Daily Archives

ବରଗଡରେ ରାଜ୍ୟସ୍ତରୀୟ ଆକାଶବାଣୀ ଶ୍ରୋତା ସମ୍ମିଳନୀ : ଦୁର୍ଗମ ଅଞ୍ଚଳର ସାଥୀ ଆକାଶବାଣୀ

ବରଗଡ଼, (ନିରୋଜ କୁମାର ପାଣୀ) : ଯେଉଁ ସ୍ଥାନରେ ଅନ୍ୟ ମାଧ୍ୟମ ପହଂଚି ପାରେ ନାହିଁ, ସେହି ସ୍ଥାନକୁ ଆକାଶବାଣୀ ଅତି ସହଜ ଓ ଶୀଘ୍ର ପହଞ୍ଚି ପାରୁଛି । ଦୁର୍ଗମ ଅଂଚଳର ସାଥୀ ହଉଛି ଆକାଶବାଣୀ । ସମୟ ସହିତ ତାଳ ଦେଇ ଆକାଶବାଣୀ ନିଜ କାର୍ୟ୍ୟକ୍ରମରେ ବି ନୂତନତ୍ୱ ଆପେଣେଇଛି ବୋଲି ଆଜି ଅଗ୍ରଗାମୀ
Read More...

ଓଡିଶାର ଲୋକେ ଛତିଶଗଡ଼ମୁହାଁ ହେଉଛନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରାୟତଃ ଓଡିଶାର ବିଭିନ୍ନ ସୀମାରେ ପଡୋଶୀ ରାଜ୍ୟ ମାନଙ୍କ ସହ ବିବାଦ ଚାଲିଥିବା ବେଳେ ମନ୍ତ୍ରୀ ମଧ୍ୟ ଏ କଥାକୁ ସ୍ଵୀକାର କରିଛନ୍ତି । ଅନ୍ୟପଟେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଚରଦାପାଲି ପଞ୍ଚାୟତ ଏକ ଛତିଶଗଡ଼ ସୀମାବର୍ତ୍ତୀ ଜଙ୍ଗଲ ମଧ୍ୟରେ
Read More...

ଓଭର ବ୍ରିଜ ଶୀଘ୍ର ଚଳାଚଳ କରିବାକୁ ବିଜେପିର ଦାବୀ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ସହରର ଟ୍ରାଫିକ ସମସ୍ୟା ଉତ୍କଟ ରୂପ ନେଉଥିବାରୁ ତଥା ରେଲ ଫାଟକ ଯୋଗୁଁ ଅନେକ ସମସ୍ୟା ଦେଖା ଦେଉଥିବାରୁ ଅନେକ ଆନ୍ଦୋଳନ, ଦାବୀ ପରେ ବ୍ରିଜ ନିର୍ମାଣ ପାଇଁ ୧୯୯୨ ମସିହାରେ ପ୍ରଥମ ଶୁଭ ପଡ଼ିଥିଲା । ହେଲେ ରାଜନୈତିକ ଛକାପଞ୍ଝା ଭିତରେ ରହି ୨୦୨୧ ମସିହା
Read More...

ଅଖିଳ ଭାରତୀୟ ସାହିତ୍ୟ ପରିଷଦର ବସନ୍ତ ଆସର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଲ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖା ତରଫରୁ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ସଭାପତିତ୍ୱରେ ବସନ୍ତ ଆବାହନୀ କବିତା ଆସରର ଏକ ୱେବ ସଂଗୋଷ୍ଠି ଆୟୋଜିତ ହୋଇଥିଲା । ସୁଶ୍ରୀ ସବିତା ଭୋଇ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସୁଶ୍ରୀ ସଂଯୁକ୍ତା
Read More...

ବଲାଙ୍ଗିର ଜିଲ୍ଲା ଓଷ୍ଟା କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଓଷ୍ଟା କାର୍ଯ୍ୟକାରୀ ବୈଠକ ସଭାପତି ଛାୟାକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଭାରେ ଜିଲ୍ଲା ସଂପାଦକ କୁଶଧ୍ୱଜ ସାହୁ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଏବଂ ନିମ୍ନ ଲିଖିତ ନିଷ୍ପତ୍ତି ଗ୍ରହଣ କରାଗଲା । ବଲାଙ୍ଗିର
Read More...

