Daily Archives

ଦେଖ୍‌ଲା ବେଲ୍‌କେ ସବୁଆଡ଼ୁ ଥେତା

ଚଏତୁର୍‌ ଉସତ୍‌ କହେଲେ ନେଇଁ ସରେ । ଏଦେ, ଆର ମାସର୍‌ ପହେଲା ତାରିଖ୍‌ ନୁଁ ଜଏନ୍‌ କର୍‌ବା ଚାକ୍‌ରୀ ଥି । ଦଲାଲ୍‌ କେ ଠନ୍‌ ଠନ୍‌ ଗନି ଦେଇଛେ ଖଡ଼୍‌ଖଡ଼ି ନୋଟ୍‌ । ତିନ୍‌ ଲାଖ୍‌ । ଯେତ୍‌କି ଠୁଲେଇ କରି ରଖିଥିଲା ଝାଲ୍‌ ବୁହା ଟଁକା, ସବୁ ଦେଇ ଦେଇଛେ । ଦଲାଲ୍‌ ବି ନିଜର୍‌ ଲୋକ୍‌ ଝନେ ।
Read More...

ଡ୍ୟୁଟି ସମୟରେ ମହୁମାଛି ଆକ୍ରମଣରେ କେନ୍ଦୁପତ୍ର ଫଡ଼ି ସୁପଭାଇଜରଙ୍କ ମୃତ୍ୟୁ

ବରଗଡ, (ନିରୋଜ କୁମାର ପାଣୀ) : ଅମ୍ବାଭୋନା ବ୍ଲକ ଜରିମୂଲୀ ଗ୍ରାମର ନିଳାମ୍ବର ସୁନା ବୟସ ୫୮ ଗତକାଲି ଭଟଲି ସୁଲସୁଲିୟା କେନ୍ଦୁପତ୍ର ଫଡ଼ିରେ କାର୍ୟ୍ୟ କରୁଥିବା ସମୟରେ ହଠାତ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ତେବେ ତାଙ୍କୁ ତୁରନ୍ତ ବରଗଡ଼ ମୂଖ୍ୟ ଚିକିତ୍ସା କେନ୍ଦ୍ରକୁ ଚିକିତ୍ସା
Read More...

ଛତ୍ରପୁର ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ଉଦ୍ଦେଶ୍ୟରେ ୟୁଥ୍ ମାସ୍‌ ସେବା ସଂଘର ପ୍ରୟାସ ଯୋଜନା

ବ୍ରହ୍ମପୁର , (କେ. ସତ୍ୟ ନାରାୟଣ ରେଡ଼୍‌ଡ୍ଡୀ) : ଛତ୍ରପୁରକୁ କ୍ଲିନ୍ ସିଟି କରିବା ଉଦ୍ଦେଶ୍ୟରେ ମାନୋ ୟା ନା ମାନୋ ଯୋଜନାର ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ଉଦ୍ଦେଶ୍ୟରେ ଅଗ୍ରଣୀ ସ୍ୱେଚ୍ଛାସେବୀ
Read More...

ତହଁକ୍ କୁଟୁମ୍‌ର ପୀର୍‌ତି ଫଗୁନ୍ କବିତା ଆସର

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଫଗୁଣ ଆସିଲେ ପ୍ରେମମୟ ହୋଇଉଠେ ପ୍ରକୃତି । ପଲାଶ ଫୁଲ, ଆମ୍ବ ବଉଲର ବାସ୍ନାରେ ମହକି ଉଠେ ପୃଥିବୀ ରାଣୀ । କୋଇଲିର କୁହୁକୁହୁ ତାନରେ ଗୁଞ୍ଜରି ଉଠେ ଧରାପୃଷ୍ଠ । ଏହି ସମୟରେ କବି ମଧ୍ୟ ଆହୁରି ପ୍ରକୃତିପ୍ରେମୀ ହୋଇ ନିଜ କଲମ ମୁନରେ ରଚିଦିଏ ଭରପୂର ପ୍ରେମମୟ
Read More...

