Daily Archives

ବିକାଶ ଡିଗ୍ରୀ କଲେଜର ନବନିର୍ମିତ ଏକାଡେମିକ୍‌ ବ୍ଲକ୍‌ ଉଦ୍‌ଘାଟିତ : ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତିଙ୍କ ବିକାଶ…

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ବିକାଶ ଗସ୍ତ ସଫଳତାର ସହିତ ସଂପନ୍ନ ହୋଇଛି । ବିକାଶ ଗ୍ରୁପ୍‌ର ଚେୟାର୍‌ମେନ୍‌ ଡି. ମୁରଲୀ କ୍ରିଷ୍ଣା, ମ୍ୟାନେଜିଂ ଡାଇରେକ୍ଟର ଜି. ଭାସ୍କର ରାଓ, ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ଡି.
Read More...

ବରଗଡ଼ରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଜିଲ୍ଲା କାର୍ଯ୍ୟାଳୟ ଆରମ୍ଭ

ବରଗଡ଼, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଯୋଜନା ଓ ସଂଯୋଜନା ବିଭାଗ, ଓଡ଼ିଶା ସରକାରଙ୍କ ପତ୍ର ସଂଖ୍ୟା ୩୦୨୯/ତା୨୪.୦୨.୨୦୨୧ ଅନୁଯାୟୀ ଆଜି ବରଗଡ଼ ଜିଲ୍ଲାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟାଳୟ ବରଗଡ଼ ଜିଲ୍ଲା ଯୋଜନା ଓ
Read More...

ଲହଙ୍ଗେର ଗ୍ରାମରେ ଚୈତନ୍ୟ ସ୍ତମ୍ଭ ପ୍ରତିଷ୍ଠା ଓ ଅଷ୍ଟ ପ୍ରହରୀ ନାମଯଜ୍ଞ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତ ଲହଙ୍ଗେର ଗ୍ରାମ ଠାରେ ବହୁ ପ୍ରତୀକ୍ଷିତ ଚୈତନ୍ୟ ସ୍ତମ୍ଭ ମହାଶିବରାତ୍ରୀ ଅବସରରେ ବହୁ ଉତ୍ସାହିତ ଉଦ୍ଦିପନା ମଧ୍ୟରେ ପ୍ରତିଷ୍ଠା ହୋଇଯାଇଛି । ଖଇରପାଲି ଜଣାଶୁଣା ରାଜମିସ୍ତ୍ରୀ ଅର୍ଜୁନ ଗିଙ୍ଗିରାଙ୍କ
Read More...

ଜଙ୍ଗଲରେ ନିଆଁକୁ ନେଇ ଉଦ୍‌ବେଗ : ଗନ୍ଧରେଲ ଗାଁରେ ଲୋକଙ୍କୁ ସହଯୋଗ ମାଗିଲେ ବୁଦ୍ଧିଜୀବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଙ୍ଗଲରେ ଲାଗୁଥିବା ନିଆଁକୁ ନେଇ ଉଦବେଗ ପ୍ରକାଶ ପାଇଛି । ନିଆଁକୁ ଆୟତ୍ତ କରିବା ତଥା ଲୋକଙ୍କୁ ସଚେତନ କରିବାକୁ ଗନ୍ଧରେଲ ଗାଁରେ ଲୋକଙ୍କୁ ସହଯୋଗ ମାଗିଛ‌ନ୍ତି ବୁଦ୍ଧିଜୀବୀ । ବଲାଙ୍ଗିର ଡିଏଫଓ ସମୀର କୁମାର ଶତପଥି, ବୁଦ୍ଧଜୀବୀ ହେମନ୍ତ ପଣ୍ଡା, ଗୋପଭୂଷଣ
Read More...

ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ‘ସ୍ୱଚ୍ଛତା ଓ ପରିବେଶ ସମ୍ମାନ’ ପ୍ରଦାନ

ଡେଲାଙ୍ଗ, (ଦି‌ଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଲକଣା ଗ୍ରାମର ଐଶ୍ୱାନେଶ୍ୱର ମହାଦେବଙ୍କ ମହାଶିବରାତ୍ରି ଜାଗର ପାଳନ ଅବସରରେ ଅନୁଷ୍ଠିତ ପାଲା ପରିବେଷଣର ଗାୟକ ବିଜୟ କୁମାର ପରିଡା ଓ ସାଥୀଙ୍କୁ ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ 'ସ୍ୱଚ୍ଛତା ଓ ପରିବେଶ
Read More...

