Daily Archives

ବରଗଡ଼ ବିଜେପି ଜିଲ୍ଲା ସଭାପତିଙ୍କ ମାତୃ ବିୟୋଗ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ସନ୍ଧ୍ୟା ୬ ଘ ୪୦ ମି. ସମୟରେ ବରଗଡ଼ ଜିଲ୍ଲା ବିଜେପି ସଭାପତି ଅଶ୍ବିନୀ ଷଡ଼ଙ୍ଗୀଙ୍କ ମାତା ପୁଷ୍ପାଞ୍ଜଳି ଷଡ଼ଙ୍ଗୀଙ୍କ ୮୦ ବର୍ଷ ବୟସରେ ପରଲୋକ ଘଟିଛି । ସେ ଜଣେ ଧର୍ମପରାୟଣ ମହିଳା ଥିଲେ । ମୃତ୍ୟୁ ସମୟରେ ତାଙ୍କ ୫ ପୁଅ କିଶୋର କୁମାର ଷଡ଼ଙ୍ଗୀ,
Read More...

ଝାରବନ୍ଧରେ ବିଜେପିର ଜନତା ଅଦାଲତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ପରିସରରେ ଭାରତୀୟ ଜନତା ପାର୍ଟି ଝାରବନ୍ଧ ଓ ଜଗଦଲପୁର ମଣ୍ତଳ ତରଫରୁ ଝାରବନ୍ଧ ବ୍ଲକରେ ହେଉଥିବା ଦୁର୍ନୀତି ପ୍ରତିବାଦରେ ଜନତା ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜନତା ଅଦାଲତ କାର୍ୟ୍ୟକ୍ରମରେ ବରଗଡ ସଂସାଦ ସୁରେଶ ପୂଜାରୀ,
Read More...

ଭାରତ ସାମୁଦ୍ରିକ ଶିଖର ସମ୍ମିଳନୀ-୨୦୨୧ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

• ଭାରତ ସାମୁଦ୍ରିକ କ୍ଷେତ୍ରରେ ଶକ୍ତିଶାଳୀ ହେବା ସହ ନୀଳ ଅର୍ଥନୀତିରେ ବିଶ୍ୱରେ ଅଗ୍ରଣୀ ହେବାକୁ ଲକ୍ଷ୍ୟ ରଖିଛି : ପ୍ରଧାନମନ୍ତ୍ରୀ• ୨୦୩୦ସୁଦ୍ଧା ଭାରତ ୨୩ଟି ଜଳପଥ କାର୍ୟ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛି : ପ୍ରଧାନମନ୍ତ୍ରୀ• ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ୪୦୦ ପୁଞ୍ଜି
Read More...

ନନ୍ଦକୁମାର ସିଂ ଚୌହାନଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ, (ପିଆଇବି) : ନନ୍ଦକୁମାର ସିଂ ଚୌହାନଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଖଣ୍ଡୱା ଲୋକସଭା ସାଂସଦ ଶ୍ରୀ ନନ୍ଦକୁମାର ସିଂ ଚୌହାନ ଜୀଙ୍କ ଦେହାନ୍ତରେ ମର୍ମାହତ । ସମଗ୍ର
Read More...

କୋଭିଡ ଜନିତ ମୃତ୍ୟୁ ଯୋଗୁଁ ସାମ୍ବାଦିକଙ୍କ ପରିବାରକୁ ସହାୟତା

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : କରୋନା ଆକ୍ରାନ୍ତ ହେବା ଯୋଗୁଁ ବୈଦ୍ୟୁତିକ ଗଣମାଧ୍ୟମ ନିଉଜ-୧୮ର ଭୁବନେଶ୍ୱର ପ୍ରତିନିଧି ପ୍ରବୀର କୁମାର ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ରାଜ୍ୟ ସରକାର ୧୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ସ୍ୱର୍ଗତ ପ୍ରବୀର
Read More...

