Daily Archives

ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ପାଣ୍ଠି ଗଠନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

• ସ୍ୱାସ୍ଥ୍ୟଏବଂ ଶିକ୍ଷା ଉପକରରୁ ପ୍ରାପ୍ତ ହେଉଥିବା ଅର୍ଥରାଶିରେ ଏହା ହେବ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଏକ ସିଙ୍ଗଲ ନନ-ଲାପ୍ସେବଲ ରିଜର୍ଭ ଫଣ୍ଡ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ
Read More...

ଓଡ଼ିଶାରେ ବନାଗ୍ନିର ପ୍ରଭାବୀ ନିୟନ୍ତ୍ରଣ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଶେଷଜ୍ଞ ସମିତି ଗଠିତ

• ସ୍ଥିତି ମୁକାବିଲାରେ ରାଜ୍ୟ ସରକାରଙ୍କୁ କରିବେ ସହାୟତା• ଖୁବଶୀଘ୍ର ରାଜ୍ୟ ଗସ୍ତ କରିବ ବିଶେଷଜ୍ଞ ସମିତି• ପରିସ୍ଥିତିକୁ ଗମ୍ଭୀରତାର ସହ ଅନୁଧ୍ୟାନ କରୁଛି କେନ୍ଦ୍ର ନୂଆଦିଲ୍ଲୀ, (ପିଆଇବି) : ଓଡ଼ିଶାରେ ଦେଖାଦେଇଥିବା ଅପ୍ରତ୍ୟାଶିତ ବନାଗ୍ନି ଘଟଣାର ପ୍ରଭାବୀ ନିୟନ୍ତ୍ରଣରେ ରାଜ୍ୟ
Read More...

୧୧ ମାର୍ଚ୍ଚରେ ସ୍ୱାମୀ ଚିଦଭବାନନ୍ଦଜୀଙ୍କ ଭଗବଦ୍ ଗୀତାର କିଣ୍ଡଲ୍ ସଂସ୍କରଣକୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୧୧, ୨୦୨୧ (ଗୁରୁବାର) ପୂର୍ବାହ୍ନ ୧୦.୨୫ରେ ଭର୍ଚୁଆଲ ମାଧ୍ୟମରେ ସ୍ୱାମୀ ଚିଦଭବାନନ୍ଦଜୀଙ୍କ ଭଗବଦ୍ ଗୀତାର କିଣ୍ଡଲ୍ ସଂସ୍କରଣକୁ ଉନ୍ମୋଚନ କରିବେ ଏବଂ ଏହି ସମାରୋହକୁ ସମ୍ବୋଧିତ କରିବେ।ସ୍ୱାମୀ ଚିଦଭବାନନ୍ଦଜୀଙ୍କ
Read More...

କେଶରୀୟା ହିନ୍ଦୁ ବାହିନୀର ଗ୍ରାମବାସୀଙ୍କ ସହ ବୈଠକ

ଦେଓଗାଁ, (ମନିଷ କୁମାର ସାହୁ) : ଆଜି ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ମହମ୍ମଦପୁର ଗ୍ରାମକୁ କେଶରୀୟା ହିନ୍ଦୁ ବାହିନୀର ପ୍ରଦେଶ ମହାମନ୍ତ୍ରୀ ସନ୍ତୋଷ କୁମାର ଭୋଳ ବଲାଙ୍ଗିର ଜିଲ୍ଲା କାର୍ୟ୍ୟକର୍ତ୍ତା ଏବଂ ଦେଓଗାଁ ବ୍ଲକ୍ କାର୍ୟ୍ୟକର୍ତ୍ତାଙ୍କ ସହ ଗସ୍ତ କରି ସେଠାରେ ଗ୍ରାମବାସୀଙ୍କ ସହ ବୈଠକ
Read More...

ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସ ପରାମର୍ଶଦାତା ତାଲିମ ଶିବିର ଉଦ୍‌ଯାପିତ

ବଲାଙ୍ଗୀର, (କେପିଏନ୍‌ଏସ୍‌) : ଭାରତୀୟ ରେଡକ୍ରସ ସୋସାଇଟି ଜୁନିଅର ରେଡକ୍ରସ, ଓଡିଶା ରାଜ୍ୟ ଶାଖା, ଭୁବନେଶ୍ୱରର ସହଯୋଗରେ ତଥା ଜିଲ୍ଲା ଜୁନିଅର ରେଡକ୍ରସ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲ ଠାରେ ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସ ପରାମର୍ଶଦାତାଙ୍କ ୫ ଦିନିଆ
Read More...

କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ମିଶନ କେଶରୀୟା ଝଣ୍ଡା କାର୍ଯ୍ୟକ୍ରମ

ଦେଓଗାଁ, (ମନିଷ କୁମାର ସାହୁ) : ଆଜି ବଲାଙ୍ଗିର ଜିଲ୍ଲା କେଶରୀୟା ହିନ୍ଦୁ ବାହିନୀ ଦେଓଗାଁ ବ୍ଲକ ତରଫରୁ ଦେଓଗାଁ ଠାରେ ମିଶନ କେଶରୀୟା ଝଣ୍ଡା କାର୍ୟ୍ୟକ୍ରମ ମାଧ୍ୟମରେ ଦେଓଗାଁ ଠାରେ ପ୍ରତ୍ୟେକ ହିନ୍ଦୁ ଘରେ କେଶରୀୟା ପତାକା ଲଗାଯାଇଛି । ଏହି କାର୍ୟ୍ୟକ୍ରମରେ କେଶରୀୟା ହିନ୍ଦୁ ବାହିନୀ
Read More...

ବଲାଙ୍ଗିରରେ ଲାଇଫ୍‌ ଲାଇନ୍‌ ଏକ୍ସପ୍ରେସ୍‌ : ବଲାଙ୍ଗିର ରେଲୱେ ଷ୍ଟେସନ୍‌ରେ ମାର୍ଚ୍ଚ ୧୫ରୁ ହେବ ବିଭିନ୍ନ ରୋଗର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହଯୋଗରେ ଇମ୍ପେକ୍ଟ ଇଣ୍ଡିଆ ଫାଉଣ୍ଡେସନ୍‌ ତରଫରୁ ଲାଇନ୍‌ ଲାଇନ୍‌ ଏକ୍ସପ୍ରେସ୍‌ ରେଲୱେ ଷ୍ଟେସନ୍‌ରେ ଆସି ପହଂଚିଛି । ବଲାଙ୍ଗିର ଜିଲ୍ଲା ପ୍ରଶାସନ, ଜିଲ୍ଲା ସ୍ୱାସ୍ଥ୍ୟ
Read More...

ଯଜ୍ଞ ମଣ୍ଡପ ପ୍ରତିଷ୍ଠା ଉତ୍ସବ : ଦ୍ୱିତୀୟ ଦିବସରେ ନାମ ମଣ୍ଡପ ପ୍ରତିଷ୍ଠା

ବୌଦ୍ଧ, (ଦିଲ୍ଲିପ କୁମାର ସରାପ) : ବୌଦ୍ଧ ଜିଲ୍ଲାର ପାଇକବାହାଲ ଗ୍ରାମରେ ଚାରି ଦିନ ବ୍ୟାପୀ ହେଉଥିବା ଯଜ୍ଞ ମଣ୍ଡପ ପ୍ରତିଷ୍ଠା ଉତ୍ସବର ଦ୍ୱିତୀୟ ଦିନରେ ଆଜି ନାମ ମଣ୍ଡପ ପ୍ରତିଷ୍ଠା କରାଯାଇଥିଲା । ଏହି ଅବସରରେ ସାଂସ୍କୃତିକ କାର୍ୟ୍ୟକ୍ରମରେ ତୁଲସୀ ରାମାୟଣର ସୁନ୍ଦରାକାଣ୍ଡ ପାରାୟଣ
Read More...

ଡେଲାଙ୍ଗରୁ ପ୍ରକୃତି ସୁରକ୍ଷା ବାର୍ତ୍ତା ଦେଲେ ଆଇନଜୀବୀ ହୃଷିକେଶ ପାଢ଼ୀ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ସବୁଜ ଡେଲାଙ୍ଗ ଟ୍ରଷ୍ଟର ଅଧ୍ୟକ୍ଷ ହୃଷିକେଶ ପାଢ଼ୀଙ୍କ ପ୍ରକୃତି ସୁରକ୍ଷା ସଚେତନତା ବ୍ୟାନରକୁ ଡେଲାଙ୍ଗର ଅତିରିକ୍ତ ବି. ଡି. ଓ ଶ୍ରୀ ନାୟକ ଲୋକାର୍ପଣ କରି କହିଲେ ପୃଥିବୀ ବକ୍ଷରୁ ବିଭିନ୍ନ ପ୍ରଜାତିର କୀଟଙ୍କ ସମେତ ଚିଲ, ଶାଗୁଣା, ଶାଳିଆପାତନି,
Read More...

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବଲାଙ୍ଗିର ଜିଲ୍ଲା କାର୍ଯ୍ୟାଳୟ ମାର୍ଚ୍ଚ ୧୨ ତାରିଖ ଠାରୁ କାର୍ଯ୍ୟାରମ୍ଭ ହେବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନା ବିଭାଗ ବିଜ୍ଞପ୍ତି ସଂଖ୍ୟା ୩୦୨୯ ତା.୨୪.୦୨.୨୦୨୧ ଅନୁସାରେ ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତାଙ୍କ ନିର୍ଦ୍ଦେଶ କ୍ରମେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନ୍ତର୍ଗତ
Read More...