jsm

ଓଡ଼ିଶା ପୋଲିସ ମହା ନିର୍ଦେଶକଙ୍କ ସହ ଆଲୋଚନା କରି ଦାବୀପତ୍ର ପ୍ରଦାନ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପଞ୍ଚାୟତ ସମିତି ଅଧକ୍ଷ କୁମର ମଣି ନାୟକଙ୍କୁ ପଦ୍ମପୁର ପୋଲିସ ଆକ୍ରୋଶମୂଳକ ଭାବେ ଗିରଫ କରିବା ପ୍ରତିବାଦରେ ଏବଂ ଅନ୍ୟ ଅଭିଯୁକ୍ତ ବ୍ଲକ ଏଇ ଓ ମୋବାଇଲ ଟଙ୍କା ଲୁଟି ନେଇଥିବା ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ଦାବୀରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ, କୃଷକ ମୋର୍ଚ୍ଚା ବରଗଡ ଜିଲ୍ଲା ସଭାପତି ଶ୍ରୀକାନ୍ତ ମିଶ୍ର, ଯୁବ ନେତା ରାଜେନ୍ଦ୍ର ସେଠଙ୍କ ସହ ଆଜି କଟକରେ ଓଡ଼ିଶା ପୋଲିସ ମହା ନିର୍ଦେଶକଙ୍କ ସହ ଆଲୋଚନା କରି ଦାବୀପତ୍ର ପ୍ରଦାନ କରିଛନ୍ତି ।

yuvodaya
Leave A Reply

Your email address will not be published.