Daily Archives

ବସ ଧକ୍କାରେ ଶିକ୍ଷକଙ୍କ ମୃତ୍ୟୁ ଘଟଣା : ୧୪ଘଣ୍ଟା ପରେ ପ୍ରଶାସନର ପ୍ରତିଶ୍ରୁତି ପରେ ହଟିଲା ରାସ୍ତା ରୋକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ ୨୬ ନମ୍ବର ଲାନ୍‌ଥ୍‌ ନଦୀ ନିକଟରେ ଆଜି ସକାଳୁ ଭୁବନେଶ୍ୱରରୁ ଭବାନୀପାଟଣା ଅଭିମୁଖେ ଆସୁଥିବା ସରକାରୀ ବସ ଗାଡି ନମ୍ବର ଓଡ଼ି୦୮ଜି୭୦୫୧ ଧକ୍କାରେ ଘଟଣା ସ୍ଥଲରେ ଶିକ୍ଷକ ମୃତ୍ୟୁ ହୋଇଥିଲା । ତେବେ ୧୪
Read More...

ଜୟ ମାଁ ଭବାନୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡିଦରହା ଗ୍ରାମ ଠାରେ ୧୪ତମ ଜେଏମ୍‌ବି ସ୍ମାରକୀ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଦିବସରେ ନିଲଜିପତରା ଟିମ ବିଜୟୀ ହୋଇଛନ୍ତି । ଲଉଡିଦରହା ୟୁଥ କ୍ଲବ ଆନୁକୂଲ୍ୟ ରେ ଆୟୋଜିତ ଏହି
Read More...

୨୬ ନଂ. ଜାତୀୟ ରାଜପଥ ଉପରେ ଦୁର୍ଘଟଣାଗ୍ରସ୍ତ ପ୍ରେସ ଗାଡିରୁ ବାହାରିଲା ଏକ କ୍ୱିଣ୍ଟାଲ ଗଞ୍ଜେଇ : ଗାଡ଼ି ଦୁର୍ଘଟଣା…

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଭୋର ସକାଳ ୬ଟା ୧୫ ମିନଟ ସମୟରେ ଜାତୀୟ ରାଜପଥ ୨୬ ଦେଓଗାଁ ସୋନଗଡ ନଦୀ ଉପରେ ଦୁଇଟି ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ହେଲେ ଗୋଟିଏ ଗାଡ଼ିରୁ ଏକ କ୍ୱିଣ୍ଟାଲ ଗଞ୍ଜେଇ ବହାରଥିବା ଜଣାପଡ଼ିଛି । ପ୍ରକାଶ ଥାଉ କି, ଦେଓଗାଁ ଡାକବଙ୍ଗଳା
Read More...

ଶିକ୍ଷକ ଶ୍ୟାମସୁନ୍ଦର ସାହୁଙ୍କୁ ବିଦାୟକାଳୀନ ନିଆରା ସମ୍ବର୍ଦ୍ଧନା

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ସମ୍ମୁଖରେ ଝୋଟି ଚିତା ଏବଂ କଳସ।ପଞ୍ଚବାଦ୍ୟ ରେ ଦୁଲୁକି ଉଠୁଥିଲା ଗାଁ ଦାଣ୍ଡ।ଏକ ଲମ୍ବା ଶୋଭା ଯାତ୍ରା । ରାସ୍ତା କଡ଼ରେ ଫୁଲମାଳ ଧରି ଠିଆ ହୋଇଥିଲେ ଛୁଆଠୁ ବୁଢ଼ା । ଲାଗୁଥିଲା ସତେ ଯେମିତି ଗାଁ ଗସ୍ତରେ କୈାଣସି ଜଣେ ବଡ ରାଜନେତା ଅବା ସରକାରୀ ବାବୁ
Read More...

କୁତୁର୍ଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ସୁଶାନ୍ତ ପାଣିଗ୍ରାହୀଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ସ୍ଥିତ ଧ୍ରୁବ ଆନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ସୁଶାନ୍ତ ପାଣିଗ୍ରାହୀ ଗତ ରବିବାର ଦିନ ୩ଟା ସମୟରେ ବୁର୍ଲା ଡ଼ାକ୍ତରଖାନାରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ମୃତ୍ୟୁ ପରେ ତାଙ୍କ ଗାଁ ବ୍ରାହ୍ମଣୀରେ
Read More...

ଲୁହାଖାନରେ ‘ମୋ ଚାଟଶାଳୀ’ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଲୁହାଖାନ ଗାଁରେ ଲୋକ ଉନ୍ନତି ସଂଗଠନ ବଲାଙ୍ଗିର ପକ୍ଷରୁ ବ୍ଲକ ସ୍ତରୀୟ ମୋ ଚାଟଶାଳୀ କାର୍ୟ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଦେଓଗାଁ ବ୍ଲକ୍ ଶିକ୍ଷା ଅଧିକାରୀ ସଙ୍କୀର୍ତ୍ତନ ବାଗ ମୁଖ୍ୟ ଅତିଥି ଭାବେ ଯୋଗ
Read More...

ପରିଣତ ବୟସରେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ମିଳୁନି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଲଖମରା ଗ୍ରାମ ପଞ୍ଚାୟତ ଧୁମାଭଟା ଗ୍ରାମ ଭାଗବତିଆ କଲାରୀ(୭୦ ବର୍ଷ), ନିତ୍ୟାନନ୍ଦ ନେଗୀ(୬୫ବର୍ଷ) ଓ ଭାଗବତିଆ ଡନସନା(୬ ବର୍ଷ) ପରିଣତ ବୟସରେ ମଧ୍ୟ ଆଜି ପର୍ୟ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ।
Read More...

ଜିଲ୍ଲା ଆନ୍ତଃ କ୍ଲବ୍ ଜୁନିୟର କ୍ରିକେଟ ପ୍ରତିଯୋଗିତା ଉଦ୍‌ଘାଟିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡିଶା କ୍ରିକେଟ ଆସୋସିଏସନ୍‌ର ଭିଜନ ୨୦-୨୪ ଆନୁକୁଲ୍ୟରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମ ଠାରେ ଆଜି ଜିଲ୍ଲା ଆନ୍ତଃ କ୍ଲବ୍ ଜୁନିୟର କ୍ରିକେଟ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲା କ୍ରିକେଟ
Read More...

ପାଞ୍ଚଟି ରାଜ୍ୟରୁ ଟ୍ରେନ ଯୋଗେ ବଲାଙ୍ଗିର ଜିଲ୍ଳାକୁ ଆସୁଥିବା ଯାତ୍ରୀଙ୍କ ନିମନ୍ତେ ଜିଲ୍ଳାର ବିଭିନ୍ନ ରେଳ ଷ୍ଟେସନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : କେତେକ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ରାଜ୍ୟ ସରକାର ସତର୍କ ସୂଚନା ଜାରି କରିଛନ୍ତି । କରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ବଲାଙ୍ଗିର ଜିଲ୍ଳା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ନିମନ୍ତେ ସତର୍କ ସୂଚନା ଜାରି କରାଯାଇଛି । ବିଶେଷ କରି
Read More...

ଓସିଏ ଭିଜନ ୨୦୨୪ : ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟାମ ଠାରେ ଓସିଏ ଭିଜନ ୨୦୨୪ ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାର ଷଷ୍ଠ ଦିବସରେ ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ କ୍ଲବ ଓ ଏଲ୍‌ସିଏ ପାଟଣାଗଡ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୟଙ୍ଗ ଷ୍ଟୁଡେଣ୍ଟ ଦଳ ପ୍ରଥମେ
Read More...