Daily Archives

ମାର୍ଚ୍ଚ ୯ ତାରିଖରେ ଭାରତ ଓ ବାଂଲାଦେଶ ମଧ୍ୟରେ ‘ମୈତ୍ରୀ ସେତୁ’ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

• ତ୍ରିପୁରାରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଉଦଘାଟନ ସହିତ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନୂଆଦି‌ଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୯, ୨୦୨୧ ମଧ୍ୟାହ୍ନ ୧୨ରେ ଭିଡିଓ କନଫରେନ୍ସିଂ ଜରିଆରେ ଭାରତ ଓ ବାଂଲାଦେଶ ମଧ୍ୟରେ ‘ମୈତ୍ରୀ ସେତୁ’ର ଉଦଘାଟନ…
Read More...

ଶାନ୍ତିପୁର ଡକାୟତି ଘଟଣା : ୪୬ ଗ୍ରାମ ସୁନା ସମେତ ଆଉ ୨ ଜଣ ଗିରଫ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଖପ୍ରାଖୋଲ ଅନ୍ତର୍ଗତ ଶାନ୍ତିପୁର ଗ୍ରାମରେ ଘଟିଥିବା ଡକାୟତି ଘଟଣା ସମ୍ପୃକ୍ତିରେ ଆଜି ବଲାଙ୍ଗିର ପୋଲିସ ଆଉ ୨ ଜଣକୁ ଗିରଫ କରିବା ସହ ସେମାନଙ୍କ ପାଖରୁ ପ୍ରାୟ ୪୬ ଗ୍ରାମ ସୁନା ଜବତ କରିଛି । ଗିରଫ ଅଭିଯୁକ୍ତମାନେ ନୟାଗଡ଼ ଜିଲ୍ଲାର କାଳିଆ ସୁବୁଦ୍ଧି (୪୮)…
Read More...

ଦେଷଣ୍ଢ ଚାନ୍ଦଲି ପାହାଡ଼କୁ ଡିଏଫଓଙ୍କ ପରିଦର୍ଶନ

ଲଣ୍ଡା ପାହାଡ଼ରେ ଖୋଦେଇ କଲେ ପର୍ଯ୍ୟଟକମାନେ ଅଧିକ ଆକର୍ଷିତ ହେବେ : ଡିଏଫଓଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ପୂର୍ବାହ୍ନରେ ବଲାଙ୍ଗିର ଡିଏଫଓ ସମୀର ଶତପଥୀ ଦେଓଗାଁ ବ୍ଳକ ଦେଷଣ୍ଢ ପଞ୍ଚାୟତର କିରିବାଞ୍ଜି ଜଙ୍ଗଳର ଥିବା ଚାନ୍ଦଲି ପାହାଡ଼କୁ ଚଢ଼ି ପରିଦର୍ଶନ କରିଛନ୍ତି । ଏହି…
Read More...

ମାର୍ଚ୍ଚ ୯ରେ ଶ୍ରୀମଦ୍ ଭଗବଦଗୀତା ଶ୍ଲୋକ ଉପରେ ୨୧ ଜଣ ବିଦ୍ଵାନଙ୍କ ବ୍ୟାଖ୍ୟା ଥିବା ପାଣ୍ଡୁଲିପି ଉନ୍ମୋଚନ କରିବେ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୯, ୨୦୨୧ରେ ନୂଆଦିଲ୍ଲୀର ଲୋକ କଲ୍ୟାଣ ମାର୍ଗଠାରେ ଶ୍ରୀମଦ୍ ଭଗବଦଗୀତା ଶ୍ଲୋକ ଉପରେ ୨୧ ଜଣ ବିଦ୍ଵାନଙ୍କ ବ୍ୟାଖ୍ୟା ସହିତ ୧୧ ଅଧ୍ୟାୟ ବିଶିଷ୍ଟ ପାଣ୍ଡୁଲିପି ଉନ୍ମୋଚନ କରିବେ । ଏହି ଅବସରରେ ଜମ୍ମୁ ଏବଂ କଶ୍ମୀର…
Read More...