ବିଧାୟକ ସାଲୁଜାଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନା କେନ୍ଦ୍ର ଉଦଘାଟିତ

କଂଟାବାଂଜି, (ମନୀଶ କୁମାର ହଂସ) : କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ଭାରତୀୟ ଜନ ଔଷଧି ପରିଯୋଜନା କେନ୍ଦ୍ର ମଂଗଲବାର ଦିନ ଉଦଘାଟିତ ହୋଇଯାଇଛି । ଏହି ଔଷଧ ବିକ୍ରୟ କେନ୍ଦ୍ର ଖୋଲିବା ଦ୍ୱାରା କଂଟାବାଂଜି ତଥା ଅଂଚଳର ସାଧାରଣ ଜନତା ସ୍ୱଳ୍ପ ଦାମରେ ଜେନେରିକ ଔଷଧ
Read More...

ସରସରା ପୂର୍ବତନ ସରପଞ୍ଚଙ୍କ ପତ୍ନୀ ବିୟୋଗ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ସ୍ଥିତ ସରସରା ଗ୍ରାମର ପୂର୍ବତନ ସରପଞ୍ଚ ଗୌରହରି ପଧାନଙ୍କ ପତ୍ନୀ ଯଶୋଦା ପଧାନଙ୍କ ପରଲୋକ ଘଟିଛି । ମୃତ୍ୟ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ସେ ଜଣେ ଧର୍ମ ପରାୟଣ ମହିଳା ଥିଲେ । ସେ ତାଙ୍କ ଦୁଇଟି ଝିଅ ଓ ‌ଜ୍ୱାଇଁ ସୁଶ୍ମିତା ବଢେଇ, ଡାକ୍ତର
Read More...

ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ

କଂଟାବାଂଜି, (ମନୀଶ କୁମାର ହଂସ) : ଆଜି ସକାଳ ସାଢେ ନଅଟା ବେଳେ ପମ୍ପୁ ତଲାବ ଠାରୁ ୧୦୦ ମିଟର ଦୂରରେ ଜଣେ ଯୁବକ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଥିବା ଜଣାପଡିଛି । ଯୁବକ ଜଣକ କଂଟାବାଂଜି ୱାର୍ଡ ନଂ. ୭ର ଫାରମ ଟାହାଣି (୪୮) । ସେ ମାନସିକ ବିକୃତ ଥିବା ଜଣା ପଡିଛି । ଟିଟିଲାଗଡରୁ ରାୟପୁର
Read More...

୮ଦଫା ଦାବୀ ନେଇ ଏନ.ଏ.ସି. ଘେରିଲା ଭାଜପା

କଂଟାବାଂଜି, (ମନୀଶ କୁମାର ହଂସ) : ଭାରତୀୟ ଜନତା ପାର୍ଟି କଂଟାବାଂଜି ମଣ୍ଡଳଦ୍ୱାରା ମଂଗଲବାର ଦିନ କଂଟାବାଂଜି ଏନ.ଏ.ସି.ର ମୁଖ୍ୟ ଫାଟକ ସମ୍ମୁଖରେ ଦିନିକିଆ ବିକ୍ଷୋଭ କରାଯାଇଛି । ଏନ.ଏ.ସି. ସହରାଂଚଳରେ ବସବାସ କରୁଥିବା ବାସହୀନ ଗରିବ ତଥା କଚ୍ଚା ଘରେ ରହିଆସୁଥିବା ଲୋକଙ୍କୁ
Read More...

ବଲାଙ୍ଗିରର ୫ ଜଣ ବରିଷ୍ଠ ମହିଳା କ୍ରିକେଟର ମନୋନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ମାର୍ଚ୍ଚ ୧୧ ତାରିଖର ଜାତୀୟ ବରିଷ୍ଠ ମହିଳା ଦିନିକିଆ କ୍ରିକେଟ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି । ଓଡିଶା ଏହି ପ୍ରତିଯୋଗିତାରେ ଏଲଟି ଗୃପରେ ଅଛି । ଏଥି ସହିତ ଝାରଖଣ୍ଡ, ହାଇଦ୍ରାବାଦ, ଗୁଜୁରାଟ, ଛତିଶଗଡ଼ ଓ ତ୍ରିପୁରା ଏହି ଏଲଟି ଗୃପରେ
Read More...
error: Content is protected !!