ।
Read More...

ଗୌଡଗୋଠର ୪ ଅଙ୍ଗନୱାଡି କେନ୍ଦ୍ରରୁ ୨କେନ୍ଦ୍ରର ନାହିଁ ନିଜସ୍ଵ ଜାଗା, କୋଠରୀ : ୩ଟି କେନ୍ଦ୍ରର ୯୦ଜଣ ଶିଶୁ ପଢୁଛନ୍ତି…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗୌଡଗୋଠ ଗାଁର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଗାଁରେ 'କ', 'ଖ', 'ଗ', 'ଘ' ଭାବେ ୪ଟି ଅଙ୍ଗନୱାଡି କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ଏହା ପରେ ଆଉ ୨ଟି କେନ୍ଦ୍ର ନିର୍ମାଣ ପାଇଁ ସରକାର ପକ୍ଷରୁ ବିଚାରାଧୀନରେ ଅଛି । କିନ୍ତୁ 'ଖ' ଓ 'ଗ'
Read More...

କୃଷି ବିଲକୁ ନେଇ କୃଷକ ପକ୍ଷରୁ ଭାରତ ବନ୍ଦ : ଦେଓଗାଁରେ ପ୍ରଭାବ ଶୂନ୍ୟ : ସିନଖମନରେ ଆପ୍ ପକ୍ଷରୁ ରାସ୍ତାରୋକ

ଦେଓଗାଁ, (ମନୀଷ କୁମାର ସାହୁ) : କେନ୍ଦ୍ର ସରକାରଙ୍କ ତିନୋଟି ବିବାଦୀୟ କୃଷି ବିଲକୁ ନେଇ କୃଷକମାନଙ୍କ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ଦେଓଗାଁ ସଦର ସହ ଅଧିନସ୍ଥ ଗ୍ରାମାଞ୍ଚଳରେ ପ୍ରଭାବ ଶୂନ୍ୟ ଜଣାପଡିଛି । କିଛି ଦୋକାନୀ ଦୋକାନ ଖୋଲିବେ ତାହାକୁ ନେଇ ‌ଦ୍ୱନ୍ଦରେ ରହି କାଁ ଭାଁ
Read More...