Daily Archives

ବଲାଙ୍ଗିରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଠାରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ତଥା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଉପଲକ୍ଷେ ପୂର୍ବାହ୍ନରେ ଏକ ରାଲି ଜିଲ୍ଲା ସମାଜ ମଙ୍ଗଳ
Read More...

‘ନୀର’ପକ୍ଷରୁ ଜାତୀୟ ମହିଳା ଦିବସ ପାଳିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ନାବାର୍ଡ ଓଡିଶା, ଭୁବନେଶ୍ୱର ସହାୟତାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ “ନୀର” ଆନୁକୁଲ୍ୟରେ ଜି.ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ କଳିଙ୍ଗା ଗ୍ରାମ ପଞ୍ଚାୟତର ଦାରାବାଡି ଗ୍ରାମରେ ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା । ଏହି ଅବସରରେ
Read More...

ସେଞ୍ଚୁରିଅନରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ଜେଆଇଟିଏମ୍‌, ଦିଲ୍ଲୀ ପବ୍ଲିକ ସ୍କୁଲ ଓ ହେଲୋକିଡ୍‌ସ୍‌ ସ୍କୁଲର ମିଳିତ ଆନୁକୂଲ୍ୟରେ ସେଞ୍ଚୁରିଅନ ପରିସରରେ ମହିଳା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ଆଂଚଳିକ ନିର୍ଦ୍ଦେଶକ ପ୍ରଦୀପ ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ
Read More...

ସଂଯୁକ୍ତ ଯୁବ ସଂଗଠନ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଆନ୍ତର୍ଜାତିକ ମହିଳା ଦିବସ ସଂଯୁକ୍ତ ଯୁବ ସଂଗଠନ ବରଗଢ ତରଫରୁ ପ୍ରତିବର୍ଷ ପରଶ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଶାନ୍ତି ତପୋବନ ଆଶ୍ରମ, ମାତୃଛାୟା ,ବାନପ୍ରସ୍ଥ (ଜରାନିଵାସ) ଚକରକେନ୍ଦ ଛକ ବରଗଡ଼ ଠାରେ ପ୍ରାକୃତିକ ସୁରମ୍ୟ ପରିବେଶ ମଧ୍ୟରେ ପାଳିତ
Read More...

କନ୍ଧମାଳ ପୁଲିସ୍ ପ୍ରଶାସନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ : ୫ ମହିଳା ପୁଲିସ୍ କର୍ମଚାରୀ ସମ୍ବର୍ଦ୍ଧିତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପ୍ରଥମଥର ପାଇଁ କନ୍ଧମାଳ ଏସ୍.ପିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପୁଲିସ୍ ପ୍ରଶାସନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏସ୍.ପି କାର୍ୟ୍ୟାଳୟ ପରିସରରେ ଅନୁଷ୍ଠିତ ଏକ କାର୍ୟ୍ୟକ୍ରମରେ ଏସ୍‌ପି ଭିନିତ୍
Read More...

ଓଡ଼ିଶା ପୋଲିସ ମହା ନିର୍ଦେଶକଙ୍କ ସହ ଆଲୋଚନା କରି ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପଞ୍ଚାୟତ ସମିତି ଅଧକ୍ଷ କୁମର ମଣି ନାୟକଙ୍କୁ ପଦ୍ମପୁର ପୋଲିସ ଆକ୍ରୋଶମୂଳକ ଭାବେ ଗିରଫ କରିବା ପ୍ରତିବାଦରେ ଏବଂ ଅନ୍ୟ ଅଭିଯୁକ୍ତ ବ୍ଲକ ଏଇ ଓ ମୋବାଇଲ ଟଙ୍କା ଲୁଟି ନେଇଥିବା ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ଦାବୀରେ ପଦ୍ମପୁର ପୂର୍ବତନ
Read More...

କୋଶଲାଞ୍ଚଳର ଗର୍ଵ ଏବଂ ଗୌରବ ଦୀପା ବାରିକ : ମହିଳାଙ୍କ ପାଇଁ ପାଲଟିଛ‌ନ୍ତି ଉଦାହରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହିଳାମାନେ ପୁରୁଷଙ୍କ ଠାରୁ କୌଣସି ଗୁଣରେ କମ୍‌ ନୁହଁନ୍ତି । ଆଜିର ନାରୀ ପୁରୁଷମାନଙ୍କ ସହ ତାଳରେ ତାଳ ମିଳେଇ ସବୁକ୍ଷେତ୍ରରେ ନିଜର କୃତିତ୍ୱ ପ୍ରତିପାଦନ କରୁଛି । ଖେଳକୁଦ, ଗୀତ ସଙ୍ଗୀତ, ରାଜନୀତି ହେଉ ଅବା ସମାଜସେବା କ୍ଷେତ୍ରରେ ହେଉ ଆଜିର ନାରୀ
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଜି ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ନାବାର୍ଡ ପକ୍ଷରୁ ଡିଆରଡିଏ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ୟ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ
Read More...

ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟାରେ ସହରବାସୀ ନାରାଜ୍

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ଉପ ଜିଲ୍ଲାପାଳ ତଥା ପୌର ପରିଷଦ କାର୍ୟ୍ୟନିର୍ବାହୀ ଅଧିକାରୀ ସୋମେଶ ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଟିଟିଲାଗଡ ରେଳ ଷ୍ଟେସନ ନିକଟରେ ୱାର୍ଡ ନଂ ୧୦ର ଦୁଇଟି ଘର ଓ ପୁରୁଣା ଅଙ୍ଗନୱାଡ଼ି ଘରକୁ ଜବର ଦଖଲ ଉଚ୍ଛେଦ ଅଭିଯୋଗରେ ଭାଙ୍ଗି ଦିଆଯାଇଛି ।
Read More...

ବିଶ୍ୱ ମହିଳା ଦିବସ ଅବସରରେ ଜଣେ ସାଧାରଣ ମହିଳା ପୁଷ୍ପା ବେହେରାଙ୍କ ସଂଘର୍ଷର କାହାଣୀ

ବରଗଡ଼, (ନିରୋଜ କୁମାର ପାଣୀ) : ସାରା ବିଶ୍ଵରେ ମାର୍ଚ୍ଚ ୮ ତାରିଖକୁ ମହିଳା ଦିବସ ଭାବେ ପାଳନ କରାଯାଏ । ଅନେକ ସଫଳ ମହିଳାଙ୍କ ବିଷୟରେ ଜାଣିବାକୁ ମିଳେ କିନ୍ତୁ ଅନେକ ସାଧାରଣ ମହିଳା ଅଛନ୍ତି ଯାହାଙ୍କୁ କେହି ଜାଣନ୍ତି ନାହିଁ ସେମାନେ ଜୀବନକୁ ତିଳତିଳ କରି ଜାଳି ଦେଇ ଚାଲନ୍ତି ସେମିତି ଜଣେ
Read More...
error: Content is protected !!