Daily Archives

ଆସ‌ନ୍ତା କାଲି ମହାନ୍ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ହେବ

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ମହାନ୍ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ୫ ମାର୍ଚ୍ଚ, ୨୦୨୧ ପୂର୍ବାହ୍ନ ୧୧ଟା ସମୟରେ ଜୟଦେବ ଭବନରେ ବିଜୁ ବାବୁଙ୍କ ଜୀବନୀ ଉପରେ ଆଧାରିତ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟିତ ହେବ । ଅପରାହ୍ନ ୫.୩୦ ସମୟରେ ଜୟଦେବ
Read More...

ଫ୍ରିଡମ୍‌ ହାଉସ୍‌ ରିପୋର୍ଟ ‘ଭାରତ ବିରୋଧୀ ଏଜେଣ୍ଡାର ଅଂଶ’ : ବିଜେପି

ନୂଆଦି‌ଲ୍ଲୀ : ୱାଶିଂଟନ୍‌ର ଏକ ପ୍ରତିଷ୍ଠିତ ଥିଙ୍କ ଟ୍ୟାଙ୍କ ଫ୍ରିଡମ୍‌ ହାଉସ୍‌ ଏହାର ୨୦୨୧ ରିପୋର୍ଟରେ ଭାରତର ଫ୍ରିଡମ୍‌ ସ୍କୋରକୁ ହ୍ରାସ କରିଛି । ଏହି ରିପୋର୍ଟରେ କୁହାଯାଇଛି, ଭାରତର ସ୍ଥିତି ଗତ ବର୍ଷର 'ମୁକ୍ତ’ ଅର୍ଥାତ୍‌ ସ୍ୱାଧୀନ, 'ଆଂଶିକ ମୁକ୍ତ’ ଅର୍ଥାତ୍‌ 'ଆଂଶିକ ସ୍ୱାଧୀନ'ରେ
Read More...

ପଞ୍ଚାୟତ ଦିବସ ପୂର୍ବରୁ ସହାୟତା ପାଇଲେ କସ୍ତୁରୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ତାଲମେଣ୍ଡା ପଞ୍ଚାୟତ ଦେହେରୀପାଲି(ଦେକୁଲବା)ର ନିଃସହାୟ ଓ ନିରାଶ୍ରୟ ଅବସ୍ଥାରେ ଥିବା ୬୧ ବର୍ଷ ବୟ‌ସ୍କା ବୃଦ୍ଧା କସ୍ତୁରୀ ଭେସ୍ରାଙ୍କୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୋଲାପ ଦାଶଙ୍କ ପ୍ରୟାସରେ ଆଜି ତାଙ୍କୁ
Read More...

ସିନିୟର ଇନଟ୍ରାକ୍ଲବ ଭିଜନ ୨୦୨୪ ପାଇଁ ରେଜିଷ୍ଟ୍ରେସନ

ବଲାଙ୍ଗିର, (ଦେବାଶିଷ ମିଶ୍ର): ସିନିୟର ଇନଟ୍ରାକ୍ଲବ ଭିଜନ ୨୦୨୪ ରେଜିଷ୍ଟ୍ରେସନ ପାଇଁ ୭ ତାରିଖ ସୁଦ୍ଧା କ୍ଲବମାନେ ତାଙ୍କର ରେଜିଷ୍ଟ୍ରେସନ କରିବାକୁ ଜିଲ୍ଲା କ୍ରୀଡା ସଂସଦ ତରଫରୁ ଅନୁରୋଧ କରାଯାଇଛି । ଜନ୍ମ ପ୍ରମାଣ ପତ୍ର (ଡିଜିଟାଲ), ପାସପୋର୍ଟ ସାଇଜ ଫଟୋଗ୍ରାଫ, ଆଧାର କାର୍ଡ ଓ
Read More...