ସୋହେଲାରେ ଦାଣ୍ଡି ଯାତ୍ରା ସ୍ମୃତି ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସୋହେଲା ସତ୍ୟାଗ୍ରହ ସ୍ମାରକୀ ପୀଠରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ସୋହେଲା ଶାଖା ତରଫରୁ ଦାଣ୍ଡି ଯାତ୍ରା ସ୍ମୃତି ଦିବସ ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତାଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଡାକ୍ତର ଶିଶିର କୁମାର ସାହୁ,
Read More...

କୁଆଁରୀ ସାହିତ୍ୟ ସଭା ଅନୁଷ୍ଠିତ ହେବ ଆସନ୍ତା ୧୪ରେ : କୁଆଁରୀ ସାହିତ୍ୟ ସମ୍ମାନ ପାଇବେ କବି ଆନଂଦ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଆସନ୍ତା ୧୪ ତାରିଖ ରବିବାର ଦିନ ସ୍ଥାନୀୟ ମେହେର ଧର୍ମଶାଳାରେ ପୂର୍ବାହ୍ନ ୧୦ଟା ସମୟରେ କୁଆଁରୀ ସାହିତ୍ୟ ସଭା ଅନୁଷ୍ଠିତ ହେବ । ୪ ବର୍ଷରେ ପାଦ ଥାପିଛି କୁଆଁରୀ ସାହିତ୍ୟ ପତ୍ରିକା । ଏହି ଅବସରରେ ଏକ ବାର୍ଷିକୋତ୍ସବର ଆୟୋଜନ କରାଯାଉଥିବା ବେଳେ କବି ଆନଂଦ
Read More...

ମୂଳନିବାସୀ ସଂସ୍କୃତିରେ ମହା ଶିବରାତ୍ରି

ମୀନକେତନ ମାଝୀ ମହା ଶିବରାତ୍ରି ଆମ ଦେଶରେ ମହା ସମାରୋହରେ ପାଳନ କରାଯାଉଛି । ଏହା ଆଦିବାସୀ ମୁଳନିବାସୀ ମାନଙ୍କ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ । କିମ୍ବଦନ୍ତୀ ଅନୁଯାଇ ଗୋଁଣ୍ଡୱାନା ଲ୍ୟାଣ୍ଡ୍‌/ସିଙ୍ଗାର ଦ୍ୱୀପ/କୋୟାମୁରୀ ଦ୍ୱୀପ/ଜମ୍ବୁଦ୍ୱୀପ/ ନାଗଦ୍ୱୀପ ବା ଆଧୁନିକ ଭାରତରେ ଅଠାଅଶି
Read More...

ମହା ଶିବରାତ୍ରି ଉପଲକ୍ଷେ ୧୬ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜ଼ିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର ଜଗଳପାଟ ଗ୍ରାମପଞ୍ଚାୟତର ବଡସାହାଯବାହାଲ ଗ୍ରାମରେ ମହା ଶିବରାତ୍ରି ଉପଲକ୍ଷେ ଭଗବାନଙ୍କ ପାଖରେ ଏକ ୧୬ ପ୍ରହରୀ ହରିନାମଯଜ୍ଞ ଅନୁଷ୍ଠିତ ହେଉଛି । ପ୍ରଥମେ ଗ୍ରାମର ଶତାଧିକ ମହିଳା ମାନେ କଳସ ଶୋଭା
Read More...

ଆସନ୍ତା ମାର୍ଚ୍ଚ ୧୬ରୁ ଦ୍ୱିତୀୟ ପର୍ଯ୍ୟାୟ ଜେଇଇ ମେନ୍‌

ଭୁବନେଶ୍ୱର : ଦ୍ୱିତୀୟ ପର୍ୟ୍ୟାୟ ଜେଇଇ ମେନ୍‌ ଆସନ୍ତା ମାର୍ଚ୍ଚ ୧୬ ତାରିଖରୁ ଅନୁଷ୍ଠିତ ହୋଇ ୧୮ ତାରିଖରେ ସରିବ । ଦ୍ୱିତୀୟ ପର୍ୟ୍ୟାୟ ଜେଇଇ ମେନ୍‌ ପାଇଁ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ଶୁକ୍ରବାର ଆଡମିଟ୍‌ କାର୍ଡ ଜାରି କରାଯାଇଛି । ପରୀକ୍ଷା କମ୍ପ୍ୟୁଟର୍‌ ବେସ୍‌ଡ
Read More...