ସିନିୟର ଇନଟ୍ରାକ୍ଲବ ଭିଜନ ୨୦୨୪ ପାଇଁ ରେଜିଷ୍ଟ୍ରେସନ

ବଲାଙ୍ଗିର, (ଦେବାଶିଷ ମିଶ୍ର): ସିନିୟର ଇନଟ୍ରାକ୍ଲବ ଭିଜନ ୨୦୨୪ ରେଜିଷ୍ଟ୍ରେସନ ପାଇଁ ୭ ତାରିଖ ସୁଦ୍ଧା କ୍ଲବମାନେ ତାଙ୍କର ରେଜିଷ୍ଟ୍ରେସନ କରିବାକୁ ଜିଲ୍ଲା କ୍ରୀଡା ସଂସଦ ତରଫରୁ ଅନୁରୋଧ କରାଯାଇଛି । ଜନ୍ମ ପ୍ରମାଣ ପତ୍ର (ଡିଜିଟାଲ), ପାସପୋର୍ଟ ସାଇଜ ଫଟୋଗ୍ରାଫ, ଆଧାର କାର୍ଡ ଓ ମେଟ୍ରିକ ସାର୍ଟିଫିକେଟ ଦାଖଲ କରିବାକୁ ଅନୁରୋଧ କରାଯାଇଛି ।ବେଳେ ସ୍ୱାଗତ ତ୍ରିପାଠି, ଜଗପତି ନାୟକ ସ୍କୋରର ଦାୟିତ୍ୱ ତୁଳାଇଥିଲେ ।

Leave A Reply

Your email address will not be published.