ଡଙ୍ଗରପଡାରେ ବ୍ଲକସ୍ତରୀୟ ଯାଦବ ମହାସଭା ସମାବେଶ : ଯାଦବମାନଙ୍କୁ ସରକାର ଅଣଦେଖା କଲେ ଆଗାମୀ ଦିନରେ ଆନ୍ଦୋଳନ ଚେତାବନୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡଙ୍ଗରପଡା ପଂଚାୟତର କୋକଡୁଙ୍ଗରୀ ଠାରେ ଆଜି ମୁରିବାହାଲ ବ୍ଲକସ୍ତରୀୟ ଯାଦବ ମହାସଭାର ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଚଣ୍ଡୀ ସମଲାଇ ଏବଂ ଭଗବାନ ଶ୍ରୀ କୃଷ୍ଣଙ୍କୁ ପୂଜାର୍ଚ୍ଚନା କରାଯିବା
Read More...

ମୋ ସ୍କୁଲ ଅଭିଯାନରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଜି.ପି ହାଇସ୍କୁଲରେ ଆଜି ମୋ ସ୍କୁଲ ଅଭିଯାନରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅରୁଣ କୁମାର ବାରିକଙ୍କ
Read More...

ଟାର୍ଗେଟ ବୃଦ୍ଧି ଦାବୀରେ ଚାଷୀଙ୍କ ରାଜରାସ୍ତା ଅବରୋଧ : ସଂକୀର୍ତ୍ତନ ମାଧ୍ୟମରେ ଅଭିନବ ପ୍ରତିବାଦ

ବୌଦ୍ଧ, (ବଂଶୀଧର ମାଝୀ) : ଟାର୍ଗେଟ ସମସ୍ୟା ଥିବାରୁ ଧାନ ବିକ୍ରି କରି ନପାରିବା ଯୋଗୁଁ ଫବୃଆରୀ ୧୪ ତାରିଖରୁ ପେକ୍ସରେ ଧାନ ପଡି ରହିଛି । ଘଣ୍ଟାପଡା ପେକ୍ସ ଅଧିନ ଆମ୍ବଗାଁ ମଣ୍ଡି ନିମନ୍ତେ ୭୮୦ ବସ୍ତା ଟାର୍ଗେଟ ରହିଥିବା ବେଳେ ଚାଷୀଙ୍କ ୨ ହଜାର ବସ୍ତା ଧାନ ରାସ୍ତା ପାର୍ଶ୍ବରେ ପଡିରହିଛି
Read More...

ସ୍ୱଚ୍ଛ ପ୍ରାର୍ଥୀଙ୍କୁ ନେଇ ବରଗଡ଼ ପୋୖର ନିର୍ବାଚନରେ ଲଢ଼ିବ ଆପ୍

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଆଗକୁ ପୋୖର ଓ ପଂଚୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଆମ୍ ଆଦମୀ ପାର୍ଟିର ଏକ ଜିଲ୍ଳା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ପୋୖର ନିର୍ବାଚନରେ ସ୍ୱଚ୍ଛ ଛବିର ପ୍ରାର୍ଥୀଙ୍କୁ ପାର୍ଟି ଟିକଟ୍‌ ଦେବାକୁ ନିଷ୍ପତି ନେଇଛି । ବରଗଡ଼ର ମୁଖ୍ୟ ସମସ୍ୟା ଯଥା
Read More...

ମାସିକ ସାହିତ୍ୟ ପତ୍ରିକା ‘କୁଆଁରୀ’ର ଚତୁର୍ଥ ଜନ୍ମୋତ୍ସବ ପାଳିତ : କବି ଆନଂଦଙ୍କୁ ପ୍ରଦାନ କରାଗଲା ‘କୁଆଁରୀ ସାହିତ୍ୟ…

ପାଟଣାଗଡ଼, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ମେହେର ଧର୍ମଶାଳାରେ ପାଟଣାଗଡ଼ରୁ ପ୍ରକାଶ ପାଉଥିବା ମାସିକ ସାହିତ୍ୟ ପତ୍ରିକା ‘କୁଆଁରୀ’ର ଚତୁର୍ଥ ଜନ୍ମୋତ୍ସବ ପାଳିତ ହୋଇଯାଇଛି । ଏହି ଜନ୍ମୋତ୍ସବର ପ୍ରଥମ ଅଧିବେଶନରେ ପାଟଣାଗଡ଼ ଜବାହରଲାଲ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ତଥା ସାହିତ୍ୟିକ
Read More...