ls

ଯଜ୍ଞ ମଣ୍ଡପ ପ୍ରତିଷ୍ଠା ଉତ୍ସବ : ଦ୍ୱିତୀୟ ଦିବସରେ ନାମ ମଣ୍ଡପ ପ୍ରତିଷ୍ଠା

2020

ବୌଦ୍ଧ, (ଦିଲ୍ଲିପ କୁମାର ସରାପ) : ବୌଦ୍ଧ ଜିଲ୍ଲାର ପାଇକବାହାଲ ଗ୍ରାମରେ ଚାରି ଦିନ ବ୍ୟାପୀ ହେଉଥିବା ଯଜ୍ଞ ମଣ୍ଡପ ପ୍ରତିଷ୍ଠା ଉତ୍ସବର ଦ୍ୱିତୀୟ ଦିନରେ ଆଜି ନାମ ମଣ୍ଡପ ପ୍ରତିଷ୍ଠା କରାଯାଇଥିଲା । ଏହି ଅବସରରେ ସାଂସ୍କୃତିକ କାର୍ୟ୍ୟକ୍ରମରେ ତୁଲସୀ ରାମାୟଣର ସୁନ୍ଦରାକାଣ୍ଡ ପାରାୟଣ ହୋଇଥିଲା । ଏଥିରେ ପାରାୟଣ ଗାୟିକା ସୁଶ୍ରୀ ପ୍ରିୟମ୍ବଦା ମିଶ୍ର ବ୍ୟାସ ଭାବରେ ଯୋଗଦେଇ ତାଙ୍କ ସୁମଧୁର କଣ୍ଠରେ ଦର୍ଶକମାନଙ୍କୁ ଭକ୍ତି ରସରେ ବୁଡେଇ ରଖିଥିଲେ । ଯଜ୍ଞ ମଣ୍ଡପ ପ୍ରତିଷ୍ଠା ମୁଖ୍ୟ କର୍ତ୍ତାସାନ୍ତନୁ କୁମାର ଥାଟୀ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.