ପବିତ୍ର ମହାଶିବରାତ୍ରି ପର୍ବ ପାଳନ ପାଇଁ ଉପ-ଜିଲ୍ଲାପାଳଙ୍କ ଜରୁରୀ ଘୋଷଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ମହାଶିବରାତ୍ରି ପର୍ବ ପାଳନ ପାଇଁ ଉପ-ଜିଲ୍ଲାପାଳ ଜରୁରୀ ଘୋଷଣା କରିଛନ୍ତି । ବଲାଙ୍ଗିର ସହର ସମେତ ବଲାଙ୍ଗିର ଉପଖଣ୍ଡ ସ୍ଥିତ ସମସ୍ତ ଶିବ ମନ୍ଦିର କମିଟି ସଦସ୍ୟ, ପୃଷ୍ଠପୋଷକ ଏବଂ ଜନସାଧାରଣଙ୍କ ଅବଗତି ନିମନ୍ତେ ଘୋଷଣାରେ କୁହାଯାଇଛି ଯେ, ଚଳିତ ବର୍ଷ
Read More...

ନବକିଶୋର କ୍ରିକେଟ ଦଳ ବିଜୟୀ : ଓସିଏ ଭିଜନ ୨୦୨୪ ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର): ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟାମ ଠାରେ ଓସିଏ ଭିଜନ ୨୦୨୪ ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାର ନବମ ଦିବସରେ ନବକିଶୋରଣ୍ଟ କ୍ରିକେଟ କ୍ଲବ ଓ ଏଲ୍‌ଏସି ପାଟଣାଗଡ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନବକିଶୋରଣ୍ଟଦଳ ପ୍ରଥମେ ବ୍ୟାଟିଂ କରି ୪୫ ଓଭରରେ
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସୁରକ୍ଷାକୁ ନେଇ ଛାତ୍ର ସଂସଦର ବିକ୍ଷୋଭ : ୩ ଘଣ୍ଟା ଧରି ରାସ୍ତା ଅବରୋଧ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦାବୀରେ ମିଳିତ ଛାତ୍ର ସଂସଦ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଶତାଧିକ ଛାତ୍ରଛାତ୍ରୀ ପ୍ଲାଟିନମ ଜୁବୁଲି ଗେଟ ସମ୍ମୁଖରେ ଏକତ୍ରିତ ହୋଇ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ଦାବୀ
Read More...

ବାଇକ୍ ଆରୋହୀଙ୍କ ଉପରେ ଚଢିଗଲା ବସ୍ : ଗୋଟିଏ ପରିବାରର ୩ମୃତ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରୁ ଏକ ବଡ ଖବର ଆସି ପହଞ୍ଚିଛି । ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ଘଟିଛି । ପ୍ରାପ୍ତ ସୂଚନା ଆଧାରରେ ଚପ୍ରିଆ ପଞ୍ଚାୟତ ଅନ୍ତର୍ଗତ ତୁରେଛଡ଼ା ଗାଁର କୃଷ୍ଣଚନ୍ଦ୍ର ବାଗ (୪୦) ତାଙ୍କ
Read More...

କଳାକାର ମହାସଂଘର ପଞ୍ଚାୟତ ସ୍ତରୀୟ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଚର୍ଦାପାଳି ପଞ୍ଚାୟତ ଅନ୍ତର୍ଗତ ଚଙ୍ଗରିଆ, ଗସ୍ତିଡିହି ଦେବଦର୍ହା ଠାରେ ପାଇକମାଳ ବ୍ଲକ କଳାକାର ମହାସଂଘ ତରଫରୁ ଚର୍ଦାପାଳି ପଞ୍ଚାୟତର କଳାକାରମାନଙ୍କୁ ନେଇ ପ୍ରେମ ସାଗର ଫୌଜଦାରଙ୍କ ସଭାପତିତ୍ଵରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ
Read More...

ନିର୍ଭୁଲ ଜନଗଣନା ପାଇଁ ଜିଲ୍ଲାର ୫ କର୍ମଚାରୀ ସମ୍ବର୍ଦ୍ଧିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତ ଜନ ଗଣନା ସମୟରେ ନିଜ ଅଞ୍ଚଳରେ ନିର୍ଭୁଲ ଭାବରେ କାର୍ୟ୍ୟ ସମ୍ପାଦନା କରିଥିବାରୁ ଜିଲ୍ଲାର ୫ ଜଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ
Read More...