ତିନୋଟି ଗାଡି ସହ ଗଞ୍ଜେଇ ଜବତ : ୪ଜଣ ଗିରଫ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ଖଜୁରିପଡ଼ା ଥାନା ଅଞ୍ଚଳରୁ ୧୮୮ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏହି ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହାଛଡ଼ା ଗୋଟିଏ ସ୍କର୍ପିଓ ଓ ୨ଟି ଆମ୍ବାସାଡର୍ କାର୍ ବି ଜବତ ହୋଇଥିବାର ଖବର ମିଳିଛି । ମିଳିଥିବା
Read More...

ଷଷ୍ଠଦଶ ବୌଦ୍ଧ ପୁସ୍ତକ ମେଳା ଆରମ୍ଭ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା ଜରନାଲିଷ୍ଟ ଫୋରମ ତରଫରୁ ବୌଦ୍ଧ ଟାଉନହଲ ଠାରେ ଦୁଇ ଦିନିଆ ଷଷ୍ଠଦଶ ବୌଦ୍ଧ ପୁସ୍ତକ ମେଳା ଆରମ୍ଭ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ଏହି ମେଳାର ଶୁଭ ଉଦ୍‌ଘାଟନ କରିଥିଲେ । ଦୁଇ ଦିନ ଧରି ଚାଲିବାକୁ
Read More...

ଗାଁ ମଝିରେ ଚାଲିଛି ବେଆଇନ ମଦ କାରବାର : ବଢ଼ୁଛି ଜନ ଅସନ୍ତୋଷ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରାପଦର ଗାଁରେ ଖୁଲମ୍‌ଖୁଲା ଭାବେ ନିଜ କିରାନା ଦୋକାନରେ ତଥା କୁକୁଡ଼ା ଦୋକାନରେ ଚାଲିଛି ବେଆଇନ ଦେଶୀ, ବିଦେଶୀ ମଦ କାରବାର । ମହରାପଦର ଗାଁର ସୁରେଶନ ଦଳେଇ ନିଜର କିରାନା ଦୋକାନରେ ଦେଶୀ, ବିଦେଶୀ ମଦ ବିକ୍ରି
Read More...

ବି‌ଶ୍ୱ ନାଟ୍ୟ ଦିବସ ଅବସରରେ ଛତ୍ରପୁରରେ ଗାନ୍ଧୀଙ୍କ ଓଡିଶା ଆଗମନ ନାଟକ ମଞ୍ଚସ୍ଥ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ଓଡିଆ ଭାଷା, ସାହିତ୍ୟ ପ୍ରତିଷ୍ଠାନ ଓ ରାଜ୍ୟ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲା ସଂସ୍କୃତି ପରିଷଦ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଏକଶତ ବର୍ଷ
Read More...

ଫୁଲବାଣୀ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ : ସମ୍ପାଦକ ହେଲେ ଅଜିତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ଓକିଲ ବାର ପରିସରରେ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ପ୍ରକ୍ରିୟା ସକାଳ ୮ଟାରୁ ଆରମ୍ଭ ହୋଇ ୩ଟାରେ ଶେଷ ହୋଇଥିଲା । ସମୁଦାୟ ୧୩୧ଜଣ ଭୋଟର ମଧ୍ୟରୁ ୧୨୨ ଜଣ ଭୋଟର ଭୋଟ ଦେଇଥିଲେ । ସେଥି ମଧ୍ୟରୁ ସଭାପତି ପଦ ପାଇଁ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୯ : ବଲାଙ୍ଗିର ପୌରାଂଚଳରୁ ୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧ ଏବଂ ୧୧ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବେଲପଡା ବ୍ଲକ କାନୁଟ ଗ୍ରା.ପ. ଏବଂ ମଧ୍ୟପୁର ଗ୍ରା.ପ.ରୁ
Read More...
error: Content is protected !!