ବିଶାଳ କୂଳ କୁଲତା ସମାଜର ୫୬ତମ ବାର୍ଷିକୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତ ମହୁଲପାଲିର ବୁକୁରାମୁଣ୍ଡା ଶ୍ରୀ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପ୍ରାଙ୍ଗଣରେ, ମହୁଲପାଲି ଶାଖା କେନ୍ଦ୍ରର କୁଲତା ସମାଜ ୫୬ତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।…
Read More...

ଏକାଦଶାହ ଅବସରରେ ଶୋକସଭା

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୂର୍ବତନ ବରିଷ୍ଠ ଶିକ୍ଷକ ତଥା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବେରବୋଇର ପର୍ଶୁରାମ ପ୍ରଧାନଙ୍କ ଏକାଦଶାହ ଉପଲକ୍ଷେ ଶୋକସଭା । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଗୁଆଳିପଡା ଗ୍ରାମ ପଞ୍ଚାୟତର ବୋଳକଣା ଗ୍ରାମର ପର୍ଶୁରାମ ପ୍ରଧାନଙ୍କ ଏକାଦଶାହ…
Read More...

ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧନା ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ଚଳିତ ବର୍ଷ ପଞ୍ଚସ୍ତରୀ ବର୍ଷ ପୂର୍ତ୍ତ ଅବସରରେ ପ୍ଲାଟିନମ ଜୁବୁଲି ପାଳନ କରୁଅଛି । ୧୯୪୪ ମସିହାରେ ସ୍ଥାପିତ ଏହି ଶିକ୍ଷାନୁଷ୍ଠାନ ଅନେକ ସଫଳ ଛାତ୍ର ସୃଷ୍ଟି କରି ଅଞ୍ଚଳର ଗୌରବ ବୁଦ୍ଧି କରିଛି । ଏଇ ପରିପ୍ରେକ୍ଷୀରେ…
Read More...

ସଡକ ସୁରକ୍ଷା ପ୍ରଶିକ୍ଷଣ ଶିବିର

ଡେଲା‌ଙ୍ଗ, (ଦିଲୀପ କୁମାର ଧାଉଡିଆ) : କମଳା ଫାଉଣ୍ଡେସନ ଆନୁକୂଲ୍ୟରେ ସଡକ ସୁରକ୍ଷା ପ୍ରଶିକ୍ଷଣ ଶିବିର ଗତମାସ ଫେବୃଆରୀ ୨୦ତାରିଖ ଠାରୁ ଆରମ୍ବ ହୋଇ ଚଳିତ ମାସ ମାର୍ଚ୍ଚ ୩ତାରିଖ ଦିନ ଶେଷ ହୋଇଯାଇଛି । ଏହି ଶିବିରରେ ୫୦୦ରୁ ଉର୍ଦ୍ଧ୍ବ ଟ୍ରକ ଚାଳକମାନଙ୍କୁ ସଡକ ସୁରକ୍ଷାର ବିଭିନ୍ନ ଦିଗ…
Read More...

ଏକତା ପରିଷଦର ଶ୍ରମଦାନ ଓ ଶ୍ରମଶକ୍ତି କାର୍ୟ୍ୟକ୍ରମ

କଳାହାଣ୍ଡି, (ହେମନ୍ତ ସାହୁ) : ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏକତା ପରିଷଦ ତରଫରୁ ଚାଲିଥିବା ଶ୍ରମଶକ୍ତି ଓ ଶ୍ରମଦାନ କାର୍ୟ୍ୟକ୍ରମ ମ.ରାମପୁର ବ୍ଳକ ଉର୍ଲାଦାନୀ ପଂଚାୟତର ଜୁରାଖମନଠାରେ ଅନୁଷ୍ଠିତ ହେଇଯାଇଛି । ସାଧାରଣ ସଂପାଦକ ରମେଶ ଶର୍ମାଙ୍କ ନେତୃତ୍ୱରେ ଚାଲିଥିବା ଏହି…
Read More...

ଓଡ଼ିଶା ଡୁମାଲ ପରିଷଦର ସାଂଗଠନିକ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନ ସଭାଗୃହ ମଧ୍ୟରେ ଓଡିଶା ଡୁମାଲ ପରିଷଦର ଏକ ସାଂଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ସୁଧୀର କର୍ଣ୍ଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲା ସଭାପତି ଓ କାର୍ଯ୍ୟକାରିଣୀ କମିଟିର ସଦସ୍ୟ…
Read More...